OR/Prabhupada 1058 - ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1058 - in all Languages Category:OR-Quotes - 1966 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 10: Line 10:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1057 - ଭାଗବତ ଗିତା କୁ ଗୀତ ଉପନିଷଦ ମଧ୍ୟ କୁହା ଯାଏ, ସବୁ ବେଦ ଶାସ୍ତ୍ର ର ସାର|1057|OR/Prabhupada 1059 - ସମସ୍ତଙ୍କ ଭଗବାନ ସହ ବିଶେଷ ସମ୍ପର୍କ ଅଛି|1059}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 18: Line 21:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|pVcDfltwftQ|ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ<br />- Prabhupāda 1058}}
{{youtube_right|Z3u4fuYr6NE|ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ<br />- Prabhupāda 1058}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>File:660219BG-NEW_YORK_clip02.mp3</mp3player>
<mp3player>https://s3.amazonaws.com/vanipedia/clip/660219BG-NEW_YORK_clip02.mp3</mp3player>
<!-- END AUDIO LINK -->
<!-- END AUDIO LINK -->


Line 30: Line 33:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ସେ ଭଗବଦ ଗୀତା ପ୍ରତି ଗୋଟି ପୃଷ୍ଠା ରେ ଏହା କହିଛନ୍ତି | କେ ସେଈହଁ ପରମ ପୁରୋଶତ୍ତମ ଭଗବାନ | ବେଳେ ବେଳେ ''ଭଗବାନ" ଶବ୍ଦ ଟି କୌଣସି ଶକ୍ତିଶାଳୀ ମଣିଷ କି ଦେବତା ପାଇଁ ଉପଯୁଗ ଯାଏ, ପରନ୍ତୁ ଏଠି ଭଗବାନ ମାନେ ଶ୍ରୀ କୃଷ୍ଣ, ପରମ ପୁରୋଶତ୍ତମ , କିନ୍ତୁ ଆମକୁ ଏହା ମଧ୍ୟ ଜାଣିବା ଦରକାର ଯେ ଭଗବାନ ଶ୍ରୀ କୃଷ୍ଣଙ୍କୁ , ସମସ୍ତ ଆଚାର୍ଯ୍ୟ ଗଣଙ୍କ ପୃଷ୍ଟି କରାଯାଇଛି ... ମୋର କହିବା ତାତ୍ପର୍ୟ ଯେ ଏପରି କି ଶଙ୍କରାଚାର୍ୟ , ରାମାନୁଜଚାର୍ୟ , ମାଧବାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ କେତେ ଜଣଙ୍କ | ଭାରତବର୍ଷ ରେ ବହୁତ ପ୍ରାମାଣିକ ପଣ୍ଡିତ ଔ ଆଚାର୍ଯ୍ୟ ଗଣ ଅଛନ୍ତି, ମାନେ ଯେ ବୈଦିକ ଜ୍ଞାନ ର ଵିଦ୍ଵାନ ଆଚାର୍ଯ୍ୟ | ସେ ସମସ୍ତେ, ଶଙ୍କରାଚାର୍ୟ ସହ ଶ୍ରୀକୃଷ୍ଣ ଙ୍କୁ ପରମ ପୁରୋଶତ୍ତମ ଭଗବାନ ସ୍ୱୀକାର କରିଛନ୍ତି | ଭଗବାନ ସ୍ୱୟଂ ସେ କଥା କୁ ସ୍ଥାପନା କରିଛନ୍ତି ଭଗବଦ ଗୀତା ରେ ଯେ ସେ ହିଁ ପରମ ପୁରୋଶତ୍ତମ ଭଗବାନ | ସେ ଏହି ରୂପ ରେ ସ୍ୱୀକାର ପାଇଛନ୍ତି ବ୍ରହ୍ମ ସଂହିତା, ସବୁ ପୁରାଣ , ବିଶେଷତଃ ଭାଗବତ ପୁରାଣ ରେ କୃଷ୍ଣଶ ତୁ ଭଗବାନ ସ୍ୱୟଂ ([[Vanisource:ଶ୍ରୀ.ଭାଗ. 1.3.28|ଶ୍ରୀ.ଭାଗ. 1.3.28]])| ତେଣୁ ଆମେ ଭଗବଦ ଗୀତା କୁ ଭଗବାନ ଯୋଉ ରୂପ ରେ କହିଛନ୍ତି ସେ ରୂପ ରେ ନେବା ଉଚିତ | ଭଗବଦ ଗୀତା ର ଚତୁରତଃ ଅଧ୍ୟାୟ ରେ ଭଗବାନ କହିଛନ୍ତି : ଇମମ ବିବସ୍ତେ ୟୋଗମ ପ୍ରୋକ୍ତବାନ ଅହଂ ଅବ୍ୟୟମ ବୀବସ୍ଵନ ମନବେ ପ୍ରହା ମନୁର ୱିକ୍ସବାକେ ବ୍ରାବିତ (ଭଗ. ଗୀତା 4.1) ଏବଂ ପରମ୍ପରା ପ୍ରାପ୍ତମ ଇମମ ରାଜରସୟୋ ବିଦୁହ ସ କାଲେନ ମହତା ୟୋଗ ନଷ୍ଠ ପରଂତପଃ ([[Vanisource:ଭାଗ. ଗୀତା 4.2|ଭାଗ. ଗୀତା 4.2]]) ସେ ୱେବୟାଂ ମାୟା ତେ ଧ୍ୟ୍ୟା ୟୋଗ ପ୍ରୋକ୍ତହ ପୁରାତନଃ ଭକ୍ତ ସି ମେ ସଖା ଚେତି ରହସ୍ୟମ ୟ ଏତାଦ ଉତ୍ତମମ ([[Vanisource:ଭାଗ. ଗୀତା 4.3|ଭାଗ. ଗୀତା 4.3]]) ବିଚାର ଟା ଏଇଆ ଯେ ... ଭଗବାନ ଅର୍ଜୁନ କୁ କହିଥିଲେ ଏଇ ଯୋଗ, ଯୋଗ ପଦ୍ଧତି ଭଗବଦ ଗୀତା, ସର୍ବ ପ୍ରଥମେ ଦ୍ୱାରା ସୂର୍ଯ୍ୟ ଦେବଙ୍କୁ କୁହାଥିଲା ଆଉ ସୂର୍ଯ୍ୟଦେବ ମନୁଙ୍କୁ କହିଥିଲେ | ମନୁ ଇକ୍ସବାକୁ କୁ କହିଥିଲେ, ଆଉ ଏଇ ପଦ୍ଧତି , ପାରମ୍ପରିକ ରୂପ ରେ, ଗୋଟେ ବକ୍ତା ରୁ ଆଉ ଗୋଟେ ବକ୍ତା ଦ୍ୱାରା ଆସୁଛି , ଏବଂ କାଳ ର ପ୍ରଭାବ ରୁ ଏଇ ପଦ୍ଧତି ନଷ୍ଟ ହେଇ ଯାଇଛି | ତେଣୁ, ମୁଁ ସେଇ ଯୋଗ ପଦ୍ଧତି କୁ ତମକୁ ପୁଣି ଥରେ କହୁଛି, ସେଇ ପୁରୁଣା ଭଗବଦ ଗୀତା ର ଯୋଗ ପଦ୍ଧତି , ଗୀତୋ ଉପନିଷଦ | କାରଣ ତମେ ମୋର ଭକ୍ତ ଓ ସଖା ଅଟ , ତେଣୁ କେବଳ ତମେ ହିଁ ଏଇଆ ବୁଝିବା ପାଇଁ ସକ୍ଷମ |" ଏବେ ଏଇଆର ତାତ୍ପର୍ୟ ଏହା ଯେ ଭଗବଦ ଗୀତା ଗୋଟେ ଏମିତି ଗ୍ରନ୍ଥ ଯେ ବିଶେଷତହ ଭଗବାନଙ୍କ ଭକ୍ତଙ୍କ ପାଇଁ ହେଇଛି | ଆଧିତ୍ୱମିଅବାଦୀ ମାନଙ୍କ ତିନଟି ଶ୍ରେଣୀ ଅଛି,ଜ୍ଞାନୀ, ଯୋଗୀ ତଥା ଭକ୍ତ | ଅଥବା ନିର୍ବିଶେଶବାଦୀ , ବା ଜ୍ଞାନୀ , ବା ଭକ୍ତ | ତା ହେଲେ ଏଠି ସ୍ପଷ୍ଟ ରୂପ ରେ କୁହା ଯାଇଛି | ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି "ମୁଁ କହୁଛି କିମ୍ବା ତମକୁ ପରମ୍ପରା ର ପ୍ରଥମ ପାତ୍ର ବନାଉ ଅଛି |" ଯେହେତୁ ପ୍ରାଚୀନ ପରମ୍ପରା ଏବେ ଲୁପ୍ତ ପାଇ ଯାଇଛି, ତେଣୁ ମୁଁ ଚାଉଁଛି ପୁଣି ନୂଆ ପରମ୍ପରା ସ୍ଥାପିତ କରିବା ପାଇଁ ଯୋଉଟା କି ସେଇ ବିଚାର ଧାରା ରେ ରହିବ , ଯେପରି କି ସୂର୍ଯ୍ୟ ଦେବ ଙ୍କ କୁ ଠୁ ଚାଲି ଆସିଥିଲା | ତା ହେଲେ ତମେ ଗ୍ରହଣ କର, ଓ ଏହାର ବିତରଣ କର | କିମ୍ବା ଏହି ପଦ୍ଧତି, ଭଗବଦ ଗୀତା ର ଯୋଗ ପଦ୍ଧତି ଏବେ ତମ ଦ୍ୱାରା ଵିତରିତ ହେଉ | ତମେ ଭଗବଦ ଗୀତା ର ପ୍ରାମଣିକ ବିଦ୍ୱାନ ବନ | ଏବେ,ଗୋଟେ ନିର୍ଦେଶ ଯେ ଭଗବଦ ଗୀତା ଖାସ କରି ଅର୍ଜୁନଙ୍କ ଉପଦେଶ ଦିଆ ଯାଇଥିଲା , ଭଗବାନଙ୍କ ଭକ୍ତ , ଯିଏ କୃଷ୍ଣଙ୍କ ପ୍ରତ୍ୟକ୍ଷ ଶିଷ୍ୟ | ଏହା କେବଳ ନୁହେଁ, ସେ ଭଗବାନଙ୍କ ପ୍ରିୟ ମିତ୍ର ଭି ଅଟନ୍ତି | ଅତେଏବ ଭଗବଦ ଗୀତା ସେ ବ୍ୟକ୍ତି ଦ୍ୱାରା ବୁଝା ଯାଇପାରିବ ଯା ଭିତରେ କୃଷ୍ଣ ପରି ଗୁଣ ଦେଖିବା ପାଇଁ ମିଳେ | ତା ମାନେ ସେ ନିଶ୍ଚୟ ଗୋଟେ ଭକ୍ତ ହେବା ଦରକାର , ତାକୁ ଭଗବାଙ୍କ ସହ ପ୍ରତ୍ୟକ୍ଷ ରୂପ ରେ ସମ୍ପର୍କ ରହିବା ଦରକାର |
ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ସେ ଭଗବଦ ଗୀତା ପ୍ରତି ଗୋଟି ପୃଷ୍ଠା ରେ ଏହା କହିଛନ୍ତି | କେ ସେଈହଁ ପରମ ପୁରୋଶତ୍ତମ ଭଗବାନ | ବେଳେ ବେଳେ "ଭଗବାନ" ଶବ୍ଦ ଟି କୌଣସି ଶକ୍ତିଶାଳୀ ମଣିଷ କି ଦେବତା ପାଇଁ ଉପଯୁଗ ଯାଏ, ପରନ୍ତୁ ଏଠି ଭଗବାନ ମାନେ ଶ୍ରୀ କୃଷ୍ଣ, ପରମ ପୁରୋଶତ୍ତମ , କିନ୍ତୁ ଆମକୁ ଏହା ମଧ୍ୟ ଜାଣିବା ଦରକାର ଯେ ଭଗବାନ ଶ୍ରୀ କୃଷ୍ଣଙ୍କୁ , ସମସ୍ତ ଆଚାର୍ଯ୍ୟ ଗଣଙ୍କ ପୃଷ୍ଟି କରାଯାଇଛି ... ମୋର କହିବା ତାତ୍ପର୍ୟ ଯେ ଏପରି କି ଶଙ୍କରାଚାର୍ୟ , ରାମାନୁଜଚାର୍ୟ , ମାଧବାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ କେତେ ଜଣଙ୍କ | ଭାରତବର୍ଷ ରେ ବହୁତ ପ୍ରାମାଣିକ ପଣ୍ଡିତ ଔ ଆଚାର୍ଯ୍ୟ ଗଣ ଅଛନ୍ତି, ମାନେ ଯେ ବୈଦିକ ଜ୍ଞାନ ର ଵିଦ୍ଵାନ ଆଚାର୍ଯ୍ୟ | ସେ ସମସ୍ତେ, ଶଙ୍କରାଚାର୍ୟ ସହ ଶ୍ରୀକୃଷ୍ଣ ଙ୍କୁ ପରମ ପୁରୋଶତ୍ତମ ଭଗବାନ ସ୍ୱୀକାର କରିଛନ୍ତି | ଭଗବାନ ସ୍ୱୟଂ ସେ କଥା କୁ ସ୍ଥାପନା କରିଛନ୍ତି ଭଗବଦ ଗୀତା ରେ ଯେ ସେ ହିଁ ପରମ ପୁରୋଶତ୍ତମ ଭଗବାନ | ସେ ଏହି ରୂପ ରେ ସ୍ୱୀକାର ପାଇଛନ୍ତି ବ୍ରହ୍ମ ସଂହିତା, ସବୁ ପୁରାଣ , ବିଶେଷତଃ ଭାଗବତ ପୁରାଣ ରେ କୃଷ୍ଣଶ ତୁ ଭଗବାନ ସ୍ୱୟଂ ([[Vanisource:SB 1.3.28|SB 1.3.28]])| ତେଣୁ ଆମେ ଭଗବଦ ଗୀତା କୁ ଭଗବାନ ଯୋଉ ରୂପ ରେ କହିଛନ୍ତି ସେ ରୂପ ରେ ନେବା ଉଚିତ | ଭଗବଦ ଗୀତା ର ଚତୁରତଃ ଅଧ୍ୟାୟ ରେ ଭଗବାନ କହିଛନ୍ତି :
 
<div class="quote_verse">
:ଇମମ ବିବସ୍ତେ ୟୋଗମ  
:ପ୍ରୋକ୍ତବାନ ଅହଂ ଅବ୍ୟୟମ  
:ବୀବସ୍ଵନ ମନବେ ପ୍ରହା  
:ମନୁର ୱିକ୍ସବାକେ ବ୍ରାବିତ  
:([[Vanisource:BG 4.1 (1972)|BG 4.1]])  
 
:ଏବଂ ପରମ୍ପରା ପ୍ରାପ୍ତମ  
:ଇମମ ରାଜରସୟୋ ବିଦୁହ  
:ସ କାଲେନ ମହତା  
:ୟୋଗ ନଷ୍ଠ ପରଂତପଃ  
:([[Vanisource:BG 4.2 (1972)|BG 4.2]])  
 
:ସେ ୱେବୟାଂ ମାୟା ତେ ଧ୍ୟ୍ୟା  
:ୟୋଗ ପ୍ରୋକ୍ତହ ପୁରାତନଃ  
:ଭକ୍ତ ସି ମେ ସଖା ଚେତି  
:ରହସ୍ୟମ ୟ ଏତାଦ ଉତ୍ତମମ
:([[Vanisource:BG 4.3 (1972)|BG 4.3]])
</div>
 
ବିଚାର ଟା ଏଇଆ ଯେ ... ଭଗବାନ ଅର୍ଜୁନ କୁ କହିଥିଲେ ଏଇ ଯୋଗ, ଯୋଗ ପଦ୍ଧତି ଭଗବଦ ଗୀତା, ସର୍ବ ପ୍ରଥମେ ଦ୍ୱାରା ସୂର୍ଯ୍ୟ ଦେବଙ୍କୁ କୁହାଥିଲା ଆଉ ସୂର୍ଯ୍ୟଦେବ ମନୁଙ୍କୁ କହିଥିଲେ | ମନୁ ଇକ୍ସବାକୁ କୁ କହିଥିଲେ, ଆଉ ଏଇ ପଦ୍ଧତି , ପାରମ୍ପରିକ ରୂପ ରେ, ଗୋଟେ ବକ୍ତା ରୁ ଆଉ ଗୋଟେ ବକ୍ତା ଦ୍ୱାରା ଆସୁଛି , ଏବଂ କାଳର ପ୍ରଭାବ ରୁ ଏଇ ପଦ୍ଧତି ନଷ୍ଟ ହେଇ ଯାଇଛି | ତେଣୁ, ମୁଁ ସେଇ ଯୋଗ ପଦ୍ଧତି କୁ ତମକୁ ପୁଣି ଥରେ କହୁଛି, ସେଇ ପୁରୁଣା ଭଗବଦ ଗୀତା ର ଯୋଗ ପଦ୍ଧତି, ଗୀତୋ ଉପନିଷଦ | କାରଣ ତମେ ମୋର ଭକ୍ତ ଓ ସଖା ଅଟ, ତେଣୁ କେବଳ ତମେ ହିଁ ଏଇଆ ବୁଝିବା ପାଇଁ ସକ୍ଷମ |" ଏବେ ଏଇଆର ତାତ୍ପର୍ୟ ଏହା ଯେ ଭଗବଦ ଗୀତା ଗୋଟେ ଏମିତି ଗ୍ରନ୍ଥ ଯେ ବିଶେଷତହ ଭଗବାନଙ୍କ ଭକ୍ତଙ୍କ ପାଇଁ ହେଇଛି | ଆଧିତ୍ୱମିଅବାଦୀ ମାନଙ୍କ ତିନଟି ଶ୍ରେଣୀ ଅଛି,ଜ୍ଞାନୀ, ଯୋଗୀ ତଥା ଭକ୍ତ | ଅଥବା ନିର୍ବିଶେଶବାଦୀ , ବା ଜ୍ଞାନୀ , ବା ଭକ୍ତ | ତା ହେଲେ ଏଠି ସ୍ପଷ୍ଟ ରୂପ ରେ କୁହା ଯାଇଛି | ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି "ମୁଁ କହୁଛି କିମ୍ବା ତମକୁ ପରମ୍ପରା ର ପ୍ରଥମ ପାତ୍ର ବନାଉ ଅଛି |" ଯେହେତୁ ପ୍ରାଚୀନ ପରମ୍ପରା ଏବେ ଲୁପ୍ତ ପାଇ ଯାଇଛି, ତେଣୁ ମୁଁ ଚାଉଁଛି ପୁଣି ନୂଆ ପରମ୍ପରା ସ୍ଥାପିତ କରିବା ପାଇଁ ଯୋଉଟା କି ସେଇ ବିଚାର ଧାରା ରେ ରହିବ, ଯେପରି କି ସୂର୍ଯ୍ୟ ଦେବଙ୍କଠୁ ଚାଲି ଆସିଥିଲା | ତା ହେଲେ ତମେ ଗ୍ରହଣ କର, ଓ ଏହାର ବିତରଣ କର | କିମ୍ବା ଏହି ପଦ୍ଧତି, ଭଗବଦ ଗୀତାର ଯୋଗ ପଦ୍ଧତି ଏବେ ତମ ଦ୍ୱାରା ଵିତରିତ ହେଉ | ତମେ ଭଗବଦ ଗୀତା ର ପ୍ରାମଣିକ ବିଦ୍ୱାନ ବନ | ଏବେ,ଗୋଟେ ନିର୍ଦେଶ ଯେ ଭଗବଦ ଗୀତା ଖାସ କରି ଅର୍ଜୁନଙ୍କ ଉପଦେଶ ଦିଆ ଯାଇଥିଲା, ଭଗବାନଙ୍କ ଭକ୍ତ, ଯିଏ କୃଷ୍ଣଙ୍କ ପ୍ରତ୍ୟକ୍ଷ ଶିଷ୍ୟ | ଏହା କେବଳ ନୁହେଁ, ସେ ଭଗବାନଙ୍କ ପ୍ରିୟ ମିତ୍ର ଭି ଅଟନ୍ତି | ଅତେଏବ ଭଗବଦ ଗୀତା ସେ ବ୍ୟକ୍ତି ଦ୍ୱାରା ବୁଝା ଯାଇପାରିବ ଯା ଭିତରେ କୃଷ୍ଣ ପରି ଗୁଣ ଦେଖିବା ପାଇଁ ମିଳେ | ତା ମାନେ ସେ ନିଶ୍ଚୟ ଗୋଟେ ଭକ୍ତ ହେବା ଦରକାର, ତାକୁ ଭଗବାଙ୍କ ସହ ପ୍ରତ୍ୟକ୍ଷ ରୂପ ରେ ସମ୍ପର୍କ ରହିବା ଦରକାର |
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 16:06, 17 October 2018



660219-20 - Lecture BG Introduction - New York

ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ସେ ଭଗବଦ ଗୀତା ପ୍ରତି ଗୋଟି ପୃଷ୍ଠା ରେ ଏହା କହିଛନ୍ତି | କେ ସେଈହଁ ପରମ ପୁରୋଶତ୍ତମ ଭଗବାନ | ବେଳେ ବେଳେ "ଭଗବାନ" ଶବ୍ଦ ଟି କୌଣସି ଶକ୍ତିଶାଳୀ ମଣିଷ କି ଦେବତା ପାଇଁ ଉପଯୁଗ ଯାଏ, ପରନ୍ତୁ ଏଠି ଭଗବାନ ମାନେ ଶ୍ରୀ କୃଷ୍ଣ, ପରମ ପୁରୋଶତ୍ତମ , କିନ୍ତୁ ଆମକୁ ଏହା ମଧ୍ୟ ଜାଣିବା ଦରକାର ଯେ ଭଗବାନ ଶ୍ରୀ କୃଷ୍ଣଙ୍କୁ , ସମସ୍ତ ଆଚାର୍ଯ୍ୟ ଗଣଙ୍କ ପୃଷ୍ଟି କରାଯାଇଛି ... ମୋର କହିବା ତାତ୍ପର୍ୟ ଯେ ଏପରି କି ଶଙ୍କରାଚାର୍ୟ , ରାମାନୁଜଚାର୍ୟ , ମାଧବାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ କେତେ ଜଣଙ୍କ | ଭାରତବର୍ଷ ରେ ବହୁତ ପ୍ରାମାଣିକ ପଣ୍ଡିତ ଔ ଆଚାର୍ଯ୍ୟ ଗଣ ଅଛନ୍ତି, ମାନେ ଯେ ବୈଦିକ ଜ୍ଞାନ ର ଵିଦ୍ଵାନ ଆଚାର୍ଯ୍ୟ | ସେ ସମସ୍ତେ, ଶଙ୍କରାଚାର୍ୟ ସହ ଶ୍ରୀକୃଷ୍ଣ ଙ୍କୁ ପରମ ପୁରୋଶତ୍ତମ ଭଗବାନ ସ୍ୱୀକାର କରିଛନ୍ତି | ଭଗବାନ ସ୍ୱୟଂ ସେ କଥା କୁ ସ୍ଥାପନା କରିଛନ୍ତି ଭଗବଦ ଗୀତା ରେ ଯେ ସେ ହିଁ ପରମ ପୁରୋଶତ୍ତମ ଭଗବାନ | ସେ ଏହି ରୂପ ରେ ସ୍ୱୀକାର ପାଇଛନ୍ତି ବ୍ରହ୍ମ ସଂହିତା, ସବୁ ପୁରାଣ , ବିଶେଷତଃ ଭାଗବତ ପୁରାଣ ରେ କୃଷ୍ଣଶ ତୁ ଭଗବାନ ସ୍ୱୟଂ (SB 1.3.28)| ତେଣୁ ଆମେ ଭଗବଦ ଗୀତା କୁ ଭଗବାନ ଯୋଉ ରୂପ ରେ କହିଛନ୍ତି ସେ ରୂପ ରେ ନେବା ଉଚିତ | ଭଗବଦ ଗୀତା ର ଚତୁରତଃ ଅଧ୍ୟାୟ ରେ ଭଗବାନ କହିଛନ୍ତି :

ଇମମ ବିବସ୍ତେ ୟୋଗମ
ପ୍ରୋକ୍ତବାନ ଅହଂ ଅବ୍ୟୟମ
ବୀବସ୍ଵନ ମନବେ ପ୍ରହା
ମନୁର ୱିକ୍ସବାକେ ବ୍ରାବିତ
(BG 4.1)
ଏବଂ ପରମ୍ପରା ପ୍ରାପ୍ତମ
ଇମମ ରାଜରସୟୋ ବିଦୁହ
ସ କାଲେନ ମହତା
ୟୋଗ ନଷ୍ଠ ପରଂତପଃ
(BG 4.2)
ସେ ୱେବୟାଂ ମାୟା ତେ ଧ୍ୟ୍ୟା
ୟୋଗ ପ୍ରୋକ୍ତହ ପୁରାତନଃ
ଭକ୍ତ ସି ମେ ସଖା ଚେତି
ରହସ୍ୟମ ୟ ଏତାଦ ଉତ୍ତମମ
(BG 4.3)

ବିଚାର ଟା ଏଇଆ ଯେ ... ଭଗବାନ ଅର୍ଜୁନ କୁ କହିଥିଲେ ଏଇ ଯୋଗ, ଯୋଗ ପଦ୍ଧତି ଭଗବଦ ଗୀତା, ସର୍ବ ପ୍ରଥମେ ଦ୍ୱାରା ସୂର୍ଯ୍ୟ ଦେବଙ୍କୁ କୁହାଥିଲା ଆଉ ସୂର୍ଯ୍ୟଦେବ ମନୁଙ୍କୁ କହିଥିଲେ | ମନୁ ଇକ୍ସବାକୁ କୁ କହିଥିଲେ, ଆଉ ଏଇ ପଦ୍ଧତି , ପାରମ୍ପରିକ ରୂପ ରେ, ଗୋଟେ ବକ୍ତା ରୁ ଆଉ ଗୋଟେ ବକ୍ତା ଦ୍ୱାରା ଆସୁଛି , ଏବଂ କାଳର ପ୍ରଭାବ ରୁ ଏଇ ପଦ୍ଧତି ନଷ୍ଟ ହେଇ ଯାଇଛି | ତେଣୁ, ମୁଁ ସେଇ ଯୋଗ ପଦ୍ଧତି କୁ ତମକୁ ପୁଣି ଥରେ କହୁଛି, ସେଇ ପୁରୁଣା ଭଗବଦ ଗୀତା ର ଯୋଗ ପଦ୍ଧତି, ଗୀତୋ ଉପନିଷଦ | କାରଣ ତମେ ମୋର ଭକ୍ତ ଓ ସଖା ଅଟ, ତେଣୁ କେବଳ ତମେ ହିଁ ଏଇଆ ବୁଝିବା ପାଇଁ ସକ୍ଷମ |" ଏବେ ଏଇଆର ତାତ୍ପର୍ୟ ଏହା ଯେ ଭଗବଦ ଗୀତା ଗୋଟେ ଏମିତି ଗ୍ରନ୍ଥ ଯେ ବିଶେଷତହ ଭଗବାନଙ୍କ ଭକ୍ତଙ୍କ ପାଇଁ ହେଇଛି | ଆଧିତ୍ୱମିଅବାଦୀ ମାନଙ୍କ ତିନଟି ଶ୍ରେଣୀ ଅଛି,ଜ୍ଞାନୀ, ଯୋଗୀ ତଥା ଭକ୍ତ | ଅଥବା ନିର୍ବିଶେଶବାଦୀ , ବା ଜ୍ଞାନୀ , ବା ଭକ୍ତ | ତା ହେଲେ ଏଠି ସ୍ପଷ୍ଟ ରୂପ ରେ କୁହା ଯାଇଛି | ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି "ମୁଁ କହୁଛି କିମ୍ବା ତମକୁ ପରମ୍ପରା ର ପ୍ରଥମ ପାତ୍ର ବନାଉ ଅଛି |" ଯେହେତୁ ପ୍ରାଚୀନ ପରମ୍ପରା ଏବେ ଲୁପ୍ତ ପାଇ ଯାଇଛି, ତେଣୁ ମୁଁ ଚାଉଁଛି ପୁଣି ନୂଆ ପରମ୍ପରା ସ୍ଥାପିତ କରିବା ପାଇଁ ଯୋଉଟା କି ସେଇ ବିଚାର ଧାରା ରେ ରହିବ, ଯେପରି କି ସୂର୍ଯ୍ୟ ଦେବଙ୍କଠୁ ଚାଲି ଆସିଥିଲା | ତା ହେଲେ ତମେ ଗ୍ରହଣ କର, ଓ ଏହାର ବିତରଣ କର | କିମ୍ବା ଏହି ପଦ୍ଧତି, ଭଗବଦ ଗୀତାର ଯୋଗ ପଦ୍ଧତି ଏବେ ତମ ଦ୍ୱାରା ଵିତରିତ ହେଉ | ତମେ ଭଗବଦ ଗୀତା ର ପ୍ରାମଣିକ ବିଦ୍ୱାନ ବନ | ଏବେ,ଗୋଟେ ନିର୍ଦେଶ ଯେ ଭଗବଦ ଗୀତା ଖାସ କରି ଅର୍ଜୁନଙ୍କ ଉପଦେଶ ଦିଆ ଯାଇଥିଲା, ଭଗବାନଙ୍କ ଭକ୍ତ, ଯିଏ କୃଷ୍ଣଙ୍କ ପ୍ରତ୍ୟକ୍ଷ ଶିଷ୍ୟ | ଏହା କେବଳ ନୁହେଁ, ସେ ଭଗବାନଙ୍କ ପ୍ରିୟ ମିତ୍ର ଭି ଅଟନ୍ତି | ଅତେଏବ ଭଗବଦ ଗୀତା ସେ ବ୍ୟକ୍ତି ଦ୍ୱାରା ବୁଝା ଯାଇପାରିବ ଯା ଭିତରେ କୃଷ୍ଣ ପରି ଗୁଣ ଦେଖିବା ପାଇଁ ମିଳେ | ତା ମାନେ ସେ ନିଶ୍ଚୟ ଗୋଟେ ଭକ୍ତ ହେବା ଦରକାର, ତାକୁ ଭଗବାଙ୍କ ସହ ପ୍ରତ୍ୟକ୍ଷ ରୂପ ରେ ସମ୍ପର୍କ ରହିବା ଦରକାର |