OR/Prabhupada 1066 - ଅଳ୍ପଜ୍ଞାନୀ ଲୋକ, ପରମ ସତ୍ୟ କୁ ନିର୍ବେଶେଷ ମାନନ୍ତି



660219-20 - Lecture BG Introduction - New York

ତ ପୁରା ବ୍ୟବସ୍ଥା ଏହା କି କେନ୍ଦ୍ରବିନ୍ଦୁ, ସୃଜନ ର କେନ୍ଦ୍ରବିନ୍ଦୁ, ଭୋଗ ରେ କେନ୍ଦ୍ରବିନ୍ଦୁ ପରମେଶ୍ୱର ଅଟନ୍ତି ଏବଂ ଜୀବ, କେବଳ ସହଯୋଗୀ ଅଟେ | ସହଯୋଗ କାରଣ ରୁ, ସେ ଭୋଗ କରେ | ଏହି ସମ୍ବନ୍ଧ ସ୍ୱାମୀ ତଥା ଦାସ ପରିକି | ଯଦି ସ୍ୱାମୀ ସନ୍ତୁଷ୍ଟ ରହନ୍ତି, ଯଦି ସ୍ୱାମୀ ସମ୍ପୂର୍ଣ ରୂପ ରେ ସନ୍ତୁଷ୍ଟ ରହନ୍ତି, ତ ଦାସ ଭି ସ୍ୱଚଳିତ ରୂପ ରେ ତୁଷ୍ଟ ରହେ | ଏହା ହିଁ ନିୟମ | ଏହି ପରି, ପରମେଶ୍ୱର କୁ ସନ୍ତୁଷ୍ଟ ରଖିବା କଥା, ଯଦ୍ୟପି ଜୀବ ମାନଙ୍କ ସୄଷ୍ଠା ତଥା ଭୌତିକ ଜଗତ ଭୋଗ କରିବା ର ପ୍ରବୃତି ଅଛି,.. ଏହା ଜୀବ ରେ ଅଛି କାରଣ ଏଇଆ ପରମେଶ୍ୱରଙ୍କ ମଧ୍ୟ ରେ ଅଛି | ସେ ସୃଜନ କରିଛନ୍ତି, ସେ ଏହି ସୃଷ୍ଟି ସୃଜନ କରିଛନ୍ତି |

ଅତେଇବ ଆମେ ଭଗବଦ-ଗୀତା ପାଇବା କି ସମ୍ପୂର୍ଣ, ଯୋଉଥିରେ ପରମ ନିୟନ୍ତା, ନିୟନ୍ତ୍ରିତ ଜୀବ, ଦୃଶ୍ୟ ଜଗତ, ଶାଶ୍ୱତ କାଳ ଏବଂ କର୍ମ, ଏହି ସବୁ ରୁ ବ୍ୟାଖା ହେଇଛି | ଏଇ ସବୁ ମିଶିକି ପରମ ସତ୍ୟ କୁହା ଯିବ | ଏହି ପରମ ପୁର୍ଣ, ବା ପରମ ସତ୍ୟ, ପୁର୍ଣ ପୁରୋଶତ୍ତମ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି | ଯେପରି କି ମୁଁ ବୁଝେଇଲି, ସବୁ ଅଭିବ୍ୟକ୍ତିୟଂ ତାଙ୍କ ଭିବିନ୍ନ ଶକ୍ତିଙ୍କ ଫଳସ୍ୱରୂପ ଯଗୁଁ, ଏବଂ ସେ ହିଁ ପୁର୍ଣ ଅଟନ୍ତି |

ନିର୍ବେଶେଷ ବ୍ରହ୍ମଣ ବିଷୟ ରେ ଭଗବଦ-ଗୀତା ରେ ଉଲେଖ କରା ଯାଇଛି ନିର୍ବେଶେଷ ବ୍ରହ୍ମଣ ଭି ପୁର୍ଣ ପରମ ପୁରୁଷ ରେ ଅଧୀନ ଅଟନ୍ତି | ବ୍ରହ୍ମଣ କି ପ୍ରତିଷ୍ଟହମ (BG 14.27)| ନିର୍ବେଶେଷ ବ୍ରହ୍ମ ମଧ୍ୟ | ଏହି ହିଁ ... ବ୍ରହ୍ମ-ସୂତ୍ର ରେ ନିର୍ବେଶେଷ ବ୍ରହ୍ମ ର ବିଷଦ ବ୍ୟାଖ୍ୟା ସୂର୍ଯ୍ୟ ର କିରଣ ରୂପ କରା ହେଇଛି | ଯେପରି କି ସୂର୍ଯ୍ୟ ରେ କିରଣ ଅଛି, ସୂର୍ଯ୍ୟ ଗ୍ରହଃ, ସେଇ ପ୍ରକାର, ନିର୍ବେଶେଷ ବ୍ରହ୍ମଣ ଭଗବାନଙ୍କର ପ୍ରଭାବମୟ କିରଣ ସମହୂ | ସେଥିପାଇଁ ନିର୍ବେଶେଷ ବ୍ରହ୍ମଣ ପୁର୍ଣ ବ୍ରହ୍ମଣଙ୍କ ଅପୂର୍ଣ୍ଣ ଅନୁଭତି ଅଟେ, ଏବଂ ଏହି ପରି ପରମାତ୍ମାଙ୍କ ଧାରଣା ଭି | ଏହି ସବୁ କଥା ଭି ବୁଝା ଯାଇଛି | ପୁରୋଶତ୍ତମ ଯୋଗ | ଯେବେ ଆମେ ପୁରୋଶତ୍ତମ-ଯୋଗ ଅଧ୍ୟାୟ ପଢିବା, ଏହା ଦେଖା ଯିବ କି ଭଗବାନ ପୁରୋଶତ୍ତମ, ନିର୍ବେଶେଷ ବ୍ରହ୍ମଣ ଆଉ ପରମାତ୍ମା ର ଆଂଶିକ ଅନୁଭୂତି ରୁ ଅଧିକ |

ଭଗବାନଙ୍କୁ ସଚ୍ଚିଦାନନ୍ଦ ବିଗ୍ରହ କୁହା ଯାଇଛି (ବ୍ର.ସ 5.1 ) | ବ୍ରହ୍ମ ସଂହିତା ର ଶୁଭ ଆରମ୍ଭ ଏହି ପ୍ରକାର ହୁଏ : ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ-ବିଗ୍ରହ/ ଅନାଦିର-ଆଦି-ଗୋବିନ୍ଦ: ସର୍ବ-କାରଣ-କାରରଣମ (ବ୍ର.ସ 5.1) | "ଗୋବିନ୍ଦ, କୃଷ୍ଣ, ସବୁ କାରଣ ର କାରଣ ଅଟନ୍ତି | ସେ ହିଁ ଆଦି କାରଣ |" ତ ଭଗବାନ ସତ ଚିତ୍ତ ଆନନ୍ଦ ବିଗ୍ରହ ଅଟନ୍ତି | ନିର୍ବେଶେଷ ବ୍ରହ୍ମଣ ତାଙ୍କ ସତ (ଶାଶ୍ୱତ) ସ୍ୱରୂପ ରୁ ଅନୁଭୂତି ଅଟେ | ଏବଂ ପରମାତ୍ମା ସତ ଚିତ୍ତ (ଶାଶ୍ୱତ-ଜ୍ଞାନ) ର ଅନୁଭୂତି ଅଟେ | ପରନ୍ତୁ ଭଗବାନ କୃଷ୍ଣଙ୍କର ଅନୁଭୂତି ସମସ୍ତ ଦିବ୍ୟ ସ୍ୱରୂପର ଅନୁଭୂତି ଅଟେ | ଯେପରି କି ସତ ଚିତ୍ତ ଆନନ୍ଦ, ର ସମ୍ପୂର୍ଣ ବିଗ୍ରହ | ବିଗ୍ରହ ର ଅର୍ଥ ରୂପ | ବିଗ୍ରହ ର ଅର୍ଥ ରୂପ | ଅଵ୍ୟକତ୍ତମ ବ୍ୟକ୍ତିମ ଆପତ୍ରମ ମନୟତେ ମାମ ଅବିଯୁରଦ୍ୱୟ: (BG 7.24) | ଅଳ୍ପଜ୍ଞାନୀ ଲୋକ ପରମ ସତ୍ୟ କୁ ନିର୍ବେଶେଷ ମାନନ୍ତି, କିନ୍ତୁ ସେ ଜଣେ ପୁରୁଷ, ଦିବ୍ୟ ପୁରୁଷ| ଏହା ସମସ୍ତ ବ୍ୟଦିକ ଗ୍ରନ୍ଥ ରେ ଲେଖା ହେଇଚି | ନିତୀୟୋ ନିତ୍ୟାନମ ଚେତନସଚେତନାନାମ (କଥୋ ଉପନିସେଦ 2.2.13) | ଯେପରି ଆମେ ସବୁ ଜୀବ ଅଟୁ, ଆମ ସମସ୍ତଙ୍କ ନିଜ ବ୍ୟଷ୍ଟି ସତା ଅଛି, ସେଇ ପରି ପରମ ସତ୍ୟ ଭି ଅନନ୍ତ ବ୍ୟକ୍ତି ଅଟନ୍ତି | କିନ୍ତୁ ଭଗବାନଙ୍କ ଅନୁଭୁତି ତାଙ୍କ ପୁର୍ଣ ସ୍ୱରୂପ ର ଦିବ୍ୟ ଲକ୍ଷଣ ର ଅନୁଭୂତି ଅଟେ ଯେପରି କି ସତ ଚିତ୍ତ ଆନନ୍ଦ, ପୁର୍ଣ ବିଗ୍ରହ ଅଟନ୍ତି | ବିଗ୍ରହ ମାନେ ରୂପ | ଅତଏବ ପୁର୍ଣତା ରୂପବିହୀନ (ନିରାକାର) ନାହାନ୍ତି | ଯଦି ସେ ନିରାକାର ଅଟନ୍ତି ବା କିଛି ଭି ଅନ୍ୟ ବସ୍ତୁ ରୁ କମ ଅଛନ୍ତି, ତେବେ ସେ ପୁର୍ଣ ହେଇ ପାରିବେନି | ଯିଏ ପୁର୍ଣ ଅଟନ୍ତି ତାଙ୍କୁ ଆମ ଅନୁଭୂତି ଭିତରେ ଆଉ ବାହାରେ ସବୁ ଥିରେ ଯୁକ୍ତ ଥିବା ହେବ | ନହେଲେ ସେ କିପରି ଭାବେ ପୁର୍ଣ ହେଇ ପାରିବେ | ପୁର୍ଣ ଭଗବାନଙ୍କ ଠାରେ ଅପାର ଶକ୍ତି ଅଛି | ପରାଶୟ ଶକ୍ତିବିରର୍ବୀଧୈବ ସୃୟତେ (CC Madhya 13.65, purport) | ଏହାର ବ୍ୟାଖ୍ୟା ମଧ୍ୟ ଭଗବଦ ଗୀତା ରେ ହେଇଛି କି ସେ କିପରି ଭିନ୍ନ ଶକ୍ତି ଦ୍ୱାରା କାର୍ଯ୍ୟଶୀଳ ଅଟନ୍ତି | ଏହି ଦୃଶ୍ୟ ଜଗତ, ବା ଭୌତିକ ଜଗତ ଯୋଉଠି ଆମେ ମାନେ ରହୁ, ସେ ଭି ପୁର୍ଣ କାରଣ ପୂର୍ଣ୍ଣମ ଇଦଂ (Śrī Īśopaniṣad, Invocation) | ଯୋଉ ଚବିଶି ତତ୍ୱ ରେ, ସାଂଖ୍ୟ ଦର୍ଶନ ଅନୁସାରେ, ଚବିଶ ତତ୍ୱ ଯାହା ଦ୍ୱାରା ଏହି ନଶ୍ୱର ବ୍ରହ୍ମାଣ୍ଡ ନିର୍ମିତ, ଏହି ବ୍ରହ୍ମାଣ୍ଡ ର ପାଳନ ତଥା ଧାରଣ ପାଇଁ ଅପେକ୍ଷୀତ ସାମାନ ରେ ପୁର୍ଣତା ସମନ୍ବିତ ଅଟେ | କିଛି ଭି ବାହାର ରୁ ପ୍ରୟାସ କରିବା ପାଇଁ ଆବଶ୍ୟକତା ନାହିଁ, ଏହି ବ୍ରହ୍ମାଣ୍ଡ ର ପାଳନ କରିବା ପାଇଁ | ଏହି ସୃଷ୍ଟି ର ନିଜ ନିୟତ କାଳ ଅଛି, ଯାହାର ନିର୍ଧାରଣ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା ହେଉଛି, ଏବଂ ଯେବେ ଏହି କାଳ ପୁର୍ଣ ହେଇଯିବ, ତ ସେ ପୁର୍ଣ ବ୍ୟବସ୍ଥା ରେ ଏହି କ୍ଷଣଭଙ୍ଗୁର ସୃଷ୍ଟି ର ବିନାଶ ହେଇ ଯାଏ |