OR/Prabhupada 0033 - ମହାପ୍ରଭୁଙ୍କର ନାମ ପତିତ-ପାବନ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0033 - in all Languages Category:OR-Quotes - 1975 Category:OR-Quotes - Mor...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି|ପୂର୍ବ ପୃଷ୍ଠା - ବିଡିଓ 0032|OR/Prabhupada 0034 - ସମସ୍ତେ ଅଧିକାରୀ ମାନଙ୍କଠାରୁ ଜ୍ଞାନ ପ୍ରାପ୍ତ କରନ୍ତି|ପର ପୃଷ୍ଠା - ବିଡିଓ 0034}}
{{1080 videos navigation - All Languages|Oriya|OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି|0032|OR/Prabhupada 0034 - ସମସ୍ତେ ଅଧିକାରୀ ମାନଙ୍କଠାରୁ ଜ୍ଞାନ ପ୍ରାପ୍ତ କରନ୍ତି|0034}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|WsRGZRWF5_8|ମହାପ୍ରଭୁଙ୍କର ନାମ ପତିତ-ପାବନ<br />- Prabhupāda 0033}}
{{youtube_right|c9F7BUZJmH0|ମହାପ୍ରଭୁଙ୍କର ନାମ ପତିତ-ପାବନ<br />- Prabhupāda 0033}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:19, 16 October 2018



Morning Walk -- October 4, 1975, Mauritius

ପୁଷ୍ଟ କୃଷ୍ଣ:ସରକାର ଆଜିକାଲି ଅତି ଅପମାନଜନକ, ପାପୀ କାର୍ଯ୍ୟକଳାପମାନଙ୍କର ସମର୍ଥନ କରୁଛି । ତେଣୁ କିପରି ସାଧାରଣ ଲୋକମାନଙ୍କୁ ସୁଧାରିବା ସମ୍ଵଭ ହେବ?

ପ୍ରଭୁପାଦ:ତୁମର କହିବାର ଅର୍ଥ ସରକାର ଠିକ୍?

ପୁଷ୍ଟ କୃଷ୍ଣ: ନା ।

ପ୍ରଭୁପାଦ:ତେବେ? ସେମାନଙ୍କୁ ବାହାର କରିଦେବା ଉଚିତ୍ । ଆଜିକାଲି, ସରକାର ଅର୍ଥାତ୍, ସମସ୍ତେ ଦୁର୍ଜନ । ସେମାନେ ଦୁର୍ଜନମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି ଏବଂ ସେମାନେ ଦୁର୍ଜନ । ତାହା ହେଉଛି ଅସୁବିଧା । ଯେଉଁଠିକି ବି ତୁମେ ଯାଅ ତୁମେ କେବଳ ଦୁର୍ଜନମାନଙ୍କ ସହ ଭେଟିବ । ମନ୍ଦ । ପରିଭାଷା ଦିଆଯାଇଛି, ମନ୍ଦ । ଏପରିକି ଆମ ଶିବିରରେ ଅନେକ ଦୁର୍ଜନ ଅଛନ୍ତି । କେବଳ ବିବରଣ ଦେଖ । ଏପରିକି ସେମାନେ ସୁଧୁରିବା ପାଇଁ ଆସିଛନ୍ତି, ସେମାନେ ଦୁର୍ଜନ ଅଟନ୍ତି । ସେମାନେ ତାଙ୍କର ଦୁର୍ଜନ ଅଭ୍ୟାସ ଛାଡ଼ିପାରିବେ ନାହିଁ । ତେଣୁ ଏହା ସାମାନ୍ୟ କରାଯାଇଛି,ମନ୍ଦ:"ସବୁ ଖରାପ" । କିନ୍ତୁ ଏକମାତ୍ର ପାର୍ଥକ୍ୟ ଏହିକି ଯେ ଆମ ଶିବିରରେ ଖରାପମାନଙ୍କୁ ସୁଧାରା ଯାଉଛି; ବହାରେ ସୁଧାରିବା କାମ କରାଯାଉ ନାହିଁ । ସେମାନେ ସୁଧୁରିବାର ଆଶା ଅଛି, କିନ୍ତୁ ବାହାରେ କିଛି ଆଶା ନାହିଁ । ତାହା ହିଁ ପାର୍ଥକ୍ୟ । ଅନ୍ୟଥା ସମସ୍ତେ ଖରାପ । କୌଣସି ଭେଦଭାବ ବିନା ତୁମେ କହିପାରିବ । ମନ୍ଦଃ ସୁମନ୍ଦ ମତୟୋ (SB 1.1.10) । ବର୍ତ୍ତମାନ, ସରକାର କିପରି ଭଲ ହେବ? ତାହା ମଧ୍ୟ ଖରାପ ଅଟେ । ମହାପ୍ରଭୁଙ୍କର ନାମ ପତିତ-ପାବନ; ସେ ସମସ୍ତ ଖରାପ ବ୍ୟକ୍ତିଙ୍କୁ ଉଦ୍ଧାର କରନ୍ତି । ଏହି କଳିଯୁଗରେ କେହି ଭଲ ବ୍ୟକ୍ତି ନାହାଁନ୍ତି-ସମସ୍ତେ ଖରାପ । ଏହି ସମସ୍ତ ଖରାପ ବ୍ୟକ୍ତିମାନଙ୍କ ସହିତ ବ୍ୟବହାର କରିବା ପାଇଁ ତୁମକୁ ଦୃଢ଼ ହେବାକୁ ପଡ଼ିବ ।