OR/710204b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ୟଂ ଏବୈଷ ବୃଣୁତେ... ନାୟଂ ଆତ୍ମା ପ୍ରବଚନେନ ଲଭ୍ୟ... (କଠ ଉପନିଷଦ ୧.୨.୨୩)। ଏହା ବୈଦିକ ନିର୍ଦେଶ । କେବଳ କଥାବାର୍ତ୍ତା କରି ଅତି ସୁନ୍ଦର ବକ୍ତା କିମ୍ବା ଅଧ୍ୟାପକ ହୋଇ ଆପଣ ପରମଙ୍କୁ ବୁଝିପାରିବେ ନାହିଁ। ନାୟଂ ଆତ୍ମା ନ ମେଧୟା । କାରଣ ତୁମେ ବହୁତ ସୁନ୍ଦର ମସ୍ତିଷ୍କ ପାଇଛ, ତେଣୁ ତୁମେ ବୁଝିବାକୁ ସମର୍ଥ ହେବ - ନା। ନ ମେଧୟା । ନାୟଂ ଆତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ । ତା’ହେଲେ କିପରି? ୟଂ ଏବୈଷ ବୃଣୁତେ ତେନ ଲଭ୍ୟଃ-ଲଭ୍ୟଃ (କଠ ଉପନିଷଦ ୧.୨.୨୩): "କେବଳ ସେହି ବ୍ୟକ୍ତି, ଯିଏ ପରମପୁରୁଷ ଭଗବାନଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ, ସେ ବୁଝିପାରନ୍ତି " । ସେ ବୁଝିପାରନ୍ତି। ଅନ୍ୟଥା, କେହି ବୁଝିପାରିବେ ନାହିଁ ।"
710204 - ପ୍ରବଚନ SB 06.03.12-15 - ଗୋରଖପୁର