OR/690512b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690512 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690512|OR/690512c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690512c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690512R1-COLUMBUS_ND_02.mp3</mp3player>|"ଆପଣ ଭୌତିକ ଶକ୍ତି କିମ୍ବା ଆଧ୍ୟାତ୍ମିକ ଶକ୍ତି କିମ୍ବା ତଟସ୍ଥ ଶକ୍ତି ନିଅନ୍ତୁ, ସବୁ  ଶକ୍ତି ଭଗବାନଙ୍କର, କୃଷ୍ଣଙ୍କର - କିନ୍ତୁ ସେମାନେ ଭିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ, ମୁଁ ଯେପର୍ଯ୍ୟନ୍ତ ତଟସ୍ଥ ଶକ୍ତି, ଯଦି ମୁଁ ଭୌତିକ ଶକ୍ତି ନିୟନ୍ତ୍ରଣରେ ଅଛି, ତାହା ମୋର ଦୁର୍ଭାଗ୍ୟ । । କିନ୍ତୁ ଯଦି ମୁଁ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୁଏ, ତାହା ହେଉଛି ମୋର ସୌଭାଗ୍ୟ। ତେଣୁ ଭଗବଦ୍-ଗୀତାରେ ଏହା କୁହାଯାଏ, ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ ([[Vanisource:BG 9.13 (1972)|ଭ.ଗୀ. ୯.୧୩]]) । ସେମାନେ ଆଧ୍ୟାତ୍ମିକ ଶକ୍ତିର ଆଶ୍ରୟ ନିଅନ୍ତି, ସେମାନେ ମହାତ୍ମା । ଏବଂ ସେମାନଙ୍କର ଲକ୍ଷଣ କ’ଣ: ଭଜନ୍ତି ଅନନ୍ୟ ମନସୋ, କେବଳ ଭକ୍ତି ସେବାରେ ନିୟୋଜିତ । ତାହା ହେଉଛି ତାହା । "|Vanisource:690512 - Conversation with Allen Ginsberg - Columbus|690512 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍}}

Latest revision as of 05:07, 21 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆପଣ ଭୌତିକ ଶକ୍ତି କିମ୍ବା ଆଧ୍ୟାତ୍ମିକ ଶକ୍ତି କିମ୍ବା ତଟସ୍ଥ ଶକ୍ତି ନିଅନ୍ତୁ, ସବୁ ଶକ୍ତି ଭଗବାନଙ୍କର, କୃଷ୍ଣଙ୍କର - କିନ୍ତୁ ସେମାନେ ଭିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ, ମୁଁ ଯେପର୍ଯ୍ୟନ୍ତ ତଟସ୍ଥ ଶକ୍ତି, ଯଦି ମୁଁ ଭୌତିକ ଶକ୍ତି ନିୟନ୍ତ୍ରଣରେ ଅଛି, ତାହା ମୋର ଦୁର୍ଭାଗ୍ୟ । । କିନ୍ତୁ ଯଦି ମୁଁ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୁଏ, ତାହା ହେଉଛି ମୋର ସୌଭାଗ୍ୟ। ତେଣୁ ଭଗବଦ୍-ଗୀତାରେ ଏହା କୁହାଯାଏ, ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ (ଭ.ଗୀ. ୯.୧୩) । ସେମାନେ ଆଧ୍ୟାତ୍ମିକ ଶକ୍ତିର ଆଶ୍ରୟ ନିଅନ୍ତି, ସେମାନେ ମହାତ୍ମା । ଏବଂ ସେମାନଙ୍କର ଲକ୍ଷଣ କ’ଣ: ଭଜନ୍ତି ଅନନ୍ୟ ମନସୋ, କେବଳ ଭକ୍ତି ସେବାରେ ନିୟୋଜିତ । ତାହା ହେଉଛି ତାହା । "
690512 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍