OR/Prabhupada 0119 - ଆତ୍ମା ଅକ୍ଷୟ ଅଟେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0119 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0118 - ପ୍ରଚାର କରିବା ଏତେ କଷ୍ଟକର କାମ ନୁହେଁ|0118|OR/Prabhupada 0120 - ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି|0120}}
{{1080 videos navigation - All Languages|Oriya|OR/Prabhupada 0118 - ପ୍ରଚାର କରିବା ଏତେ କଷ୍ଟକର କାମ ନୁହେଁ|0118|OR/Prabhupada 0120 - ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି|0120}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|nIKuqIogfmw|ଆତ୍ମା ଅକ୍ଷୟ ଅଟେ<br/>- Prabhupāda 0119}}
{{youtube_right|jRGEhVMyRf4|ଆତ୍ମା ଅକ୍ଷୟ ଅଟେ<br/>- Prabhupāda 0119}}
<!-- END VIDEO LINK -->
<!-- END VIDEO LINK -->


Line 40: Line 40:
:ତଥା ଦେହାନ୍ତରପ୍ରାପ୍ତିର୍   
:ତଥା ଦେହାନ୍ତରପ୍ରାପ୍ତିର୍   
:ଧୀରସ୍ ତତ୍ର ନ ମୁହ୍ୟତି  
:ଧୀରସ୍ ତତ୍ର ନ ମୁହ୍ୟତି  
:([[Vanisource:BG 2.13|BG 2.13]])  
:([[Vanisource:BG 2.13 (1972)|BG 2.13]])  


ଆତ୍ମା ଅକ୍ଷୟ ଅଟେ । ଶରୀର ପରିବର୍ତ୍ତନ ହୁଏ । ତାହା ବୁଝିବାକୁ ହେବ । ଶରୀର ପରିବର୍ତ୍ତନ ହୁଏ । ତାହା ସମସ୍ତେ ବୁଝିପାରିବେ । ଯେପରି ତୁମର ପିଲାଦିନେ ତୁମର ଶରୀର ଥିଲା... ଯେପରି ଏହି ଶିଶୁ, ଏକ ଭିନ୍ନ ଶରୀର । ଏବଂ ଯେତେବେଳେ ସେହି ଶିଶୁ ଯୁବତୀ ହେବ, ତାହା ଏକ ଭିନ୍ନ ଶରୀର ହୋଇଯିବ । କିନ୍ତୁ ଅାତ୍ମା ଏହି ଶରୀର ଏବଂ ସେହି ଶରୀରରେ ଅଛି । ତେଣୁ ଏହା ହେଉଛି ପ୍ରମାଣ ଯେ ଆତ୍ମା ପରିବର୍ତ୍ତନ ହୁଏ ନାହିଁ, ଶରୀର ପରିବର୍ତ୍ତନ ହୁଏ । ଏହା ହେଉଛି ପ୍ରମାଣ । ମୁଁ ମୋ ପିଲା ଦିନ କଥା ଭାବୁଛି । ତାହାର ଅର୍ଥ ମୁଁ ସେହି ସମାନ "ମୁଁ" ଯାହା ମୁଁ ମୋର ପିଲା ଦିନେ ଥିଲି, ଏବଂ ମୁଁ ମୋର ପିଲା ଦିନ ମନେ ପକଉଥିଲି ମୁଁ ଏହା କରୁଥିଲି, ମୁଁ ତାହା କରିଛି । କିନ୍ତୁ ସେହି ପିଲା ଦିନ ଶରୀର ଆଉ ନାହିଁ । ତାହା ଚାଲିଗଲା । ସେଥିପାଇଁ ଏହା ଉପସଂହାର ଯେ ମୋ ଶରୀର ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ମୁଁ ସେହି ସମାନ ଅଟେ । ଏହା ନୁହେଁ କି? ଏହା ସରଳ ସତ୍ୟ । ତେଣୁ ଏହି ଶରୀର ପରିବର୍ତ୍ତନ ହୋଇଯିବ, ତଥାପି ମୁଁ ରହିବି । ମୁଁ ଅନ୍ୟ ଏକ ଶରୀରରେ ପ୍ରବେଶ କରିପାରେ, ତାହା ଫରକ ପକାଏ ନାହିଁ, କିନ୍ତୁ ମୁଁ ରହିବି । ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ ତତ୍ର ନ ମୁହ୍ୟତି ([[Vanisource:BG 2.13|BG 2.13]]) । ଯେପରି ମୁଁ ମୋର ଶରୀର ପରିବର୍ତ୍ତନ କରୁଛି ଏପରିକି ବର୍ତ୍ତମାନ ପରିସ୍ଥିତିରେ, ସେହିପାରି, ଅନ୍ତିମ ପରିବର୍ତ୍ତନର ଅର୍ଥ ନୁହେଁ ମୁଁ ମରିଗଲି । ମୁଁ ଅନ୍ୟ ଶରୀରରେ ପ୍ରବେଶ...ତାହା ମଧ୍ୟ ବର୍ଣ୍ଣନା କରାଯାଇଛି, ବାସାଂସି ଜୀର୍ଣ୍ଣାନି ଯଥା ([[Vanisource:BG 2.22|BG 2.22]]), ମୋର ପରିବର୍ତ୍ତନ ହୁଏ । ଯେପରିକି ଯେତେବେଳେ ମୁଁ ସନ୍ୟାସୀ ନ ଥିଲି, ମୁଁ ଅନ୍ୟ ଭଦ୍ର ବ୍ୟକ୍ତିମାନଙ୍କ ପରି ପୋଷାକ ପିନ୍ଧୁଥିଲି । ବର୍ତ୍ତମାନ ମୁଁ ମୋର ପୋଷାକ ପରିବର୍ତ୍ତନ କରିଦେଇଛି । ତାହାର ଅର୍ଥ ନୁହେଁ ଯେ ମୁଁ ମରି ଗଲି । ନା । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି, ବାସ୍ । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି ।  
ଆତ୍ମା ଅକ୍ଷୟ ଅଟେ । ଶରୀର ପରିବର୍ତ୍ତନ ହୁଏ । ତାହା ବୁଝିବାକୁ ହେବ । ଶରୀର ପରିବର୍ତ୍ତନ ହୁଏ । ତାହା ସମସ୍ତେ ବୁଝିପାରିବେ । ଯେପରି ତୁମର ପିଲାଦିନେ ତୁମର ଶରୀର ଥିଲା... ଯେପରି ଏହି ଶିଶୁ, ଏକ ଭିନ୍ନ ଶରୀର । ଏବଂ ଯେତେବେଳେ ସେହି ଶିଶୁ ଯୁବତୀ ହେବ, ତାହା ଏକ ଭିନ୍ନ ଶରୀର ହୋଇଯିବ । କିନ୍ତୁ ଅାତ୍ମା ଏହି ଶରୀର ଏବଂ ସେହି ଶରୀରରେ ଅଛି । ତେଣୁ ଏହା ହେଉଛି ପ୍ରମାଣ ଯେ ଆତ୍ମା ପରିବର୍ତ୍ତନ ହୁଏ ନାହିଁ, ଶରୀର ପରିବର୍ତ୍ତନ ହୁଏ । ଏହା ହେଉଛି ପ୍ରମାଣ । ମୁଁ ମୋ ପିଲା ଦିନ କଥା ଭାବୁଛି । ତାହାର ଅର୍ଥ ମୁଁ ସେହି ସମାନ "ମୁଁ" ଯାହା ମୁଁ ମୋର ପିଲା ଦିନେ ଥିଲି, ଏବଂ ମୁଁ ମୋର ପିଲା ଦିନ ମନେ ପକଉଥିଲି ମୁଁ ଏହା କରୁଥିଲି, ମୁଁ ତାହା କରିଛି । କିନ୍ତୁ ସେହି ପିଲା ଦିନ ଶରୀର ଆଉ ନାହିଁ । ତାହା ଚାଲିଗଲା । ସେଥିପାଇଁ ଏହା ଉପସଂହାର ଯେ ମୋ ଶରୀର ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ମୁଁ ସେହି ସମାନ ଅଟେ । ଏହା ନୁହେଁ କି? ଏହା ସରଳ ସତ୍ୟ । ତେଣୁ ଏହି ଶରୀର ପରିବର୍ତ୍ତନ ହୋଇଯିବ, ତଥାପି ମୁଁ ରହିବି । ମୁଁ ଅନ୍ୟ ଏକ ଶରୀରରେ ପ୍ରବେଶ କରିପାରେ, ତାହା ଫରକ ପକାଏ ନାହିଁ, କିନ୍ତୁ ମୁଁ ରହିବି । ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ ତତ୍ର ନ ମୁହ୍ୟତି ([[Vanisource:BG 2.13 (1972)|BG 2.13]]) । ଯେପରି ମୁଁ ମୋର ଶରୀର ପରିବର୍ତ୍ତନ କରୁଛି ଏପରିକି ବର୍ତ୍ତମାନ ପରିସ୍ଥିତିରେ, ସେହିପାରି, ଅନ୍ତିମ ପରିବର୍ତ୍ତନର ଅର୍ଥ ନୁହେଁ ମୁଁ ମରିଗଲି । ମୁଁ ଅନ୍ୟ ଶରୀରରେ ପ୍ରବେଶ...ତାହା ମଧ୍ୟ ବର୍ଣ୍ଣନା କରାଯାଇଛି, ବାସାଂସି ଜୀର୍ଣ୍ଣାନି ଯଥା ([[Vanisource:BG 2.22 (1972)|BG 2.22]]), ମୋର ପରିବର୍ତ୍ତନ ହୁଏ । ଯେପରିକି ଯେତେବେଳେ ମୁଁ ସନ୍ୟାସୀ ନ ଥିଲି, ମୁଁ ଅନ୍ୟ ଭଦ୍ର ବ୍ୟକ୍ତିମାନଙ୍କ ପରି ପୋଷାକ ପିନ୍ଧୁଥିଲି । ବର୍ତ୍ତମାନ ମୁଁ ମୋର ପୋଷାକ ପରିବର୍ତ୍ତନ କରିଦେଇଛି । ତାହାର ଅର୍ଥ ନୁହେଁ ଯେ ମୁଁ ମରି ଗଲି । ନା । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି, ବାସ୍ । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 13:22, 17 October 2018



Lecture on BG 2.1-10 and Talk -- Los Angeles, November 25, 1968

ପ୍ରଭୁପାଦ: ହଁ ।

ଶ୍ରୀମତି: କ'ଣ ଏହି ବୟସ, ଯେତେବେଳେ ଆତ୍ମା ଶରୀର ତ୍ୟାଗ କରୁଛି, ତୁମେ ବୁଢ଼ା ହୋଇଯାଅ?

ପ୍ରଭୁପାଦ: ନା, ଆତ୍ମା ବୁଢ଼ା ହୁଏ ନାହିଁ । ଶରୀର ପରିବର୍ତ୍ତନ ହୁଏ, ତାହା ହେଉଛି ପ୍ରକ୍ରିୟା । ତାହା ବର୍ଣ୍ଣନା କରାଯିବ,

ଦେହିନୋଽସ୍ମିନ୍ ଯଥା ଦେହେ
କୌମାରଂ ଯୌବନଂ ଜରା
ତଥା ଦେହାନ୍ତରପ୍ରାପ୍ତିର୍
ଧୀରସ୍ ତତ୍ର ନ ମୁହ୍ୟତି
(BG 2.13)

ଆତ୍ମା ଅକ୍ଷୟ ଅଟେ । ଶରୀର ପରିବର୍ତ୍ତନ ହୁଏ । ତାହା ବୁଝିବାକୁ ହେବ । ଶରୀର ପରିବର୍ତ୍ତନ ହୁଏ । ତାହା ସମସ୍ତେ ବୁଝିପାରିବେ । ଯେପରି ତୁମର ପିଲାଦିନେ ତୁମର ଶରୀର ଥିଲା... ଯେପରି ଏହି ଶିଶୁ, ଏକ ଭିନ୍ନ ଶରୀର । ଏବଂ ଯେତେବେଳେ ସେହି ଶିଶୁ ଯୁବତୀ ହେବ, ତାହା ଏକ ଭିନ୍ନ ଶରୀର ହୋଇଯିବ । କିନ୍ତୁ ଅାତ୍ମା ଏହି ଶରୀର ଏବଂ ସେହି ଶରୀରରେ ଅଛି । ତେଣୁ ଏହା ହେଉଛି ପ୍ରମାଣ ଯେ ଆତ୍ମା ପରିବର୍ତ୍ତନ ହୁଏ ନାହିଁ, ଶରୀର ପରିବର୍ତ୍ତନ ହୁଏ । ଏହା ହେଉଛି ପ୍ରମାଣ । ମୁଁ ମୋ ପିଲା ଦିନ କଥା ଭାବୁଛି । ତାହାର ଅର୍ଥ ମୁଁ ସେହି ସମାନ "ମୁଁ" ଯାହା ମୁଁ ମୋର ପିଲା ଦିନେ ଥିଲି, ଏବଂ ମୁଁ ମୋର ପିଲା ଦିନ ମନେ ପକଉଥିଲି ମୁଁ ଏହା କରୁଥିଲି, ମୁଁ ତାହା କରିଛି । କିନ୍ତୁ ସେହି ପିଲା ଦିନ ଶରୀର ଆଉ ନାହିଁ । ତାହା ଚାଲିଗଲା । ସେଥିପାଇଁ ଏହା ଉପସଂହାର ଯେ ମୋ ଶରୀର ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ମୁଁ ସେହି ସମାନ ଅଟେ । ଏହା ନୁହେଁ କି? ଏହା ସରଳ ସତ୍ୟ । ତେଣୁ ଏହି ଶରୀର ପରିବର୍ତ୍ତନ ହୋଇଯିବ, ତଥାପି ମୁଁ ରହିବି । ମୁଁ ଅନ୍ୟ ଏକ ଶରୀରରେ ପ୍ରବେଶ କରିପାରେ, ତାହା ଫରକ ପକାଏ ନାହିଁ, କିନ୍ତୁ ମୁଁ ରହିବି । ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ ତତ୍ର ନ ମୁହ୍ୟତି (BG 2.13) । ଯେପରି ମୁଁ ମୋର ଶରୀର ପରିବର୍ତ୍ତନ କରୁଛି ଏପରିକି ବର୍ତ୍ତମାନ ପରିସ୍ଥିତିରେ, ସେହିପାରି, ଅନ୍ତିମ ପରିବର୍ତ୍ତନର ଅର୍ଥ ନୁହେଁ ମୁଁ ମରିଗଲି । ମୁଁ ଅନ୍ୟ ଶରୀରରେ ପ୍ରବେଶ...ତାହା ମଧ୍ୟ ବର୍ଣ୍ଣନା କରାଯାଇଛି, ବାସାଂସି ଜୀର୍ଣ୍ଣାନି ଯଥା (BG 2.22), ମୋର ପରିବର୍ତ୍ତନ ହୁଏ । ଯେପରିକି ଯେତେବେଳେ ମୁଁ ସନ୍ୟାସୀ ନ ଥିଲି, ମୁଁ ଅନ୍ୟ ଭଦ୍ର ବ୍ୟକ୍ତିମାନଙ୍କ ପରି ପୋଷାକ ପିନ୍ଧୁଥିଲି । ବର୍ତ୍ତମାନ ମୁଁ ମୋର ପୋଷାକ ପରିବର୍ତ୍ତନ କରିଦେଇଛି । ତାହାର ଅର୍ଥ ନୁହେଁ ଯେ ମୁଁ ମରି ଗଲି । ନା । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି, ବାସ୍ । ମୁଁ ମୋର ଶରୀର ପରିବର୍ତ୍ତନ କରିଦେଇଛି ।