OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1041 - in all Languages]]
[[Category:Prabhupada 1041 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Arrival Addresses]]
[[Category:OR-Quotes - Arrival Addresses]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036|OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ|1042}}
{{1080 videos navigation - All Languages|Oriya|OR/Prabhupada 1040 - ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ|1040|OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ|1042}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|9hnSDTM2T9c|କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ <br/>- Prabhupāda 1041}}
{{youtube_right|ZoWG3rB0dHA|କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ <br/>- Prabhupāda 1041}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



751001 - Lecture Arrival - Mauritius

ସମଗ୍ର ବିଶ୍ଵ ଜୀବନର ଶରୀରିକ ସଂକଳ୍ପନା ଅଧିନରେ ଅଛି, ଏପରିକି ବଡ଼, ବଡ଼ ରାଷ୍ଟ୍ରଗୁଡିକ ମଧ୍ୟ । ଯେପରିକି ତୁମର ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ରକୁ ଯାଇଛନ୍ତି । ଯୁକ୍ତରାଷ୍ଟ୍ରରେ ଅନେକ ବଡ଼, ବଡ଼ ବ୍ୟକ୍ତି ଅଛନ୍ତି । ସେମାନେ କୁହଁନ୍ତି, ସେମାନେ ବିଗତ ତିରିଶି ବର୍ଷ ହେଲା କହୁଛନ୍ତି । ଯୁକ୍ତରାଷ୍ଟ୍ର ଗଠନ କରାଯାଇଛି, କିନ୍ତୁ ସେମାନେ ଜୀବନର ସମସ୍ୟାର କୌଣସି ସମାଧାନ ପାଇ ନାହାଁନ୍ତି, କାରଣ ମୌଳିକ ସିଦ୍ଧାନ୍ତକୁ ସେମାନେ ହରେଇ ବସୁଛନ୍ତି; ସେମାନେ ଜାଣି ନାହାଁନ୍ତି । ସେମାନେ ସମସ୍ତେ ଶାରୀରିକ ସ୍ତରରେ ଭାବୁଛନ୍ତି: "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ଜର୍ମାନ," ଏବଂ "ମୁଁ ଇଂରେଜ," ସେହିପରି । ସେଥିପାଇଁ କୌଣସି ସମାଧାନ ନାହିଁ, କାରଣ ମୌଳିକ ସିଦ୍ଧାନ୍ତ ହେଉଛି ଭୁଲ । ଯେ ପର୍ଯ୍ୟନ୍ତ ଆମେ ବୁଝି ପାରିବା ନାହିଁ ଶରୀରର ସକ୍ରିୟ ସିଦ୍ଧାନ୍ତରେ କ'ଣ ଭୁଲ ଅଛି, ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ । ଯେପରି ତୁମେ ରୋଗକୁ ଚିହ୍ନି ପାରିବ ନାହିଁ, କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ । ତାହା ସମ୍ଭବ ନୁହେଁ ।

ତେବେ ଆମର କୃଷ୍ଣ ଚେତନା ଆନ୍ଦୋଳନ ଜୀବନର ଶାରୀରିକ ସଂକଳ୍ପନା ଉପରେ ଆଧାରିତ ନୁହେଁ । ଏହି ଆନ୍ଦୋଳନ ଆତ୍ମାର ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ । ଆତ୍ମା କ'ଣ, ଆତ୍ମାର ଆବଶ୍ୟକତା କ'ଣ, ଆତ୍ମା କିପରି ଶାନ୍ତିପୂର୍ଣ୍ଣ, ସୁଖୀ ହେବ । ତେବେ ସବୁକିଛି ଠିକ୍ ହୋଇଯିବ ।