OR/Prabhupada 1058 - ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ

Revision as of 10:26, 6 January 2017 by Zoran (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1058 - in all Languages Category:OR-Quotes - 1966 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

660219-20 - Lecture BG Introduction - New York

ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ | ସେ ଭଗବଦ ଗୀତା ପ୍ରତି ଗୋଟି ପୃଷ୍ଠା ରେ ଏହା କହିଛନ୍ତି | କେ ସେଈହଁ ପରମ ପୁରୋଶତ୍ତମ ଭଗବାନ | ବେଳେ ବେଳେ ଭଗବାନ" ଶବ୍ଦ ଟି କୌଣସି ଶକ୍ତିଶାଳୀ ମଣିଷ କି ଦେବତା ପାଇଁ ଉପଯୁଗ ଯାଏ, ପରନ୍ତୁ ଏଠି ଭଗବାନ ମାନେ ଶ୍ରୀ କୃଷ୍ଣ, ପରମ ପୁରୋଶତ୍ତମ , କିନ୍ତୁ ଆମକୁ ଏହା ମଧ୍ୟ ଜାଣିବା ଦରକାର ଯେ ଭଗବାନ ଶ୍ରୀ କୃଷ୍ଣଙ୍କୁ , ସମସ୍ତ ଆଚାର୍ଯ୍ୟ ଗଣଙ୍କ ପୃଷ୍ଟି କରାଯାଇଛି ... ମୋର କହିବା ତାତ୍ପର୍ୟ ଯେ ଏପରି କି ଶଙ୍କରାଚାର୍ୟ , ରାମାନୁଜଚାର୍ୟ , ମାଧବାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ କେତେ ଜଣଙ୍କ | ଭାରତବର୍ଷ ରେ ବହୁତ ପ୍ରାମାଣିକ ପଣ୍ଡିତ ଔ ଆଚାର୍ଯ୍ୟ ଗଣ ଅଛନ୍ତି, ମାନେ ଯେ ବୈଦିକ ଜ୍ଞାନ ର ଵିଦ୍ଵାନ ଆଚାର୍ଯ୍ୟ | ସେ ସମସ୍ତେ, ଶଙ୍କରାଚାର୍ୟ ସହ ଶ୍ରୀକୃଷ୍ଣ ଙ୍କୁ ପରମ ପୁରୋଶତ୍ତମ ଭଗବାନ ସ୍ୱୀକାର କରିଛନ୍ତି | ଭଗବାନ ସ୍ୱୟଂ ସେ କଥା କୁ ସ୍ଥାପନା କରିଛନ୍ତି ଭଗବଦ ଗୀତା ରେ ଯେ ସେ ହିଁ ପରମ ପୁରୋଶତ୍ତମ ଭଗବାନ | ସେ ଏହି ରୂପ ରେ ସ୍ୱୀକାର ପାଇଛନ୍ତି ବ୍ରହ୍ମ ସଂହିତା, ସବୁ ପୁରାଣ , ବିଶେଷତଃ ଭାଗବତ ପୁରାଣ ରେ କୃଷ୍ଣଶ ତୁ ଭଗବାନ ସ୍ୱୟଂ (ଶ୍ରୀ.ଭାଗ. 1.3.28)| ତେଣୁ ଆମେ ଭଗବଦ ଗୀତା କୁ ଭଗବାନ ଯୋଉ ରୂପ ରେ କହିଛନ୍ତି ସେ ରୂପ ରେ ନେବା ଉଚିତ | ଭଗବଦ ଗୀତା ର ଚତୁରତଃ ଅଧ୍ୟାୟ ରେ ଭଗବାନ କହିଛନ୍ତି : ଇମମ ବିବସ୍ତେ ୟୋଗମ ପ୍ରୋକ୍ତବାନ ଅହଂ ଅବ୍ୟୟମ ବୀବସ୍ଵନ ମନବେ ପ୍ରହା ମନୁର ୱିକ୍ସବାକେ ବ୍ରାବିତ (ଭଗ. ଗୀତା 4.1) ଏବଂ ପରମ୍ପରା ପ୍ରାପ୍ତମ ଇମମ ରାଜରସୟୋ ବିଦୁହ ସ କାଲେନ ମହତା ୟୋଗ ନଷ୍ଠ ପରଂତପଃ (ଭାଗ. ଗୀତା 4.2) ସେ ୱେବୟାଂ ମାୟା ତେ ଧ୍ୟ୍ୟା ୟୋଗ ପ୍ରୋକ୍ତହ ପୁରାତନଃ ଭକ୍ତ ସି ମେ ସଖା ଚେତି ରହସ୍ୟମ ୟ ଏତାଦ ଉତ୍ତମମ (ଭାଗ. ଗୀତା 4.3) ବିଚାର ଟା ଏଇଆ ଯେ ... ଭଗବାନ ଅର୍ଜୁନ କୁ କହିଥିଲେ ଏଇ ଯୋଗ, ଯୋଗ ପଦ୍ଧତି ଭଗବଦ ଗୀତା, ସର୍ବ ପ୍ରଥମେ ଦ୍ୱାରା ସୂର୍ଯ୍ୟ ଦେବଙ୍କୁ କୁହାଥିଲା ଆଉ ସୂର୍ଯ୍ୟଦେବ ମନୁଙ୍କୁ କହିଥିଲେ | ମନୁ ଇକ୍ସବାକୁ କୁ କହିଥିଲେ, ଆଉ ଏଇ ପଦ୍ଧତି , ପାରମ୍ପରିକ ରୂପ ରେ, ଗୋଟେ ବକ୍ତା ରୁ ଆଉ ଗୋଟେ ବକ୍ତା ଦ୍ୱାରା ଆସୁଛି , ଏବଂ କାଳ ର ପ୍ରଭାବ ରୁ ଏଇ ପଦ୍ଧତି ନଷ୍ଟ ହେଇ ଯାଇଛି | ତେଣୁ, ମୁଁ ସେଇ ଯୋଗ ପଦ୍ଧତି କୁ ତମକୁ ପୁଣି ଥରେ କହୁଛି, ସେଇ ପୁରୁଣା ଭଗବଦ ଗୀତା ର ଯୋଗ ପଦ୍ଧତି , ଗୀତୋ ଉପନିଷଦ | କାରଣ ତମେ ମୋର ଭକ୍ତ ଓ ସଖା ଅଟ , ତେଣୁ କେବଳ ତମେ ହିଁ ଏଇଆ ବୁଝିବା ପାଇଁ ସକ୍ଷମ |" ଏବେ ଏଇଆର ତାତ୍ପର୍ୟ ଏହା ଯେ ଭଗବଦ ଗୀତା ଗୋଟେ ଏମିତି ଗ୍ରନ୍ଥ ଯେ ବିଶେଷତହ ଭଗବାନଙ୍କ ଭକ୍ତଙ୍କ ପାଇଁ ହେଇଛି | ଆଧିତ୍ୱମିଅବାଦୀ ମାନଙ୍କ ତିନଟି ଶ୍ରେଣୀ ଅଛି,ଜ୍ଞାନୀ, ଯୋଗୀ ତଥା ଭକ୍ତ | ଅଥବା ନିର୍ବିଶେଶବାଦୀ , ବା ଜ୍ଞାନୀ , ବା ଭକ୍ତ | ତା ହେଲେ ଏଠି ସ୍ପଷ୍ଟ ରୂପ ରେ କୁହା ଯାଇଛି | ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି "ମୁଁ କହୁଛି କିମ୍ବା ତମକୁ ପରମ୍ପରା ର ପ୍ରଥମ ପାତ୍ର ବନାଉ ଅଛି |" ଯେହେତୁ ପ୍ରାଚୀନ ପରମ୍ପରା ଏବେ ଲୁପ୍ତ ପାଇ ଯାଇଛି, ତେଣୁ ମୁଁ ଚାଉଁଛି ପୁଣି ନୂଆ ପରମ୍ପରା ସ୍ଥାପିତ କରିବା ପାଇଁ ଯୋଉଟା କି ସେଇ ବିଚାର ଧାରା ରେ ରହିବ , ଯେପରି କି ସୂର୍ଯ୍ୟ ଦେବ ଙ୍କ କୁ ଠୁ ଚାଲି ଆସିଥିଲା | ତା ହେଲେ ତମେ ଗ୍ରହଣ କର, ଓ ଏହାର ବିତରଣ କର | କିମ୍ବା ଏହି ପଦ୍ଧତି, ଭଗବଦ ଗୀତା ର ଯୋଗ ପଦ୍ଧତି ଏବେ ତମ ଦ୍ୱାରା ଵିତରିତ ହେଉ | ତମେ ଭଗବଦ ଗୀତା ର ପ୍ରାମଣିକ ବିଦ୍ୱାନ ବନ | ଏବେ,ଗୋଟେ ନିର୍ଦେଶ ଯେ ଭଗବଦ ଗୀତା ଖାସ କରି ଅର୍ଜୁନଙ୍କ ଉପଦେଶ ଦିଆ ଯାଇଥିଲା , ଭଗବାନଙ୍କ ଭକ୍ତ , ଯିଏ କୃଷ୍ଣଙ୍କ ପ୍ରତ୍ୟକ୍ଷ ଶିଷ୍ୟ | ଏହା କେବଳ ନୁହେଁ, ସେ ଭଗବାନଙ୍କ ପ୍ରିୟ ମିତ୍ର ଭି ଅଟନ୍ତି | ଅତେଏବ ଭଗବଦ ଗୀତା ସେ ବ୍ୟକ୍ତି ଦ୍ୱାରା ବୁଝା ଯାଇପାରିବ ଯା ଭିତରେ କୃଷ୍ଣ ପରି ଗୁଣ ଦେଖିବା ପାଇଁ ମିଳେ | ତା ମାନେ ସେ ନିଶ୍ଚୟ ଗୋଟେ ଭକ୍ତ ହେବା ଦରକାର , ତାକୁ ଭଗବାଙ୍କ ସହ ପ୍ରତ୍ୟକ୍ଷ ରୂପ ରେ ସମ୍ପର୍କ ରହିବା ଦରକାର |