OR/Prabhupada 0425 - ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0425 - in all Languages Category:OR-Quotes - 1975 Category:OR-Quotes - Con...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Australia]]
[[Category:OR-Quotes - in Australia]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0419 - ଦୀକ୍ଷା ସଂସ୍କାର ହେଉଛି କୃଷ୍ଣ ଚେତନାର ତୃତୀୟ ସ୍ତର|0419|OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା|0444}}
{{1080 videos navigation - All Languages|Oriya|OR/Prabhupada 0424 - ତୁମେ ଏହି ବୈଦିକ ସଂସ୍କୃତିର ପୁରା ସୁଯୋଗ ନିଅ|0424|OR/Prabhupada 0426 - ଜଣେ ଯିଏ ବିଦ୍ଵାନ, ସେ ଜୀବିତ କିମ୍ଵା ମୃତ ଶରୀର ପାଇଁ ବିଳାପ କରେ ନାହିଁ|0426}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|J9f410cQyO4|ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି <br/>- Prabhupāda 0425}}
{{youtube_right|9We4V0-HUIM|ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି <br/>- Prabhupāda 0425}}
<!-- END VIDEO LINK -->
<!-- END VIDEO LINK -->

Line 29: Line 29:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଗଣେଶ: ଶ୍ରୀଲା ପ୍ରଭୁପାଦ, ଯଦି ରାଜଋଷିମାନଙ୍କ ଦ୍ଵାରା ଜ୍ଞାନ ବିତରଣ କରାଯାଇଥିଲା, ଏବଂ ପରମ୍ପରାପ୍ରାପ୍ତମଂ ([[Vanisource:BG 4.2|BG 4.2]]), ଏହା କିପରି ସମ୍ଭବ ଯେ ଜ୍ଞାନ ହଜିଗଲା?  
ଗଣେଶ: ଶ୍ରୀଲା ପ୍ରଭୁପାଦ, ଯଦି ରାଜଋଷିମାନଙ୍କ ଦ୍ଵାରା ଜ୍ଞାନ ବିତରଣ କରାଯାଇଥିଲା, ଏବଂ ପରମ୍ପରାପ୍ରାପ୍ତମଂ ([[Vanisource:BG 4.2 (1972)|BG 4.2]]), ଏହା କିପରି ସମ୍ଭବ ଯେ ଜ୍ଞାନ ହଜିଗଲା?  

ପ୍ରଭୁପାଦ: ଯେତେବେଳେ ଏହା ଦିଆଗଲା ନାହିଁ । କେବଳ କଳ୍ପନା ଦ୍ଵାରା ବୁଝା ଯାଏ । କିମ୍ଵା ଯଦି ଏହାକୁ ମୌଳିକ ରୂପରେ ନ ଦିଆଯାଏ । ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି । କିମ୍ଵା ସେମାନେ ଏହାକୁ ଦେଇ ନ ଥିବେ । ମନେକର ମୁଁ ଏହାକୁ ତୁମକୁ ଦେଲି, କିନ୍ତୁ ଯଦି ତୁମେ ତାହା କର ନାହିଁ, ତେବେ ଏହା ହଜିଯିବ । ବର୍ତ୍ତମାନ କୃଷ୍ଣ ଚେତନା ଆନ୍ଦୋଳନ ମୋର ଉପସ୍ଥିତିରେ ଚାଲିଛି । ବର୍ତ୍ତମାନ ମୋର ଦେହ ତ୍ୟାଗ ପରେ, ଯଦି ତୁମେ ଏହା କରିବ ନାହିଁ, ତେବେ ଏହା ହଜିଯିବ । ଯଦି ତୁମେ ଏପରି କରି ଚାଲିବ ଯେପରି ବର୍ତ୍ତମାନ କରୁଛ, ତେବେ ଏହା ଚାଲିବ । କିନ୍ତୁ ତୁମେ ଯଦି ବନ୍ଦ କରିଦେବ...  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:56, 1 October 2020

Room Conversation with Carol Cameron -- May 9, 1975, Perth

ଗଣେଶ: ଶ୍ରୀଲା ପ୍ରଭୁପାଦ, ଯଦି ରାଜଋଷିମାନଙ୍କ ଦ୍ଵାରା ଜ୍ଞାନ ବିତରଣ କରାଯାଇଥିଲା, ଏବଂ ପରମ୍ପରାପ୍ରାପ୍ତମଂ (BG 4.2), ଏହା କିପରି ସମ୍ଭବ ଯେ ଜ୍ଞାନ ହଜିଗଲା?