OR/Prabhupada 1073 - ଯେତେ ପର୍ଯ୍ୟନ୍ତ ଆମେ ଏହି ଭୈାତିକ ଜଗତ ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତିକୁ ତ୍ୟାଗ ନ କରିଛୁ: Difference between revisions
(Vanibot #0023: VideoLocalizer - changed YouTube player to show hard-coded subtitles version)
Line 10: Line 10:
[[Category:Oriya Language]]
[[Category:Oriya Language]]
{{1080 videos navigation - All Languages|Oriya|OR/Prabhupada 1072 - ଏହି ଭୋୖତିକ ଜଗତକୁ ଛାଡିବା ଏବଂ ଆମେ ଆମର ଶାଶ୍ଵତ ଜୀବନ ନିତ୍ୟ ଚିନ୍ମୟ ଧାମରେ ପାଇବା|1072|OR/Prabhupada 1074 - ଆମେ ଏହି ଭୈାତିକ ଜଗତରେ ଯେଉଁ ସବୁ ଦୁଃଖ ଅନୁଭବ କରୁ -ତାହାର କାରଣ ହେଉଛି ଏହି ଶରୀର|1074}}
{{1080 videos navigation - All Languages|Oriya|OR/Prabhupada 1072 - ଏହି ଭୋୖତିକ ଜଗତକୁ ଛାଡିବା ଏବଂ ଆମେ ଆମର ଶାଶ୍ଵତ ଜୀବନ ନିତ୍ୟ ଚିନ୍ମୟ ଧାମରେ ପାଇବା|1072|OR/Prabhupada 1074 - ଆମେ ଏହି ଭୈାତିକ ଜଗତରେ ଯେଉଁ ସବୁ ଦୁଃଖ ଅନୁଭବ କରୁ -ତାହାର କାରଣ ହେଉଛି ଏହି ଶରୀର|1074}}
Line 21: Line 21:
{{youtube_right|h6PY9S27t8c|ଯେତେ ପର୍ଯ୍ୟନ୍ତ ଆମେ ଏହି ଭୈାତିକ ଜଗତ ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତିକୁ ତ୍ୟାଗ ନ କରିଛୁ
- Prabhupāda 1073}}
{{youtube_right|akYbm3OGIcI|ଯେତେ ପର୍ଯ୍ୟନ୍ତ ଆମେ ଏହି ଭୈାତିକ ଜଗତ ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତିକୁ ତ୍ୟାଗ ନ କରିଛୁ
- Prabhupāda 1073}}
Line 40: Line 40:
:ଛନ୍ଦାଂସି ଯସ୍ୟ ପର୍ଣ୍ଣାନି
:ଛନ୍ଦାଂସି ଯସ୍ୟ ପର୍ଣ୍ଣାନି
:ଯସ୍ତଂ ବେଦ ସ ବେଦବିତ୍
:ଯସ୍ତଂ ବେଦ ସ ବେଦବିତ୍
:([[Vanisource:BG 15.1|BG 15.1]])
:([[Vanisource:BG 15.1 (1972)|BG 15.1]])
Line 50: Line 50:
:ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ
:ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ
:ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍
:ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍
:([[Vanisource:BG 15.5|BG 15.5]])
:([[Vanisource:BG 15.5 (1972)|BG 15.5]])
ସେ ପଦମ୍ ଅବ୍ୟୟମ୍, ଅର୍ଥାତ୍ ଯେ ନିର୍ମାନ ମୋହା ଥିବ ସେ ଭଗବାନଙ୍କ ପରମ ଧାମକୁ, ପହଞ୍ଚି ପାରିବ । ନିର୍ମାନ ମୋହା । ନିର୍ମାନ ଅର୍ଥାତ୍ ଆମେମାନେ ଉପାଧିମାନଙ୍କ ପଛରେ । କୃତ୍ରିମରୂପରେ ଆମେମାନେ କିଛି ଉପାଧି ଚାହୁଁ । କେହି ମହାଶୟ ହେବାକୁ ଚାହେଁ, କେହି ଭଗବାନ ହେବାକୁ ଚାହେଁ, କେହି ରାଷ୍ଟ୍ରପତି ହେବାକୁ ଚାହେଁ, କେହି ଧନୀଲୋକ ହେବାକୁ ଚାହେଁ, କିମ୍ଵା କେହି ଆଉ କିଛି ହେବାକୁ ଚାହେଁ, ରାଜା । ଏହି ସମସ୍ତ ଉପାଧିଗୁଡିକ, ଯେ ପର୍ଯ୍ୟନ୍ତ ଆମେମାନେ ଏହି ସମସ୍ତ ଉପାଧିଗୁଡିକ ପ୍ରତି ଅସକ୍ତ ଅଛୁ.... କାରଣ ଏହି ସମସ୍ତ ଉପାଧିଗୁଡିକ ଶରୀର ସହିତ ସମ୍ଵନ୍ଧିତ, ଏବଂ ଆମେମାନେ ଏହି ଶରୀର ନୋହୁଁ । ଏହା ଭଗବତ୍ ଅନୁଭୁତିର ପ୍ରାଥମିକ ସ୍ତର । ତେଣୁ କେହି ଉପାଧିପ୍ରତି ଆକର୍ଷିତ  ନୁହଁନ୍ତି । ଏବଂ ଜିତସଙ୍ଗଦୋଷା,ସଙ୍ଗଦୋଷା । ବର୍ତ୍ତମାନ ଆମେମାନେ ଭୂତପ୍ରକୃତିର ତ୍ରିଗୁଣରେ ବନ୍ଧା, ଏବଂ ଯଦି ଆମେମାନେ ଭଗବାନଙ୍କ ଭକ୍ତି ସେବା ଦ୍ଵାରା ଭୂତପ୍ରକୃତିରୁ ଦୂର ହେଇପାରିବା..... ଯେପର୍ଯ୍ୟନ୍ତ ଆମେମାନେ ଭଗବାନଙ୍କର ଭକ୍ତିସେବା ପ୍ରତି ଆସକ୍ତ ନ ହେବା, ଆମେମାନେ ଭୂତପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇପାରିବା ନାହିଁ । ତେଣୁ ଭଗବାନ କହିଛନ୍ତି, ବିନିବୃତ୍ତକାମାଃ, ଏହି ଉପାଧିଗୁଡିକ କିମ୍ଵା ଆସକ୍ତି ଆମର କାମ, ଇଛା ଯୋଗୁଁ ହୁଏ । ଆମେମାନେ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହୁଁ । ତେଣୁ ଆମେମାନେ ଯେପର୍ଯ୍ୟନ୍ତ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତ୍ତି ପରିହାର ନ କରିବା, ସେପର୍ଯ୍ୟନ୍ତ ପରମଧାମକୁ ଫେରିଯିବାର ସମ୍ଭାବନା ନାହିଁ, ସେହି ସନାତନ ଧାମ । ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ([[Vanisource:BG 15.5|BG 15.5]]) । ସେହି ସନାତନ ଧାମ, ଯାହା ଏହି ଭୈାତିକ ଜଗତ ପରି ଧ୍ଵସଂନୀୟ ନୁହେଁ, ଅମୂଢ଼ାଃ ହୋଇ ପହଞ୍ଚି ପାରିବେ । ଅମୂଢ଼ାଃ ଅର୍ଥାତ୍ ଯିଏ ଦ୍ଵନ୍ଦରୁ ମୁକ୍ତ, ଯିଏ ନକଲି ସୁଖର ଆକର୍ଷଣରୁ ଦ୍ଵନ୍ଦମୁକ୍ତ । ଏବଂ ଯିଏ ଭଗବାନଙ୍କର ସର୍ବୋଚ୍ଚ ସେବାରେ ଲିପ୍ତ, ସେ ହିଁ ଶାଶ୍ଵତଧାମରେ ପହଞ୍ଚିବା ପାଇଁ ଉପଯୁକ୍ତ ବ୍ୟକ୍ତି । ଏବଂ ସେହି ଶାଶ୍ଵତଧାମରେ କୈାଣସି ସୂର୍ଯ୍ୟ, କୈାଣସି ଚନ୍ଦ୍ର, ବା କୈାଣସି ବିଦ୍ୟୁତ୍ ର ଆବଶ୍ୟକତା ନାହିଁ । ଶାଶ୍ଵତଧାମ ପହଞ୍ଚିବାର ଏହା ଏକ ସଂକ୍ଷିପ୍ତ ବିବରଣୀ ।
ସେ ପଦମ୍ ଅବ୍ୟୟମ୍, ଅର୍ଥାତ୍ ଯେ ନିର୍ମାନ ମୋହା ଥିବ ସେ ଭଗବାନଙ୍କ ପରମ ଧାମକୁ, ପହଞ୍ଚି ପାରିବ । ନିର୍ମାନ ମୋହା । ନିର୍ମାନ ଅର୍ଥାତ୍ ଆମେମାନେ ଉପାଧିମାନଙ୍କ ପଛରେ । କୃତ୍ରିମରୂପରେ ଆମେମାନେ କିଛି ଉପାଧି ଚାହୁଁ । କେହି ମହାଶୟ ହେବାକୁ ଚାହେଁ, କେହି ଭଗବାନ ହେବାକୁ ଚାହେଁ, କେହି ରାଷ୍ଟ୍ରପତି ହେବାକୁ ଚାହେଁ, କେହି ଧନୀଲୋକ ହେବାକୁ ଚାହେଁ, କିମ୍ଵା କେହି ଆଉ କିଛି ହେବାକୁ ଚାହେଁ, ରାଜା । ଏହି ସମସ୍ତ ଉପାଧିଗୁଡିକ, ଯେ ପର୍ଯ୍ୟନ୍ତ ଆମେମାନେ ଏହି ସମସ୍ତ ଉପାଧିଗୁଡିକ ପ୍ରତି ଅସକ୍ତ ଅଛୁ.... କାରଣ ଏହି ସମସ୍ତ ଉପାଧିଗୁଡିକ ଶରୀର ସହିତ ସମ୍ଵନ୍ଧିତ, ଏବଂ ଆମେମାନେ ଏହି ଶରୀର ନୋହୁଁ । ଏହା ଭଗବତ୍ ଅନୁଭୁତିର ପ୍ରାଥମିକ ସ୍ତର । ତେଣୁ କେହି ଉପାଧିପ୍ରତି ଆକର୍ଷିତ  ନୁହଁନ୍ତି । ଏବଂ ଜିତସଙ୍ଗଦୋଷା,ସଙ୍ଗଦୋଷା । ବର୍ତ୍ତମାନ ଆମେମାନେ ଭୂତପ୍ରକୃତିର ତ୍ରିଗୁଣରେ ବନ୍ଧା, ଏବଂ ଯଦି ଆମେମାନେ ଭଗବାନଙ୍କ ଭକ୍ତି ସେବା ଦ୍ଵାରା ଭୂତପ୍ରକୃତିରୁ ଦୂର ହେଇପାରିବା..... ଯେପର୍ଯ୍ୟନ୍ତ ଆମେମାନେ ଭଗବାନଙ୍କର ଭକ୍ତିସେବା ପ୍ରତି ଆସକ୍ତ ନ ହେବା, ଆମେମାନେ ଭୂତପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇପାରିବା ନାହିଁ । ତେଣୁ ଭଗବାନ କହିଛନ୍ତି, ବିନିବୃତ୍ତକାମାଃ, ଏହି ଉପାଧିଗୁଡିକ କିମ୍ଵା ଆସକ୍ତି ଆମର କାମ, ଇଛା ଯୋଗୁଁ ହୁଏ । ଆମେମାନେ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହୁଁ । ତେଣୁ ଆମେମାନେ ଯେପର୍ଯ୍ୟନ୍ତ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତ୍ତି ପରିହାର ନ କରିବା, ସେପର୍ଯ୍ୟନ୍ତ ପରମଧାମକୁ ଫେରିଯିବାର ସମ୍ଭାବନା ନାହିଁ, ସେହି ସନାତନ ଧାମ । ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ([[Vanisource:BG 15.5 (1972)|BG 15.5]]) । ସେହି ସନାତନ ଧାମ, ଯାହା ଏହି ଭୈାତିକ ଜଗତ ପରି ଧ୍ଵସଂନୀୟ ନୁହେଁ, ଅମୂଢ଼ାଃ ହୋଇ ପହଞ୍ଚି ପାରିବେ । ଅମୂଢ଼ାଃ ଅର୍ଥାତ୍ ଯିଏ ଦ୍ଵନ୍ଦରୁ ମୁକ୍ତ, ଯିଏ ନକଲି ସୁଖର ଆକର୍ଷଣରୁ ଦ୍ଵନ୍ଦମୁକ୍ତ । ଏବଂ ଯିଏ ଭଗବାନଙ୍କର ସର୍ବୋଚ୍ଚ ସେବାରେ ଲିପ୍ତ, ସେ ହିଁ ଶାଶ୍ଵତଧାମରେ ପହଞ୍ଚିବା ପାଇଁ ଉପଯୁକ୍ତ ବ୍ୟକ୍ତି । ଏବଂ ସେହି ଶାଶ୍ଵତଧାମରେ କୈାଣସି ସୂର୍ଯ୍ୟ, କୈାଣସି ଚନ୍ଦ୍ର, ବା କୈାଣସି ବିଦ୍ୟୁତ୍ ର ଆବଶ୍ୟକତା ନାହିଁ । ଶାଶ୍ଵତଧାମ ପହଞ୍ଚିବାର ଏହା ଏକ ସଂକ୍ଷିପ୍ତ ବିବରଣୀ ।
Latest revision as of 16:14, 17 October 2018
660219-20 - Lecture BG Introduction - New York
ବର୍ତ୍ତମାନ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ୟୟରେ ଭୈାତିକ ଜଗତର ବାସ୍ତବ ଚିତ୍ର ଦିଆଯାଇଅଛି । ସେଥିରେ କୁହାଯାଇଅଛି ଯେ
ଉର୍ଦ୍ଧ୍ଵମୂଳମଧଃଶାଖମ
ଅଶ୍ଵତ୍ଥଂ ପ୍ରାହୁରବ୍ୟୟମ
ଛନ୍ଦାଂସି ଯସ୍ୟ ପର୍ଣ୍ଣାନି
ଯସ୍ତଂ ବେଦ ସ ବେଦବିତ୍
(BG 15.1)
ବର୍ତ୍ତମାନ, ଏହି ଭୈାତିକ ଜଗତ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ୟୟରେ ବର୍ଣ୍ଣନା କରାଯାଇଅଛି ଏକ ବୃକ୍ଷରୂପେ ଯାହାର ମୂଳ ଉର୍ଦ୍ଧ୍ଵକୁ ଥାଏ, ଉର୍ଦ୍ଧ୍ଵମୂଳମ । ଉପରକୁ ମୂଳଥିବା ବୃକ୍ଷର ଅଭିଜ୍ଞତା ତୁମର ଅଛି କି ? ପ୍ରତିବିମ୍ଵ ଦ୍ଵାରା ଆମେ ଉପରକୁ ମୂଳ ଥିବା ବୃକ୍ଷର ଅଭିଜ୍ଞତା ପାଇପାରିବା । ଯଦି ଆମେ କୈାଣସି ନଦୀକୂଳରେ କିମ୍ବା କୈାଣସି ଜଳାଶୟ ନିକଟରେ ଠିଆ ହେବା, ତହାହେଲେ ଆମେ ଦେଖିପାରିବା ଯେ ଜଳାଶୟ କୂଳରେ ଥିବା ବୃକ୍ଷର ପ୍ରତିବିମ୍ଵ ଜଳରେ ଶାଖା ତଳକୁ ଏବଂ ମୂଳ ଉପରକୁ ଥିଲା ପରି ଦେଖାଯାଉଅଛି । ତେଣୁ ଏହି ଭୈାତିକ ଜଗତ ବାସ୍ତବରେ ଚିଦ୍ ଜଗତର ଏକ ପ୍ରତିମ୍ଵବ ଅଟେ । ଯେପରି ଜଳାଶୟ କୂଳରେ ଥିବା ବୃକ୍ଷର ପ୍ରତିବିମ୍ଵ ତଳକୁ ଦେଖାଯାଏ, ସେହିପରି,ଏହି ଭୈାତିକ ଜଗତ,ଏକ ଛାୟା ଅଟେ । ଛାୟା । ଯେପରି ଛାୟାରେ କୈାଣସି ବାସ୍ତବତା ନ ଥାଏ, କିନ୍ତୁ ଛାୟାରୁ ଆମେମାନେ ବୁଝିପାରିବା ଯେ ସେଥିରେ ବାସ୍ତବତା ଅଛି । ଛାୟାର ଉଦାହରଣ, ମରୁଭୂମିରେ ଦେଖାଯାଉଥିବା ଜଳର ଛାୟା, ବ୍ୟକ୍ତକରେ ଯେ ମରୁଭୂମିରେ ଜଳ ନ ଥାଏ, କିନ୍ତୁ ଜଳ ଅଛି । ସେହିପରି, ଏହି ଚିଦ୍ ଜଗତ(ଭଗବାନଙ୍କ ପରମ ଧାମ)ର ପ୍ରତିବିମ୍ଵରେ, କିମ୍ଵା ଏହି ଭୈାତିକ ଜଗତରେ, ନିଃସନ୍ଦେହ, କୈାଣସି ସୁଖ ନାହିଁ, କୈାଣସି ଜଳ ନାହିଁ । କିନ୍ତୁ ବାସ୍ତବ ଜଳ ବା ପ୍ରକୃତ ସୁଖ, ଭଗବାନଙ୍କ ପରମ ଧାମରେ ଅଛି । ଭଗବାନ କହୁଛନ୍ତି ଯେ ନିମ୍ନ ଉପାୟରେ ଜଣେ ଭଗବାନଙ୍କ ପରମ ଧାମକୁ ପହଞ୍ଚି ପାରିବ, ନିର୍ମାନମୋହା ।
ନିର୍ମାନମୋହା ଜିତସଙ୍ଗଦୋଷା
ଆଧ୍ୟତ୍ମନିତ୍ୟା ବିନିବୃତ୍ତକାମାଃ
ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ
ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍
(BG 15.5)
ସେ ପଦମ୍ ଅବ୍ୟୟମ୍, ଅର୍ଥାତ୍ ଯେ ନିର୍ମାନ ମୋହା ଥିବ ସେ ଭଗବାନଙ୍କ ପରମ ଧାମକୁ, ପହଞ୍ଚି ପାରିବ । ନିର୍ମାନ ମୋହା । ନିର୍ମାନ ଅର୍ଥାତ୍ ଆମେମାନେ ଉପାଧିମାନଙ୍କ ପଛରେ । କୃତ୍ରିମରୂପରେ ଆମେମାନେ କିଛି ଉପାଧି ଚାହୁଁ । କେହି ମହାଶୟ ହେବାକୁ ଚାହେଁ, କେହି ଭଗବାନ ହେବାକୁ ଚାହେଁ, କେହି ରାଷ୍ଟ୍ରପତି ହେବାକୁ ଚାହେଁ, କେହି ଧନୀଲୋକ ହେବାକୁ ଚାହେଁ, କିମ୍ଵା କେହି ଆଉ କିଛି ହେବାକୁ ଚାହେଁ, ରାଜା । ଏହି ସମସ୍ତ ଉପାଧିଗୁଡିକ, ଯେ ପର୍ଯ୍ୟନ୍ତ ଆମେମାନେ ଏହି ସମସ୍ତ ଉପାଧିଗୁଡିକ ପ୍ରତି ଅସକ୍ତ ଅଛୁ.... କାରଣ ଏହି ସମସ୍ତ ଉପାଧିଗୁଡିକ ଶରୀର ସହିତ ସମ୍ଵନ୍ଧିତ, ଏବଂ ଆମେମାନେ ଏହି ଶରୀର ନୋହୁଁ । ଏହା ଭଗବତ୍ ଅନୁଭୁତିର ପ୍ରାଥମିକ ସ୍ତର । ତେଣୁ କେହି ଉପାଧିପ୍ରତି ଆକର୍ଷିତ ନୁହଁନ୍ତି । ଏବଂ ଜିତସଙ୍ଗଦୋଷା,ସଙ୍ଗଦୋଷା । ବର୍ତ୍ତମାନ ଆମେମାନେ ଭୂତପ୍ରକୃତିର ତ୍ରିଗୁଣରେ ବନ୍ଧା, ଏବଂ ଯଦି ଆମେମାନେ ଭଗବାନଙ୍କ ଭକ୍ତି ସେବା ଦ୍ଵାରା ଭୂତପ୍ରକୃତିରୁ ଦୂର ହେଇପାରିବା..... ଯେପର୍ଯ୍ୟନ୍ତ ଆମେମାନେ ଭଗବାନଙ୍କର ଭକ୍ତିସେବା ପ୍ରତି ଆସକ୍ତ ନ ହେବା, ଆମେମାନେ ଭୂତପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇପାରିବା ନାହିଁ । ତେଣୁ ଭଗବାନ କହିଛନ୍ତି, ବିନିବୃତ୍ତକାମାଃ, ଏହି ଉପାଧିଗୁଡିକ କିମ୍ଵା ଆସକ୍ତି ଆମର କାମ, ଇଛା ଯୋଗୁଁ ହୁଏ । ଆମେମାନେ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହୁଁ । ତେଣୁ ଆମେମାନେ ଯେପର୍ଯ୍ୟନ୍ତ ଭୂତପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ପ୍ରବୃତ୍ତି ପରିହାର ନ କରିବା, ସେପର୍ଯ୍ୟନ୍ତ ପରମଧାମକୁ ଫେରିଯିବାର ସମ୍ଭାବନା ନାହିଁ, ସେହି ସନାତନ ଧାମ । ଦ୍ଵନ୍ଦ୍ଵୈର୍ବିମୁକ୍ତାଃ ସୁଖଦୁଃଖସଂଜ୍ଞୈ ର୍ଗଚ୍ଚ୍ଥନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ (BG 15.5) । ସେହି ସନାତନ ଧାମ, ଯାହା ଏହି ଭୈାତିକ ଜଗତ ପରି ଧ୍ଵସଂନୀୟ ନୁହେଁ, ଅମୂଢ଼ାଃ ହୋଇ ପହଞ୍ଚି ପାରିବେ । ଅମୂଢ଼ାଃ ଅର୍ଥାତ୍ ଯିଏ ଦ୍ଵନ୍ଦରୁ ମୁକ୍ତ, ଯିଏ ନକଲି ସୁଖର ଆକର୍ଷଣରୁ ଦ୍ଵନ୍ଦମୁକ୍ତ । ଏବଂ ଯିଏ ଭଗବାନଙ୍କର ସର୍ବୋଚ୍ଚ ସେବାରେ ଲିପ୍ତ, ସେ ହିଁ ଶାଶ୍ଵତଧାମରେ ପହଞ୍ଚିବା ପାଇଁ ଉପଯୁକ୍ତ ବ୍ୟକ୍ତି । ଏବଂ ସେହି ଶାଶ୍ଵତଧାମରେ କୈାଣସି ସୂର୍ଯ୍ୟ, କୈାଣସି ଚନ୍ଦ୍ର, ବା କୈାଣସି ବିଦ୍ୟୁତ୍ ର ଆବଶ୍ୟକତା ନାହିଁ । ଶାଶ୍ଵତଧାମ ପହଞ୍ଚିବାର ଏହା ଏକ ସଂକ୍ଷିପ୍ତ ବିବରଣୀ ।