OR/Prabhupada 0340 - ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0340 - in all Languages Category:OR-Quotes - 1974 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in Australia]] | [[Category:OR-Quotes - in Australia]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0339 - ଭଗବାନ ସର୍ବାଧିକ ଅଟନ୍ତି - ଆମେ ତାଙ୍କ ଅଧିନରେ ଅଛୁ|0339|OR/Prabhupada 0341 - ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ|0341}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|BQqHkm5oiFA|ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି <br/>- Prabhupāda 0340 }} | ||
<!-- END VIDEO LINK --> | <!-- END VIDEO LINK --> | ||
Line 41: | Line 41: | ||
:ମନୁଷ୍ୟାଣାଂ ସହସ୍ରେଷୁ | :ମନୁଷ୍ୟାଣାଂ ସହସ୍ରେଷୁ | ||
:କଶ୍ଚିଦ୍ ଯତିତ ସିଦ୍ଧୟେ | :କଶ୍ଚିଦ୍ ଯତିତ ସିଦ୍ଧୟେ | ||
:([[Vanisource:BG 7.3|BG 7.3]]) | :([[Vanisource:BG 7.3 (1972)|BG 7.3]]) | ||
"ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ," କେବଳ ଏହି ଯୁଗରେ ନୁହଁ, ଅତୀତରେ ମଧ୍ୟ । ମନୁଷ୍ୟାଣାଂ ସହସ୍ରେଷୁ, "ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ,"କଶ୍ଚିଦ୍ ଯତିତ ସିଦ୍ଧୟେ, "ଜଣେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରେ ।" ସାଧାରଣତଃ, ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ସେମାନେ ଜାଣି ନାହାଁନ୍ତି । ପୂର୍ଣ୍ଣତା ଅର୍ଥାତ୍ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଏହି ପ୍ରକ୍ରିୟାକୁ ରୋକିବା । ତାହାକୁ ପୂର୍ଣ୍ଣତା କୁହାଯାଏ । ସମସ୍ତେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ଅର୍ଥାତ୍ ଏହା: ଯେ ଯେତେବେଳେ ତୁମେ ଏହି ଚାରୋଟି ଅପୂର୍ଣ୍ଣତାରୁ ମୁକ୍ତ ହୋଇଯାଅ । ତାହା କ'ଣ? ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ସମସ୍ତେ । କେହି ମରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ବାଧ୍ୟ ହୁଅନ୍ତି: ତୁମକୁ ମରିବାକୁ ହେବ । ତାହା ହେଉଛି ଅପୂର୍ଣ୍ଣତା । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଯେ ଆମକୁ ମରିବାକୁ ହିଁ ପଡ଼ିବ । କିନ୍ତୁ ନା । କାରଣ ତୁମେ ଶାଶ୍ଵତ, ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି, ମରିବାକୁ ହେବ । | "ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ," କେବଳ ଏହି ଯୁଗରେ ନୁହଁ, ଅତୀତରେ ମଧ୍ୟ । ମନୁଷ୍ୟାଣାଂ ସହସ୍ରେଷୁ, "ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ,"କଶ୍ଚିଦ୍ ଯତିତ ସିଦ୍ଧୟେ, "ଜଣେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରେ ।" ସାଧାରଣତଃ, ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ସେମାନେ ଜାଣି ନାହାଁନ୍ତି । ପୂର୍ଣ୍ଣତା ଅର୍ଥାତ୍ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଏହି ପ୍ରକ୍ରିୟାକୁ ରୋକିବା । ତାହାକୁ ପୂର୍ଣ୍ଣତା କୁହାଯାଏ । ସମସ୍ତେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ଅର୍ଥାତ୍ ଏହା: ଯେ ଯେତେବେଳେ ତୁମେ ଏହି ଚାରୋଟି ଅପୂର୍ଣ୍ଣତାରୁ ମୁକ୍ତ ହୋଇଯାଅ । ତାହା କ'ଣ? ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ସମସ୍ତେ । କେହି ମରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ବାଧ୍ୟ ହୁଅନ୍ତି: ତୁମକୁ ମରିବାକୁ ହେବ । ତାହା ହେଉଛି ଅପୂର୍ଣ୍ଣତା । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଯେ ଆମକୁ ମରିବାକୁ ହିଁ ପଡ଼ିବ । କିନ୍ତୁ ନା । କାରଣ ତୁମେ ଶାଶ୍ଵତ, ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି, ମରିବାକୁ ହେବ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:56, 1 October 2020
Lecture on BG 9.1 -- Melbourne, June 29, 1974
- ନମୋ ମାହା ବଦନ୍ୟାୟ
- କୃଷ୍ଣ ପ୍ରେମ ପ୍ରଦାୟ ତେ
- କୃଷ୍ଣାୟ କୃଷ୍ଣ ଚୈତନ୍ୟ
- ନାମନେ ଗୌର ତ୍ଵିଶୋ ନମଃ
- (CC Madhya 19.53)
ଶ୍ରୀଲା ରୂପ ଗୋସ୍ଵାମୀ, ଯେତେବେଳେ ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ପ୍ରୟାଗ ଠାରେ ମିଶିଲେ... ଏକ ସ୍ଥାନ ଅଛି, ପବିତ୍ର ସ୍ଥାନ ଭାରତରେ, ଯାହାକୁ ପ୍ରୟାଗ କୁହାଯାଏ । ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ, ସନ୍ୟାସ ଗ୍ରହଣ କରି ସାରିବା ପରେ, ସେ ପ୍ରୟାଗ ଏବଂ ଅନ୍ୟ ପବିତ୍ର ସ୍ଥାନମାନଙ୍କୁ ଯାଇଥିଲେ । ତେବେ ଶ୍ରୀଲା ରୂପ ଗୋସ୍ଵାମୀ, ସେ ସରକାରଙ୍କର ମନ୍ତ୍ରୀ ଥିଲେ, କିନ୍ତୁ ସେ ସବୁକିଛି ତ୍ୟାଗ କରିଦେଲେ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ଏହି ହରେ କୃଷ୍ଣ ଆନ୍ଦୋଳନରେ ଯୋଗ ଦେଲେ । ତେବେ ଯେତେବେଳେ ସେ ପ୍ରଥମେ ମିଶିଥିଲେ, ଏବଂ ସେ ଏହି ଶ୍ଳୋକ କହିଥିଲେ, ନମୋ ମାହା ବଦନ୍ୟାୟ । ବଦନ୍ୟାୟ ଅର୍ଥାତ୍ "ସବୁଠାରୁ ଉଦାର ।" ଭଗବାନଙ୍କର ଅନେକ ଅବତାର ଅଛି, କିନ୍ତୁ ରୂପ ଗୋସ୍ଵାମୀ କହିଲେ, "ବର୍ତ୍ତମାନ ଭଗବାନଙ୍କର ଏହି ଅବତାର, ଶ୍ରୀ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ସବୁଠାରୁ ଉଦାର ।" ନମୋ ମାହା ବଦାନ୍ୟାୟ । ଉଦାର କାହିଁକି? କୃଷ୍ଣ ପ୍ରେମ ପ୍ରଦାୟ ତେ: "ଆପଣ କୃଷ୍ଣଙ୍କୁ ତୂରନ୍ତ ବିତରଣ କରୁଛନ୍ତି ଆପଣଙ୍କର ଏହି ସଂକୀର୍ତ୍ତନ ଆନ୍ଦୋଳନ ଦ୍ଵାରା ।"
କୃଷ୍ଣଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର । କୃଷ୍ଣ ବ୍ୟକ୍ତିଗତ ଭାବରେ ଭଗବଦ୍ ଗୀତାରେ କହିଛନ୍ତି,
- ମନୁଷ୍ୟାଣାଂ ସହସ୍ରେଷୁ
- କଶ୍ଚିଦ୍ ଯତିତ ସିଦ୍ଧୟେ
- (BG 7.3)
"ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ," କେବଳ ଏହି ଯୁଗରେ ନୁହଁ, ଅତୀତରେ ମଧ୍ୟ । ମନୁଷ୍ୟାଣାଂ ସହସ୍ରେଷୁ, "ଅନେକ ଲକ୍ଷ ଲକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରୁ,"କଶ୍ଚିଦ୍ ଯତିତ ସିଦ୍ଧୟେ, "ଜଣେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରେ ।" ସାଧାରଣତଃ, ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ସେମାନେ ଜାଣି ନାହାଁନ୍ତି । ପୂର୍ଣ୍ଣତା ଅର୍ଥାତ୍ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଏହି ପ୍ରକ୍ରିୟାକୁ ରୋକିବା । ତାହାକୁ ପୂର୍ଣ୍ଣତା କୁହାଯାଏ । ସମସ୍ତେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ପୂର୍ଣ୍ଣତା କ'ଣ । ପୂର୍ଣ୍ଣତା ଅର୍ଥାତ୍ ଏହା: ଯେ ଯେତେବେଳେ ତୁମେ ଏହି ଚାରୋଟି ଅପୂର୍ଣ୍ଣତାରୁ ମୁକ୍ତ ହୋଇଯାଅ । ତାହା କ'ଣ? ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ସମସ୍ତେ । କେହି ମରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ବାଧ୍ୟ ହୁଅନ୍ତି: ତୁମକୁ ମରିବାକୁ ହେବ । ତାହା ହେଉଛି ଅପୂର୍ଣ୍ଣତା । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଯେ ଆମକୁ ମରିବାକୁ ହିଁ ପଡ଼ିବ । କିନ୍ତୁ ନା । କାରଣ ତୁମେ ଶାଶ୍ଵତ, ତୁମେ ମରିବା ପାଇଁ ହୋଇନାହଁ, କିନ୍ତୁ ପ୍ରକୃତି ତୁମକୁ ବାଧ୍ୟ କରୁଛି, ମରିବାକୁ ହେବ ।