OR/Prabhupada 0121 - ଶେଷରେ କୃଷ୍ଣ କାମକରୁଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0121 - in all Languages Category:OR-Quotes - 1973 Category:OR-Quotes - Mor...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0120 - ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି|0120|OR/Prabhupada 0122 - ଏହି ଦୁର୍ଜନମାନେ ଭାବୁଛନ୍ତି, 'ମୁଁ ହେଉଛି ଏହି ଶରୀର ।'|0122}}
{{1080 videos navigation - All Languages|Oriya|OR/Prabhupada 0120 - ଅଚିନ୍ତ୍ୟ ରହସ୍ୟବାଦୀ ଶକ୍ତି|0120|OR/Prabhupada 0122 - ଏହି ଦୁର୍ଜନମାନେ ଭାବୁଛନ୍ତି, 'ମୁଁ ହେଉଛି ଏହି ଶରୀର ।'|0122}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|t9x5TR1XQ8w|ଶେଷରେ କୃଷ୍ଣ କାମକରୁଛନ୍ତି<br />- Prabhupāda 0121}}
{{youtube_right|cmQfPzz7W-c|ଶେଷରେ କୃଷ୍ଣ କାମକରୁଛନ୍ତି<br />- Prabhupāda 0121}}
<!-- END VIDEO LINK -->
<!-- END VIDEO LINK -->


Line 36: Line 36:
କୃଷ୍ଣ କ୍ରାନ୍ତି: ସେମାନେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି ।  
କୃଷ୍ଣ କ୍ରାନ୍ତି: ସେମାନେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି ।  


ପ୍ରଭୁପାଦ: ସେମାନେ ବଦମାସ । ଏହି କାମ ମସ୍ତିଷ୍କ କରୁନାହିଁ । ଏହି ଆତ୍ମା କାମ କରୁଛି । ସେହି ପରି: କମ୍ପ୍ୟୁଟର ଯନ୍ତ୍ର । ବଦମାସ ମାନେ ଭାବୁଛନ୍ତି କମ୍ପ୍ୟୁଟର କାମ କରୁଛି । ନା । ବ୍ୟକ୍ତି କାମ କରୁଛି । ସେ ବଟନ ଦବଉଛି ତେବେ ତାହା କାର୍ଯ୍ୟ କରୁଛି । ଅନ୍ୟଥା, ଏହି ଯନ୍ତ୍ରର ମୂଲ୍ୟ କ'ଣ? ତୁମେ ସେ ଯନ୍ତ୍ରକୁ ହଜାରେ ବର୍ଷ ରଖିଲେ, ମଧ୍ୟ ଏହା କାମ କରିବ ନାହିଁ । ଯେତେବେଳେ ଅନ୍ୟ ଏକ ବ୍ୟକ୍ତି ଆସି ବଟନଟି ଦବାଇବ, ତେବେ ଏହା କାମ କରିବ । ତେବେ କିଏ କାମ କରୁଛି? ଯନ୍ତ୍ର କାମ କରୁଛି ନା ମଣିଷ କାମ କରୁଛି? ଏବଂ ମଣିଷ ମଧ୍ୟ ଅନ୍ୟ ଏକ ଯନ୍ତ୍ର । ଏବଂ ଏହା ପରମାତ୍ମା, ଭଗବାନଙ୍କର ଉପସ୍ଥିତି ଯୋଗୁଁ କାମ କରୁଛି । ସେଥିପାଇଁ, ଅନ୍ତିମରେ, ଭଗବାନ୍ କାମ କରୁଛନ୍ତି । ଏକ ମୃତ ବ୍ୟକ୍ତି କାମ କରିପାରେ ନାହିଁ । ତେବେ କେତେ ସମୟ ଜଣେ ମଣିଷ ବଞ୍ଚିପାରିବ? ଯେବେ ପର୍ଯ୍ୟନ୍ତ ପରମାତ୍ମା ଅଛନ୍ତି, ଆତ୍ମା ସେଠାରେ ଅଛି । ଯଦିଓ ଆତ୍ମା ସେଥିରେ ଅଛି, ତେବେ ଯଦି ପରମାତ୍ମା ତାକୁ ବୁଦ୍ଧି ନ ଦିଅନ୍ତି, ତେବେ ସେ କାମ କରିପାରିବ ନାହିଁ । ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ ([[Vanisource:BG 15.15|BG 15.15]]) ଭଗବାନ ମୋତେ ବୁଦ୍ଧି ଦିଅନ୍ତି, "ତୁମେ ଏହି ବଟନ ଦବାଅ ।" ତାପରେ ମୁଁ ଏହି ବଟନ ଦବେଇବି । ତେଣୁ ଶେଷରେ କୃଷ୍ଣ କାମକରୁଛନ୍ତି । ଅପ୍ରଶିକ୍ଷିତ ବ୍ୟକ୍ତି ଅସି ଏଥିରେ କାମ କରି ପାରିବେ ନାହିଁ କାରଣ ସେଥିରେ କୌଣସି ବୁଦ୍ଧିମତା ନାହିଁ । ଏବଂ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଯିଏ ପ୍ରଶିକ୍ଷିତ, ସେ କାମ କରିପାରିବ । ତେଣୁ ଏହି ସବୁ କାଥା ଚାଲିଛି । ପରିଶେଷରେ କୃଷ୍ଣଙ୍କର କଥା ଆସେ । ତୁମେ କ'ଣ ଅନୁସନ୍ଧାନ କରୁଛ, ତୁମେ କ'ଣ କଥା ହେଉଛ, ତାହା କୃଷ୍ଣ ମଧ୍ୟ କରୁଛନ୍ତି । କୃଷ୍ଣ ତୁମକୁ ଦେଉଛନ୍ତି...ତୁମେ ଏହି ସୁବିଧା ପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରୁଛ । କୃଷ୍ଣ ତୁମକୁ ଦେଉଛନ୍ତି । ବେଳେ ବେଳେ ତୁମେ ପାଉଛ ଯେ ଆକସ୍ମକ ଭାବରେ ପରୀକ୍ଷଣ ସଫଳ ହୋଇଯାଏ । ତେଣୁ ଯେତେବେଳେ କୃଷ୍ଣ ଦେଖନ୍ତି  ତୁମେ ପରୀକ୍ଷଣରେ ଏତେ ହଇରାଣ ହେଉଛ, "ଠିକ୍ ଅଛି ଏହା କର ।" ଯେପରିକି ଯଶୋଦା ମାତା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ କରିପାରିଲେ ନାହିଁ । କିନ୍ତୁ ଯେତେବେଳେ କୃଷ୍ଣ ରାଜି ହୋଇଗଲେ, ଏହା ସମ୍ଭବ ହୋଇଗଲା । ସେହିପରି, ଆକସ୍ମିକ ଅର୍ଥାତ୍ କୃଷ୍ଣ ତୁମକୁ ସାହାର୍ଯ୍ୟ କରୁଛନ୍ତି: "ଠିକ୍ ଅଛି, ତୁମେ ଏତେ ପରିଶ୍ରମ କରୁଛ, ଏହି ପରିଣାମ ନିଅ ।" ସବୁକିଛି ହେଉଛନ୍ତି କୃଷ୍ଣ । ମତ୍ତଃ ସର୍ବଂ ପ୍ରବର୍ତତେ ([[Vanisource:BG 10.8|BG 10.8]]) । ଏହା ବର୍ଣ୍ଣନା କରାଯାଇଛି । ମତ୍ତଃ ସ୍ମୃତିଜ୍ଞାନମପୋହନଂ ଚ ([[Vanisource:BG 15.15|BG 15.15]]) । ସବୁକିଛି କୃଷ୍ଣଙ୍କ ଠାରୁ ଆସୁଛି ।  
ପ୍ରଭୁପାଦ: ସେମାନେ ବଦମାସ । ଏହି କାମ ମସ୍ତିଷ୍କ କରୁନାହିଁ । ଏହି ଆତ୍ମା କାମ କରୁଛି । ସେହି ପରି: କମ୍ପ୍ୟୁଟର ଯନ୍ତ୍ର । ବଦମାସ ମାନେ ଭାବୁଛନ୍ତି କମ୍ପ୍ୟୁଟର କାମ କରୁଛି । ନା । ବ୍ୟକ୍ତି କାମ କରୁଛି । ସେ ବଟନ ଦବଉଛି ତେବେ ତାହା କାର୍ଯ୍ୟ କରୁଛି । ଅନ୍ୟଥା, ଏହି ଯନ୍ତ୍ରର ମୂଲ୍ୟ କ'ଣ? ତୁମେ ସେ ଯନ୍ତ୍ରକୁ ହଜାରେ ବର୍ଷ ରଖିଲେ, ମଧ୍ୟ ଏହା କାମ କରିବ ନାହିଁ । ଯେତେବେଳେ ଅନ୍ୟ ଏକ ବ୍ୟକ୍ତି ଆସି ବଟନଟି ଦବାଇବ, ତେବେ ଏହା କାମ କରିବ । ତେବେ କିଏ କାମ କରୁଛି? ଯନ୍ତ୍ର କାମ କରୁଛି ନା ମଣିଷ କାମ କରୁଛି? ଏବଂ ମଣିଷ ମଧ୍ୟ ଅନ୍ୟ ଏକ ଯନ୍ତ୍ର । ଏବଂ ଏହା ପରମାତ୍ମା, ଭଗବାନଙ୍କର ଉପସ୍ଥିତି ଯୋଗୁଁ କାମ କରୁଛି । ସେଥିପାଇଁ, ଅନ୍ତିମରେ, ଭଗବାନ୍ କାମ କରୁଛନ୍ତି । ଏକ ମୃତ ବ୍ୟକ୍ତି କାମ କରିପାରେ ନାହିଁ । ତେବେ କେତେ ସମୟ ଜଣେ ମଣିଷ ବଞ୍ଚିପାରିବ? ଯେବେ ପର୍ଯ୍ୟନ୍ତ ପରମାତ୍ମା ଅଛନ୍ତି, ଆତ୍ମା ସେଠାରେ ଅଛି । ଯଦିଓ ଆତ୍ମା ସେଥିରେ ଅଛି, ତେବେ ଯଦି ପରମାତ୍ମା ତାକୁ ବୁଦ୍ଧି ନ ଦିଅନ୍ତି, ତେବେ ସେ କାମ କରିପାରିବ ନାହିଁ । ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ ([[Vanisource:BG 15.15 (1972)|BG 15.15]]) ଭଗବାନ ମୋତେ ବୁଦ୍ଧି ଦିଅନ୍ତି, "ତୁମେ ଏହି ବଟନ ଦବାଅ ।" ତାପରେ ମୁଁ ଏହି ବଟନ ଦବେଇବି । ତେଣୁ ଶେଷରେ କୃଷ୍ଣ କାମକରୁଛନ୍ତି । ଅପ୍ରଶିକ୍ଷିତ ବ୍ୟକ୍ତି ଅସି ଏଥିରେ କାମ କରି ପାରିବେ ନାହିଁ କାରଣ ସେଥିରେ କୌଣସି ବୁଦ୍ଧିମତା ନାହିଁ । ଏବଂ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଯିଏ ପ୍ରଶିକ୍ଷିତ, ସେ କାମ କରିପାରିବ । ତେଣୁ ଏହି ସବୁ କାଥା ଚାଲିଛି । ପରିଶେଷରେ କୃଷ୍ଣଙ୍କର କଥା ଆସେ । ତୁମେ କ'ଣ ଅନୁସନ୍ଧାନ କରୁଛ, ତୁମେ କ'ଣ କଥା ହେଉଛ, ତାହା କୃଷ୍ଣ ମଧ୍ୟ କରୁଛନ୍ତି । କୃଷ୍ଣ ତୁମକୁ ଦେଉଛନ୍ତି...ତୁମେ ଏହି ସୁବିଧା ପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରୁଛ । କୃଷ୍ଣ ତୁମକୁ ଦେଉଛନ୍ତି । ବେଳେ ବେଳେ ତୁମେ ପାଉଛ ଯେ ଆକସ୍ମକ ଭାବରେ ପରୀକ୍ଷଣ ସଫଳ ହୋଇଯାଏ । ତେଣୁ ଯେତେବେଳେ କୃଷ୍ଣ ଦେଖନ୍ତି  ତୁମେ ପରୀକ୍ଷଣରେ ଏତେ ହଇରାଣ ହେଉଛ, "ଠିକ୍ ଅଛି ଏହା କର ।" ଯେପରିକି ଯଶୋଦା ମାତା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ କରିପାରିଲେ ନାହିଁ । କିନ୍ତୁ ଯେତେବେଳେ କୃଷ୍ଣ ରାଜି ହୋଇଗଲେ, ଏହା ସମ୍ଭବ ହୋଇଗଲା । ସେହିପରି, ଆକସ୍ମିକ ଅର୍ଥାତ୍ କୃଷ୍ଣ ତୁମକୁ ସାହାର୍ଯ୍ୟ କରୁଛନ୍ତି: "ଠିକ୍ ଅଛି, ତୁମେ ଏତେ ପରିଶ୍ରମ କରୁଛ, ଏହି ପରିଣାମ ନିଅ ।" ସବୁକିଛି ହେଉଛନ୍ତି କୃଷ୍ଣ । ମତ୍ତଃ ସର୍ବଂ ପ୍ରବର୍ତତେ ([[Vanisource:BG 10.8 (1972)|BG 10.8]]) । ଏହା ବର୍ଣ୍ଣନା କରାଯାଇଛି । ମତ୍ତଃ ସ୍ମୃତିଜ୍ଞାନମପୋହନଂ ଚ ([[Vanisource:BG 15.15 (1972)|BG 15.15]]) । ସବୁକିଛି କୃଷ୍ଣଙ୍କ ଠାରୁ ଆସୁଛି ।  


ସ୍ଵରୂପ ଦାମୋଦର: ସେମାନେ କୁହଁନ୍ତି, "କୃଷ୍ଣ ମୋତେ ଉଚିତ୍ ସୋପାନ ଦେଇ ନାହାଁନ୍ତି କି କିପରି ପରୀକ୍ଷଣ କରିବା ଉଚିତ୍ ।"  
ସ୍ଵରୂପ ଦାମୋଦର: ସେମାନେ କୁହଁନ୍ତି, "କୃଷ୍ଣ ମୋତେ ଉଚିତ୍ ସୋପାନ ଦେଇ ନାହାଁନ୍ତି କି କିପରି ପରୀକ୍ଷଣ କରିବା ଉଚିତ୍ ।"  


ପ୍ରଭୁପାଦ: ହଁ, ସେ ତୁମକୁ ଦିଅନ୍ତି । ଅନ୍ୟଥା ତୁମେ କିପରି ଏହା କରୁଛ । ଯାହା କିଛି ତୁମେ କରୁଛ, ତାହା କୃଷ୍ଣଙ୍କ କୃପାରୁ । ଏବଂ ଯେତେବେଳେ ତୁମେ ଆହୁରି ଅନୁକୂଳ ହୋଇଯିବ, କୃଷ୍ଣ ତୁମକୁ ଅଧିକ ସୁବିଧା ଦେବେ । କୃଷ୍ଣ ତୁମକୁ ସୁବିଧା ଦେବେ, ତୁମର ପକ୍ଷ ନେବେ, ତୁମେ ଯେତିକି ଚାହଁ ସେତିକି, ତା ଠାରୁ ଅଧିକ ନୁହେଁ । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ... ତୁମେ କୃଷ୍ଣଙ୍କୁ ଯେତେ ପରିମାଣରେ ଆତ୍ମସମର୍ପଣ କରିବ, ସେତିକି ବୁଦ୍ଧି ଆସିବ । ଯଦି ତୁମେ ପୂର୍ଣ୍ଣ ଭାବରେ ସମର୍ପଣ କରିବ, ତେବେ ପୁର୍ଣ୍ଣ ବୁଦ୍ଧିମତା ମିଳିବ । ଭଗବଦ୍ ଗୀତାରେ ଏହା କୁହାଯାଇଛି । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ([[Vanisource:BG 4.11|BG 4.11]]) ।  
ପ୍ରଭୁପାଦ: ହଁ, ସେ ତୁମକୁ ଦିଅନ୍ତି । ଅନ୍ୟଥା ତୁମେ କିପରି ଏହା କରୁଛ । ଯାହା କିଛି ତୁମେ କରୁଛ, ତାହା କୃଷ୍ଣଙ୍କ କୃପାରୁ । ଏବଂ ଯେତେବେଳେ ତୁମେ ଆହୁରି ଅନୁକୂଳ ହୋଇଯିବ, କୃଷ୍ଣ ତୁମକୁ ଅଧିକ ସୁବିଧା ଦେବେ । କୃଷ୍ଣ ତୁମକୁ ସୁବିଧା ଦେବେ, ତୁମର ପକ୍ଷ ନେବେ, ତୁମେ ଯେତିକି ଚାହଁ ସେତିକି, ତା ଠାରୁ ଅଧିକ ନୁହେଁ । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ... ତୁମେ କୃଷ୍ଣଙ୍କୁ ଯେତେ ପରିମାଣରେ ଆତ୍ମସମର୍ପଣ କରିବ, ସେତିକି ବୁଦ୍ଧି ଆସିବ । ଯଦି ତୁମେ ପୂର୍ଣ୍ଣ ଭାବରେ ସମର୍ପଣ କରିବ, ତେବେ ପୁର୍ଣ୍ଣ ବୁଦ୍ଧିମତା ମିଳିବ । ଭଗବଦ୍ ଗୀତାରେ ଏହା କୁହାଯାଇଛି । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ([[Vanisource:BG 4.11 (1972)|BG 4.11]]) ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 13:23, 17 October 2018



Morning Walk At Cheviot Hills Golf Course -- May 17, 1973, Los Angeles

କୃଷ୍ଣ-କ୍ରାନ୍ତି: ଚିକିତ୍ସକ ମାନେ ମାନବ ମସ୍ତିଷ୍କର ଜଟିଳ ପ୍ରକୃତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ।

ପ୍ରଭୁପାଦ: ହଁ । ହଁ ।

କୃଷ୍ଣ କ୍ରାନ୍ତି: ସେମାନେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି ।

ପ୍ରଭୁପାଦ: ସେମାନେ ବଦମାସ । ଏହି କାମ ମସ୍ତିଷ୍କ କରୁନାହିଁ । ଏହି ଆତ୍ମା କାମ କରୁଛି । ସେହି ପରି: କମ୍ପ୍ୟୁଟର ଯନ୍ତ୍ର । ବଦମାସ ମାନେ ଭାବୁଛନ୍ତି କମ୍ପ୍ୟୁଟର କାମ କରୁଛି । ନା । ବ୍ୟକ୍ତି କାମ କରୁଛି । ସେ ବଟନ ଦବଉଛି ତେବେ ତାହା କାର୍ଯ୍ୟ କରୁଛି । ଅନ୍ୟଥା, ଏହି ଯନ୍ତ୍ରର ମୂଲ୍ୟ କ'ଣ? ତୁମେ ସେ ଯନ୍ତ୍ରକୁ ହଜାରେ ବର୍ଷ ରଖିଲେ, ମଧ୍ୟ ଏହା କାମ କରିବ ନାହିଁ । ଯେତେବେଳେ ଅନ୍ୟ ଏକ ବ୍ୟକ୍ତି ଆସି ବଟନଟି ଦବାଇବ, ତେବେ ଏହା କାମ କରିବ । ତେବେ କିଏ କାମ କରୁଛି? ଯନ୍ତ୍ର କାମ କରୁଛି ନା ମଣିଷ କାମ କରୁଛି? ଏବଂ ମଣିଷ ମଧ୍ୟ ଅନ୍ୟ ଏକ ଯନ୍ତ୍ର । ଏବଂ ଏହା ପରମାତ୍ମା, ଭଗବାନଙ୍କର ଉପସ୍ଥିତି ଯୋଗୁଁ କାମ କରୁଛି । ସେଥିପାଇଁ, ଅନ୍ତିମରେ, ଭଗବାନ୍ କାମ କରୁଛନ୍ତି । ଏକ ମୃତ ବ୍ୟକ୍ତି କାମ କରିପାରେ ନାହିଁ । ତେବେ କେତେ ସମୟ ଜଣେ ମଣିଷ ବଞ୍ଚିପାରିବ? ଯେବେ ପର୍ଯ୍ୟନ୍ତ ପରମାତ୍ମା ଅଛନ୍ତି, ଆତ୍ମା ସେଠାରେ ଅଛି । ଯଦିଓ ଆତ୍ମା ସେଥିରେ ଅଛି, ତେବେ ଯଦି ପରମାତ୍ମା ତାକୁ ବୁଦ୍ଧି ନ ଦିଅନ୍ତି, ତେବେ ସେ କାମ କରିପାରିବ ନାହିଁ । ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ (BG 15.15) ଭଗବାନ ମୋତେ ବୁଦ୍ଧି ଦିଅନ୍ତି, "ତୁମେ ଏହି ବଟନ ଦବାଅ ।" ତାପରେ ମୁଁ ଏହି ବଟନ ଦବେଇବି । ତେଣୁ ଶେଷରେ କୃଷ୍ଣ କାମକରୁଛନ୍ତି । ଅପ୍ରଶିକ୍ଷିତ ବ୍ୟକ୍ତି ଅସି ଏଥିରେ କାମ କରି ପାରିବେ ନାହିଁ କାରଣ ସେଥିରେ କୌଣସି ବୁଦ୍ଧିମତା ନାହିଁ । ଏବଂ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଯିଏ ପ୍ରଶିକ୍ଷିତ, ସେ କାମ କରିପାରିବ । ତେଣୁ ଏହି ସବୁ କାଥା ଚାଲିଛି । ପରିଶେଷରେ କୃଷ୍ଣଙ୍କର କଥା ଆସେ । ତୁମେ କ'ଣ ଅନୁସନ୍ଧାନ କରୁଛ, ତୁମେ କ'ଣ କଥା ହେଉଛ, ତାହା କୃଷ୍ଣ ମଧ୍ୟ କରୁଛନ୍ତି । କୃଷ୍ଣ ତୁମକୁ ଦେଉଛନ୍ତି...ତୁମେ ଏହି ସୁବିଧା ପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରୁଛ । କୃଷ୍ଣ ତୁମକୁ ଦେଉଛନ୍ତି । ବେଳେ ବେଳେ ତୁମେ ପାଉଛ ଯେ ଆକସ୍ମକ ଭାବରେ ପରୀକ୍ଷଣ ସଫଳ ହୋଇଯାଏ । ତେଣୁ ଯେତେବେଳେ କୃଷ୍ଣ ଦେଖନ୍ତି ତୁମେ ପରୀକ୍ଷଣରେ ଏତେ ହଇରାଣ ହେଉଛ, "ଠିକ୍ ଅଛି ଏହା କର ।" ଯେପରିକି ଯଶୋଦା ମାତା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ କରିପାରିଲେ ନାହିଁ । କିନ୍ତୁ ଯେତେବେଳେ କୃଷ୍ଣ ରାଜି ହୋଇଗଲେ, ଏହା ସମ୍ଭବ ହୋଇଗଲା । ସେହିପରି, ଆକସ୍ମିକ ଅର୍ଥାତ୍ କୃଷ୍ଣ ତୁମକୁ ସାହାର୍ଯ୍ୟ କରୁଛନ୍ତି: "ଠିକ୍ ଅଛି, ତୁମେ ଏତେ ପରିଶ୍ରମ କରୁଛ, ଏହି ପରିଣାମ ନିଅ ।" ସବୁକିଛି ହେଉଛନ୍ତି କୃଷ୍ଣ । ମତ୍ତଃ ସର୍ବଂ ପ୍ରବର୍ତତେ (BG 10.8) । ଏହା ବର୍ଣ୍ଣନା କରାଯାଇଛି । ମତ୍ତଃ ସ୍ମୃତିଜ୍ଞାନମପୋହନଂ ଚ (BG 15.15) । ସବୁକିଛି କୃଷ୍ଣଙ୍କ ଠାରୁ ଆସୁଛି ।

ସ୍ଵରୂପ ଦାମୋଦର: ସେମାନେ କୁହଁନ୍ତି, "କୃଷ୍ଣ ମୋତେ ଉଚିତ୍ ସୋପାନ ଦେଇ ନାହାଁନ୍ତି କି କିପରି ପରୀକ୍ଷଣ କରିବା ଉଚିତ୍ ।"

ପ୍ରଭୁପାଦ: ହଁ, ସେ ତୁମକୁ ଦିଅନ୍ତି । ଅନ୍ୟଥା ତୁମେ କିପରି ଏହା କରୁଛ । ଯାହା କିଛି ତୁମେ କରୁଛ, ତାହା କୃଷ୍ଣଙ୍କ କୃପାରୁ । ଏବଂ ଯେତେବେଳେ ତୁମେ ଆହୁରି ଅନୁକୂଳ ହୋଇଯିବ, କୃଷ୍ଣ ତୁମକୁ ଅଧିକ ସୁବିଧା ଦେବେ । କୃଷ୍ଣ ତୁମକୁ ସୁବିଧା ଦେବେ, ତୁମର ପକ୍ଷ ନେବେ, ତୁମେ ଯେତିକି ଚାହଁ ସେତିକି, ତା ଠାରୁ ଅଧିକ ନୁହେଁ । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ... ତୁମେ କୃଷ୍ଣଙ୍କୁ ଯେତେ ପରିମାଣରେ ଆତ୍ମସମର୍ପଣ କରିବ, ସେତିକି ବୁଦ୍ଧି ଆସିବ । ଯଦି ତୁମେ ପୂର୍ଣ୍ଣ ଭାବରେ ସମର୍ପଣ କରିବ, ତେବେ ପୁର୍ଣ୍ଣ ବୁଦ୍ଧିମତା ମିଳିବ । ଭଗବଦ୍ ଗୀତାରେ ଏହା କୁହାଯାଇଛି । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ (BG 4.11) ।