"ଠିକ୍ ସେଇ ସମାନ ଉଦାହରଣ ପରି, ଯାହା ଆମେ ବାରମ୍ବାର..., ଯେ ପେଟକୁ ଖାଦ୍ୟ ଯୋଗାଇ ତୁମେ ଶରୀରର ସମସ୍ତ ଅଙ୍ଗକୁ ଖାଦ୍ୟ ଯୋଗାଉଛ। ତୁମର ଆବଶ୍ୟକତା ନାହିଁ ... ଏହା ବ୍ୟବହାରିକ ଅଟେ। କିମ୍ବା ପାଣି ଗଛର ମୂଳରେ ଢାଳିବା, ତୁମେ ସବୁ ଶାଖା, ପତ୍ର, ସବୁ ଜାଗାରେ ଜଳ ଯୋଗାଣ କର । ଆମେ ପ୍ରତିଦିନ ଦେଖୁ । ଏହା ଏକ ବ୍ୟବହାରିକ ଉଦାହରଣ । ସରଳ ... ସେହିପରି, ଏହି ସମସ୍ତ ଅଭିବ୍ୟକ୍ତିର କିଛି କେନ୍ଦ୍ରୀୟ ବିନ୍ଦୁ ରହିବା ଆବଶ୍ୟକ । ତାହା ହେଉଛି କୃଷ୍ଣ । ଯଦି ଆମେ କେବଳ କୃଷ୍ଣଙ୍କୁ ଧରୁ, ତାପରେ ଆମେ ସବୁକିଛି କାବୁ କରୁ । ଏବଂ ବେଦ ମଧ୍ୟ କୁହନ୍ତି, ୟସ୍ମିନ ଵିଜ୍ଞାତେ ସର୍ଵମ ଇଦଂ ଭବତୀ (ମୁଣ୍ଡକ ଉପନିଷଦ ୧.୩)। ଆମେ ବିଭାଗୀୟ ଜ୍ଞାନ ଅନୁସନ୍ଧାନ କରୁଛୁ, କିନ୍ତୁ ଯଦି ଆପଣ କେବଳ କୃଷ୍ଣଙ୍କୁ ବୁଝନ୍ତି, କେନ୍ଦ୍ରୀୟ ବିନ୍ଦୁ ବୁଝନ୍ତି, ତେବେ ଆପଣ ସବୁକିଛି ବୁଝିପାରିବେ । "
|