OR/690509 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690507 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690507|OR/690509b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690509b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690509BG-COLUMBUS_ND_01.mp3</mp3player>|"ଅଦୈତ ଅର୍ଥାତ୍ କୃଷ୍ଣ ନିଜକୁ ବିସ୍ତାର କରନ୍ତି । କୃଷ୍ଣ ନିଜକୁ ବିସ୍ତାର କରିପାରିବେ, ସେ ହେଉଛନ୍ତି ଭଗବାନ। ଠିକ୍ ଯେପରି ମୁଁ ଏଠାରେ ବସିଛି, ତୁମେ ଏଠାରେ ବସିଛ। ଧରାଯାଉ ତୁମ ଘରେ କିଛି ସମ୍ପର୍କୀୟ, ତୁମକୁ ଚାହୁଁଛନ୍ତି, କିନ୍ତୁ ଯଦି କେହି ପଚାରନ୍ତି ଯେ 'ଶ୍ରୀମାନ ଏପରି-ଏବଂ-ଏପରି ଘରେ ଅଛିକି, ତେଣୁ ଏହାର ଉତ୍ତର ହେବ ... 'ନା। ସେ ଘରେ ନାହାଁନ୍ତି'। କୃଷ୍ଣ ସେପରି ନୁହନ୍ତି । କୃଷ୍ଣ, ଗୋଲୋକ ଏବ ନିବସତି ଅଖିଳାତ୍ମ-ଭୂତଃ (ବ୍ର.ସଂ ୫.୩୭)। ସେ ସବୁଆଡେ ଉପସ୍ଥିତ ଅଛନ୍ତି। ଏହା ନୁହେଁ ଯେ, କାରଣ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ସହ କଥାବାର୍ତ୍ତା ହେଉଥିଲେ, ତେଣୁ ସେ ଗୋଲୋକ କିମ୍ବା ବୈକୁଣ୍ଠରେ ନଥିଲେ, କେବଳ ଗୋଲୋକ, ବୈକୁଣ୍ଠ ନୁହେଁ, ସବୁଠାରେ । ତୁମେ ଭଗବଦ୍-ଗୀତାରେ ପାଇବ କୃଷ୍ଣ ଏଠାରେ ମଧ୍ୟ ଅଛନ୍ତି, ବର୍ତ୍ତମାନ । ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ([[Vanisource: BG 18.61 (1972) | ଭ.ଗୀ. ୧୮.୬୧]]) । କୃଷ୍ଣ ସମସ୍ତଙ୍କର ହୃଦୟ ଅଛନ୍ତି । ଆପଣଙ୍କ ହୃଦୟରେ କୃଷ୍ଣ ଅଛନ୍ତି, ମୋ ହୃଦୟରେ କୃଷ୍ଣ ଅଛନ୍ତି, ସମସ୍ତଙ୍କର ହୃଦୟ ଅଛନ୍ତି ।"|Vanisource:690509 - Lecture BG 04.01-2 - Columbus|690509 - ପ୍ରବଚନ BG 04.01-2 - କଲମ୍ବସ୍}}

Latest revision as of 05:06, 21 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଅଦୈତ ଅର୍ଥାତ୍ କୃଷ୍ଣ ନିଜକୁ ବିସ୍ତାର କରନ୍ତି । କୃଷ୍ଣ ନିଜକୁ ବିସ୍ତାର କରିପାରିବେ, ସେ ହେଉଛନ୍ତି ଭଗବାନ। ଠିକ୍ ଯେପରି ମୁଁ ଏଠାରେ ବସିଛି, ତୁମେ ଏଠାରେ ବସିଛ। ଧରାଯାଉ ତୁମ ଘରେ କିଛି ସମ୍ପର୍କୀୟ, ତୁମକୁ ଚାହୁଁଛନ୍ତି, କିନ୍ତୁ ଯଦି କେହି ପଚାରନ୍ତି ଯେ 'ଶ୍ରୀମାନ ଏପରି-ଏବଂ-ଏପରି ଘରେ ଅଛିକି, ତେଣୁ ଏହାର ଉତ୍ତର ହେବ ... 'ନା। ସେ ଘରେ ନାହାଁନ୍ତି'। କୃଷ୍ଣ ସେପରି ନୁହନ୍ତି । କୃଷ୍ଣ, ଗୋଲୋକ ଏବ ନିବସତି ଅଖିଳାତ୍ମ-ଭୂତଃ (ବ୍ର.ସଂ ୫.୩୭)। ସେ ସବୁଆଡେ ଉପସ୍ଥିତ ଅଛନ୍ତି। ଏହା ନୁହେଁ ଯେ, କାରଣ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ସହ କଥାବାର୍ତ୍ତା ହେଉଥିଲେ, ତେଣୁ ସେ ଗୋଲୋକ କିମ୍ବା ବୈକୁଣ୍ଠରେ ନଥିଲେ, କେବଳ ଗୋଲୋକ, ବୈକୁଣ୍ଠ ନୁହେଁ, ସବୁଠାରେ । ତୁମେ ଭଗବଦ୍-ଗୀତାରେ ପାଇବ କୃଷ୍ଣ ଏଠାରେ ମଧ୍ୟ ଅଛନ୍ତି, ବର୍ତ୍ତମାନ । ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ( ଭ.ଗୀ. ୧୮.୬୧) । କୃଷ୍ଣ ସମସ୍ତଙ୍କର ହୃଦୟ ଅଛନ୍ତି । ଆପଣଙ୍କ ହୃଦୟରେ କୃଷ୍ଣ ଅଛନ୍ତି, ମୋ ହୃଦୟରେ କୃଷ୍ଣ ଅଛନ୍ତି, ସମସ୍ତଙ୍କର ହୃଦୟ ଅଛନ୍ତି ।"
690509 - ପ୍ରବଚନ BG 04.01-2 - କଲମ୍ବସ୍