OR/Prabhupada 0017 - ପରା ଶକ୍ତି ଅପରା ଶକ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0017 - in all Languages Category:OR-Quotes - 1970 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 8: Line 8:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0016 - ମୁଁ କାମ କରିବା ପାଇଁ ଚାହେଁ|0016|OR/Prabhupada 0018 - ଗୁରୁଙ୍କ ପାଦପଦ୍ମରେ ଦୃଢ ବିଶ୍ଵାସ|0018}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
'''<big>[[Vaniquotes:Two energies are working in this material world: the spiritual energy and the material energy|Original Vaniquotes page in English]]</big>'''
'''<big>[[Vaniquotes:ପରା ଶକ୍ତି ଅପରା ଶକ୍ତି|Original Vaniquotes page in English]]</big>'''
</div>
----
----
<!-- END ORIGINAL VANIQUOTES PAGE LINK-->
<!-- END ORIGINAL VANIQUOTES PAGE LINK-->


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Ws4EBt3lIw0|Spiritual Energy And Material Energy - Prabhupāda 0017}}
{{youtube_right|FLDjNGQLdto|ପରା ଶକ୍ତି ଅପରା ଶକ୍ତି <br/> - Prabhupāda 0017}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/700502IP.LA_clip2.mp3</mp3player>
<mp3player>https://s3.amazonaws.com/vanipedia/clip/700502IP.LA_clip2.mp3</mp3player>
<!-- END AUDIO LINK -->
<!-- END AUDIO LINK -->


Line 28: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
୨ ପ୍ରକାର ଶକ୍ତି ଏହି ଭୌତିକ ଜଗତ ରେ କାର୍ଯ୍ୟକାରୀ ଅଟେ; ଆଧ୍ୟଆତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି | ଭୌତିକ ଶକ୍ତି ମାନେ ହେଉଛି ଏହି ୮ ପ୍ରକାର ମୌଳିକ ଉପାଦାନ | ଭୁମିର୍ ଆପୋ ଅନଲୋ ଭାୟୁଃ:(ଭଗବତ୍ ଗୀତା ୭.) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ , ମନ, ବୁଦ୍ଧି, ଏବଂ ଅହଂକାର୍ | ଏହାସବୁ ହେଉଛି ଭୌତିକ | ଏବଂ ସେହିପରି, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ଏବଂ ମହାନ୍, ମହାନ୍, ମହାନ୍ | ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍ , ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍,, ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍ , ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ବାୟୁ ଅଗ୍ନି ଠାରୁ ଉତ୍କୃଶ୍ଟ୍, ଆକାଶ ବାୟୁ ଠାରୁ ଉତ୍କୃଶ୍ଟ୍ | ସେହିପରି, ବୁଦ୍ଧି ଆକାଶ ଠାରୁ ଉତ୍କୃଶ୍ଟ, ବା ମନ ଆକାଶ ଠାରୁ ଉତ୍କୃଶ୍ଟ | ମନ | ତୁମେମାନେ ଜାଣ, ମୁଁ ବହୁତ୍ ଗୁଡେ ଉଦାହରଣ ଦେଇଛି : ମନ ର ବେଗ ଉପରେ | ହଜାର ହଜାର ମାଇଲ ଦୁରତା କୁ ତୁମେ ୧ସେକେଣ୍ଡ୍ ରେ ଅତିକ୍ରମ କରିପାରିବ | ତେଣୁ ଏହା ଯେତେ ଉତ୍କୃଶ୍ଟ, ସେତେ ଶକ୍ତିଶାଳୀ | ସେହିପରି, ତୁମେ ଯେତବେଳେ ସମ୍ପୁର୍ଣ ଭାବେ ଆଧ୍ୟାତମିକ ଧାରାକୁ ଆସ, ଉତ୍କୃଶ୍ଟ,, ଯାହାଠାରୁ ସବୁକିଛି ଉତ୍ପନ୍ନ, ଓଃ ତାହା ହେଉଛି ସର୍ବ ଶକ୍ତିମାନ୍ | ତାହା ହିଁ ଆଧ୍ୟାତମିକ ଶକ୍ତି | ଏହା ଭଗବତ୍ ଗୀତାରେ ବର୍ନନା କରାଯାଇଛି | ଆଧ୍ୟାତମିକ ଶକ୍ତି କହିଲେ କଣ? ସେହି ଆଧ୍ୟାତମିକ ଶକ୍ତି ହେଉଛି ଜୀବିତ ବସ୍ତୁ/ଏଣ୍ଟିଟି/ପ୍ରାଣୀଜଗତ ବା ପ୍ରାଣୀମାନେ |"| ଅପରେୟଂ ଇତସ ତୁ ବିଦ୍ଧି ମେ ପ୍ରକୃତିମ୍ ପରା (ଭଗବତ୍ ଗୀତା ୭.) | କୃଷ୍ଣ କହିଛନ୍ତି, " ଏହାସବୁ ଭୌତିକ ଶକ୍ତି | ଏହା ପରେ ସେଠାରେ ଆଉକିଛି ଅଛି, ଆଧ୍ୟାତମିକ ଶକ୍ତି | ଅପରେୟଂ | ଅପରା ମାନେ ତୁଚ୍ଛ ବା ନିକୃଷ୍ଟ | ଅପରେୟଂ | "ଏହିସବୁ ବର୍ଣିତ ଭୌତିକ ଉପାଦାନ ସବୁ ହେଉଛି ତୁଚ୍ଛ ବା ନିକୃଷ୍ଟ ଶକ୍ତି | ମୋର ପ୍ରିୟ ଅର୍ଜୁନ", ଆଉ ଏହାପରେ ସେଠାରେ ରହିଛି ଉତ୍କୃଶ୍ଟ୍ ବା ଶ୍ରେଷ୍ଠ ଶକ୍ତି | ତାହା କଣ? ଜୀବ-ଭୁତ ମହା-ବାହୋ: "ଏହି ପ୍ରାଣୀଜଗତ ବା ପ୍ରାଣୀମାନେ |" ସେସବୁ ମଧ୍ୟ ଶକ୍ତି | ଆମ୍ଭେ ପ୍ରାଣୀମାନେ ମଧ୍ୟ ଶକ୍ତି, କିନ୍ତୁ ଉତ୍କୃଶ୍ଟ୍ ଶକ୍ତି | କେତେ ଉତ୍କୃଶ୍ଟ୍ ? କାରଣ ୟଏଦମ ଧାର୍ୟତେ ଜଗତ(ଭଗବତ୍ ଗୀତା ୭.) | ଉତ୍କୃଶ୍ଟ୍ ଶକ୍ତି ନିକୃଷ୍ଟ ଶକ୍ତିକୁ ନିୟନ୍ତ୍ରଣ କରେ | ବସ୍ତୁ ର କିଛି ଶକ୍ତି ନାହିଁ | ବଡ ଉଡାଜାହାଜ, ଭଲ ଯନ୍ତ୍ର, ସବୁ ଆକାଶରେ ଉଡେ, ସେସବୁ ଭୌତିକ ଉପାଦାନରେ ଗଢ଼ା | କିନ୍ତୁ ଯେପର୍ଯ୍ୟନ୍ତ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଅଛି, ଏହା କିଛି କାର୍ଯ୍ୟର ନୁହେଁ | ହଜାର ହଜାର ବର୍ଷ ଧରି ଏହି ଯେଟ୍ ଉଡାଜାହାଜ ଟି ଐରପୋରଟ୍ ରେ ଠିଆ ହେବ; ଯେପର୍ଯ୍ୟନ୍ତ ସେହି ଛୋଟ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଆସି ଏହାକୁ ନ ଛୁଇଁଛି, ସେପର୍ଯ୍ୟନ୍ତ ଏହା ଉଡି ପାରିବ ନାହିଁ | ତାହାଲେ ଭଗବାନଅଂକୁ ବୁଝିବାରେ ବାଧା କେଉଁଠୁ ଆସୁଛି? ତେଣୁ ସାଧାରଣ କଥା ହେଲା, ଯଦି ଏହି ବିରାଟ ଯନ୍ତ୍ର ... ବହୁତ୍ ଗୁଡିଏ ଯନ୍ତ୍ର ଉପକରଣ ସବୁ ରହିଛି, କିନ୍ତୁ ସେଗୁଡିକ ଏହି ଆଧ୍ୟାତମିକ ଶକ୍ତି ବିନା ଗତି କରିପାରିବେ ନାହିଁ | ମନୁଷ୍ୟ ବା ପ୍ରାଣୀ. କିପରି ତୁମେ ଏହା ଭାବିପାରୁଛ କି ଏହି ଭୌତିକ ଶକ୍ତି କାହାର ନିୟନ୍ତ୍ରଣ ବିନା ଆପେ ପରିଚାଳିତ ? କେମିତି ତୁମେ ଏହିପରି ତୁମର ଯୁକ୍ତି ବାଢୀପାରୁଛ ? ତାହା ସମ୍ଭବପର ନୁହେଁ | ତେଣୁ କମ୍ ବୁଦ୍ଧିମାନ୍ ଶ୍ରେଣୀର ଲୋକମାନେ, ସେମାନେ ବୁଝିପାରନ୍ତି ନାହିଁ ଯେ କିପରି ଏହି ଭୌତିକ ଶକ୍ତି ଭାଗବାନକଂ ଦ୍ବାରା ପରିଚାଳିତ ବା ନିୟନ୍ତ୍ରିତ |
୨ପ୍ରକାର ଶକ୍ତି ଏହି ଭୌତିକ ଜଗତ ରେ କାର୍ଯ୍ୟକାରୀ ଅଟେ; ଆଧ୍ୟଆତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି | ଭୌତିକ ଶକ୍ତି ମାନେ ହେଉଛି ଏହି ୮ ପ୍ରକାର ମୌଳିକ ଉପାଦାନ | ଭୁମିର୍ ଆପୋ ଅନଲୋ ଭାୟୁଃ([[Vanisource:BG 7.4 (1972)|BG 7.4]]) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଏବଂ ଅହଂକାର | ଏହାସବୁ ହେଉଛି ଭୌତିକ | ଏବଂ ସେହିପରି, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ଏବଂ ମହାନ୍, ମହାନ୍, ମହାନ୍ | ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍, ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍, ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ବାୟୁ ଅଗ୍ନି ଠାରୁ ଉତ୍କୃଶ୍ଟ୍, ଆକାଶ ବାୟୁ ଠାରୁ ଉତ୍କୃଶ୍ଟ୍ | ସେହିପରି, ବୁଦ୍ଧି ଆକାଶ ଠାରୁଉତ୍କୃଶ୍ଟ, ବା ମନ ଆକାଶ ଠାରୁ ଉତ୍କୃଶ୍ଟ | ମନ | ତୁମେମାନେ ଜାଣ, ମୁଁ ବହୁତ୍ ଗୁଡେ ଉଦାହରଣ ଦେଇଛି: ମନର ବେଗ ଉପରେ | ହଜାର ହଜାର ମାଇଲ ଦୁରତାକୁ ତୁମେ ୧ସେକେଣ୍ଡ୍ରେ ଅତିକ୍ରମ କରିପାରିବ | ତେଣୁ ଏହା ଯେତେ ଉତ୍କୃଶ୍ଟ, ସେତେ ଶକ୍ତିଶାଳୀ | ସେହିପରି, ତୁମେ ଯେତବେଳେ ସମ୍ପୁର୍ଣ ଭାବେ ଆଧ୍ୟାତମିକ ଧାରାକୁ ଆସ, ଉତ୍କୃଶ୍ଟ, ଯାହାଠାରୁ ସବୁକିଛି ଉତ୍ପନ୍ନ, ଓଃ ତାହା ହେଉଛି ସର୍ବ ଶକ୍ତିମାନ୍ | ତାହା ହିଁ ଆଧ୍ୟାତମିକ ଶକ୍ତି | ଏହା ଭଗବତ୍ ଗୀତାରେ ବର୍ନନା କରାଯାଇଛି | ଆଧ୍ୟାତମିକ ଶକ୍ତି କହିଲେ କଣ? ସେହି ଆଧ୍ୟାତମିକ ଶକ୍ତି ହେଉଛି ଜୀବିତ ବସ୍ତୁ/ଏଣ୍ଟିଟି/ପ୍ରାଣୀଜଗତ ବା ପ୍ରାଣୀମାନେ |"ଅପରେୟଂ ଇତସ ତୁ ବିଦ୍ଧି ମେ ପ୍ରକୃତିମ୍ ପରା([[Vanisource:BG 7.5 (1972)|BG 7.5]]) | କୃଷ୍ଣ କହିଛନ୍ତି," ଏହାସବୁ ଭୌତିକ ଶକ୍ତି | ଏହା ପରେ ସେଠାରେ ଆଉକିଛି ଅଛି, ଆଧ୍ୟାତମିକ ଶକ୍ତି | ଅପରେୟଂ | ଅପରା ମାନେ ତୁଚ୍ଛ ବା ନିକୃଷ୍ଟ | ଅପରେୟଂ | "ଏହିସବୁ ବର୍ଣିତ ଭୌତିକ ଉପାଦାନ ସବୁ ହେଉଛି ତୁଚ୍ଛ ବା ନିକୃଷ୍ଟ ଶକ୍ତି | ମୋର ପ୍ରିୟ ଅର୍ଜୁନ," ଆଉ ଏହାପରେ ସେଠାରେ ରହିଛି ଉତ୍କୃଶ୍ଟ୍ ବା ଶ୍ରେଷ୍ଠ ଶକ୍ତି | ତାହା କଣ? ଜୀବ-ଭୁତ ମହା-ବାହୋ: "ଏହି ପ୍ରାଣୀଜଗତ ବା ପ୍ରାଣୀମାନେ |" ସେସବୁ ମଧ୍ୟ ଶକ୍ତି | ଆମ୍ଭେ ପ୍ରାଣୀମାନେ ମଧ୍ୟ ଶକ୍ତି, କିନ୍ତୁ ଉତ୍କୃଶ୍ଟ୍ ଶକ୍ତି | କେତେ ଉତ୍କୃଶ୍ଟ୍? କାରଣ ୟଏଦମ ଧାର୍ୟତେ ଜଗତ([[Vanisource:BG 7.5 (1972)|BG 7.5]]) | ଉତ୍କୃଶ୍ଟ୍ ଶକ୍ତି ନିକୃଷ୍ଟ ଶକ୍ତିକୁ ନିୟନ୍ତ୍ରଣ କରେ | ବସ୍ତୁର କିଛି ଶକ୍ତି ନାହିଁ | ବଡ ଉଡାଜାହାଜ, ଭଲ ଯନ୍ତ୍ର, ସବୁ ଆକାଶରେ ଉଡେ, ସେସବୁ ଭୌତିକ ଉପାଦାନରେ ଗଢ଼ା | କିନ୍ତୁ ଯେପର୍ଯ୍ୟନ୍ତ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଅଛି, ଏହା କିଛି କାର୍ଯ୍ୟର ନୁହେଁ | ହଜାର ହଜାର ବର୍ଷ ଧରି ଏହି ଯେଟ୍ ଉଡାଜାହାଜଟି ଐରପୋରଟ୍ରେ ଠିଆ ହେବ; ଯେପର୍ଯ୍ୟନ୍ତ ସେହି ଛୋଟ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଆସି ଏହାକୁ ନଛୁଇଁଛି, ସେପର୍ଯ୍ୟନ୍ତ ଏହା ଉଡି ପାରିବ ନାହିଁ | ତାହାଲେ ଭଗବାନଅଂକୁ ବୁଝିବାରେ ବାଧା କେଉଁଠୁ ଆସୁଛି? ତେଣୁ ସାଧାରଣ କଥା ହେଲା, ଯଦି ଏହି ବିରାଟ ଯନ୍ତ୍ର ... ବହୁତ୍ ଗୁଡିଏ ଯନ୍ତ୍ର ଉପକରଣ ସବୁ ରହିଛି, କିନ୍ତୁ ସେଗୁଡିକ ଏହି ଆଧ୍ୟାତମିକ ଶକ୍ତି ବିନା ଗତି କରିପାରିବେ ନାହିଁ | ମନୁଷ୍ୟ ବା ପ୍ରାଣୀ କିପରି ତୁମେ ଏହା ଭାବିପାରୁଛକି ଏହି ଭୌତିକ ଶକ୍ତି କାହାର ନିୟନ୍ତ୍ରଣ ବିନା ଆପେ ପରିଚାଳିତ? କେମିତି ତୁମେ ଏହିପରି ତୁମର ଯୁକ୍ତି ବାଢୀପାରୁଛ? ତାହା ସମ୍ଭବପର ନୁହେଁ | ତେଣୁ କମ୍ ବୁଦ୍ଧିମାନ୍ ଶ୍ରେଣୀର ଲୋକମାନେ, ସେମାନେ ବୁଝିପାରନ୍ତି ନାହିଁ ଯେ କିପରି ଏହି ଭୌତିକ ଶକ୍ତି ଭାଗବାନକଂ ଦ୍ବାରା ପରିଚାଳିତ ବା ନିୟନ୍ତ୍ରିତ |
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:08, 16 October 2018

Original Vaniquotes page in English



Lecture on Sri Isopanisad, Mantra 1 -- Los Angeles, May 2, 1970

୨ପ୍ରକାର ଶକ୍ତି ଏହି ଭୌତିକ ଜଗତ ରେ କାର୍ଯ୍ୟକାରୀ ଅଟେ; ଆଧ୍ୟଆତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି | ଭୌତିକ ଶକ୍ତି ମାନେ ହେଉଛି ଏହି ୮ ପ୍ରକାର ମୌଳିକ ଉପାଦାନ | ଭୁମିର୍ ଆପୋ ଅନଲୋ ଭାୟୁଃ(BG 7.4) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଏବଂ ଅହଂକାର | ଏହାସବୁ ହେଉଛି ଭୌତିକ | ଏବଂ ସେହିପରି, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ଏବଂ ମହାନ୍, ମହାନ୍, ମହାନ୍ | ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍, ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍, ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ବାୟୁ ଅଗ୍ନି ଠାରୁ ଉତ୍କୃଶ୍ଟ୍, ଆକାଶ ବାୟୁ ଠାରୁ ଉତ୍କୃଶ୍ଟ୍ | ସେହିପରି, ବୁଦ୍ଧି ଆକାଶ ଠାରୁଉତ୍କୃଶ୍ଟ, ବା ମନ ଆକାଶ ଠାରୁ ଉତ୍କୃଶ୍ଟ | ମନ | ତୁମେମାନେ ଜାଣ, ମୁଁ ବହୁତ୍ ଗୁଡେ ଉଦାହରଣ ଦେଇଛି: ମନର ବେଗ ଉପରେ | ହଜାର ହଜାର ମାଇଲ ଦୁରତାକୁ ତୁମେ ୧ସେକେଣ୍ଡ୍ରେ ଅତିକ୍ରମ କରିପାରିବ | ତେଣୁ ଏହା ଯେତେ ଉତ୍କୃଶ୍ଟ, ସେତେ ଶକ୍ତିଶାଳୀ | ସେହିପରି, ତୁମେ ଯେତବେଳେ ସମ୍ପୁର୍ଣ ଭାବେ ଆଧ୍ୟାତମିକ ଧାରାକୁ ଆସ, ଉତ୍କୃଶ୍ଟ, ଯାହାଠାରୁ ସବୁକିଛି ଉତ୍ପନ୍ନ, ଓଃ ତାହା ହେଉଛି ସର୍ବ ଶକ୍ତିମାନ୍ | ତାହା ହିଁ ଆଧ୍ୟାତମିକ ଶକ୍ତି | ଏହା ଭଗବତ୍ ଗୀତାରେ ବର୍ନନା କରାଯାଇଛି | ଆଧ୍ୟାତମିକ ଶକ୍ତି କହିଲେ କଣ? ସେହି ଆଧ୍ୟାତମିକ ଶକ୍ତି ହେଉଛି ଜୀବିତ ବସ୍ତୁ/ଏଣ୍ଟିଟି/ପ୍ରାଣୀଜଗତ ବା ପ୍ରାଣୀମାନେ |"ଅପରେୟଂ ଇତସ ତୁ ବିଦ୍ଧି ମେ ପ୍ରକୃତିମ୍ ପରା(BG 7.5) | କୃଷ୍ଣ କହିଛନ୍ତି," ଏହାସବୁ ଭୌତିକ ଶକ୍ତି | ଏହା ପରେ ସେଠାରେ ଆଉକିଛି ଅଛି, ଆଧ୍ୟାତମିକ ଶକ୍ତି | ଅପରେୟଂ | ଅପରା ମାନେ ତୁଚ୍ଛ ବା ନିକୃଷ୍ଟ | ଅପରେୟଂ | "ଏହିସବୁ ବର୍ଣିତ ଭୌତିକ ଉପାଦାନ ସବୁ ହେଉଛି ତୁଚ୍ଛ ବା ନିକୃଷ୍ଟ ଶକ୍ତି | ମୋର ପ୍ରିୟ ଅର୍ଜୁନ," ଆଉ ଏହାପରେ ସେଠାରେ ରହିଛି ଉତ୍କୃଶ୍ଟ୍ ବା ଶ୍ରେଷ୍ଠ ଶକ୍ତି | ତାହା କଣ? ଜୀବ-ଭୁତ ମହା-ବାହୋ: "ଏହି ପ୍ରାଣୀଜଗତ ବା ପ୍ରାଣୀମାନେ |" ସେସବୁ ମଧ୍ୟ ଶକ୍ତି | ଆମ୍ଭେ ପ୍ରାଣୀମାନେ ମଧ୍ୟ ଶକ୍ତି, କିନ୍ତୁ ଉତ୍କୃଶ୍ଟ୍ ଶକ୍ତି | କେତେ ଉତ୍କୃଶ୍ଟ୍? କାରଣ ୟଏଦମ ଧାର୍ୟତେ ଜଗତ(BG 7.5) | ଉତ୍କୃଶ୍ଟ୍ ଶକ୍ତି ନିକୃଷ୍ଟ ଶକ୍ତିକୁ ନିୟନ୍ତ୍ରଣ କରେ | ବସ୍ତୁର କିଛି ଶକ୍ତି ନାହିଁ | ବଡ ଉଡାଜାହାଜ, ଭଲ ଯନ୍ତ୍ର, ସବୁ ଆକାଶରେ ଉଡେ, ସେସବୁ ଭୌତିକ ଉପାଦାନରେ ଗଢ଼ା | କିନ୍ତୁ ଯେପର୍ଯ୍ୟନ୍ତ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଅଛି, ଏହା କିଛି କାର୍ଯ୍ୟର ନୁହେଁ | ହଜାର ହଜାର ବର୍ଷ ଧରି ଏହି ଯେଟ୍ ଉଡାଜାହାଜଟି ଐରପୋରଟ୍ରେ ଠିଆ ହେବ; ଯେପର୍ଯ୍ୟନ୍ତ ସେହି ଛୋଟ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଆସି ଏହାକୁ ନଛୁଇଁଛି, ସେପର୍ଯ୍ୟନ୍ତ ଏହା ଉଡି ପାରିବ ନାହିଁ | ତାହାଲେ ଭଗବାନଅଂକୁ ବୁଝିବାରେ ବାଧା କେଉଁଠୁ ଆସୁଛି? ତେଣୁ ସାଧାରଣ କଥା ହେଲା, ଯଦି ଏହି ବିରାଟ ଯନ୍ତ୍ର ... ବହୁତ୍ ଗୁଡିଏ ଯନ୍ତ୍ର ଉପକରଣ ସବୁ ରହିଛି, କିନ୍ତୁ ସେଗୁଡିକ ଏହି ଆଧ୍ୟାତମିକ ଶକ୍ତି ବିନା ଗତି କରିପାରିବେ ନାହିଁ | ମନୁଷ୍ୟ ବା ପ୍ରାଣୀ କିପରି ତୁମେ ଏହା ଭାବିପାରୁଛକି ଏହି ଭୌତିକ ଶକ୍ତି କାହାର ନିୟନ୍ତ୍ରଣ ବିନା ଆପେ ପରିଚାଳିତ? କେମିତି ତୁମେ ଏହିପରି ତୁମର ଯୁକ୍ତି ବାଢୀପାରୁଛ? ତାହା ସମ୍ଭବପର ନୁହେଁ | ତେଣୁ କମ୍ ବୁଦ୍ଧିମାନ୍ ଶ୍ରେଣୀର ଲୋକମାନେ, ସେମାନେ ବୁଝିପାରନ୍ତି ନାହିଁ ଯେ କିପରି ଏହି ଭୌତିକ ଶକ୍ତି ଭାଗବାନକଂ ଦ୍ବାରା ପରିଚାଳିତ ବା ନିୟନ୍ତ୍ରିତ |