OR/Prabhupada 0320 - ଆମେ ଶିକ୍ଷା ଦେଉଛୁ କିପରି ଭାଗ୍ୟବାନ ହୋଇ ପାରିବ, ଭାଗ୍ୟବାନ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0320 - in all Languages Category:OR-Quotes - 1975 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in South Africa]] | [[Category:OR-Quotes - in South Africa]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0319 - ଭଗବାନଙ୍କୁ ସ୍ଵୀକାର କର, ଭଗବାନଙ୍କର ସେବକ ରୂପରେ ତୁମର ସ୍ଥିତି ଏବଂ ଭଗବାନଙ୍କର ସେବା କର|0319|OR/Prabhupada 0321 - ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖ|0321}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|GRXcsuufCyo|ଆମେ ଶିକ୍ଷା ଦେଉଛୁ କିପରି ଭାଗ୍ୟବାନ ହୋଇ ପାରିବ, ଭାଗ୍ୟବାନ<br />- Prabhupāda 0320 }} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:41, 1 October 2020
Lecture on BG 16.6 -- South Africa, October 18, 1975
ବାଳିକା: ଶ୍ରୀଲା ପ୍ରଭୁପାଦ, ଯଦ୍ୟପି...ସମସ୍ତ ଜୀବ କୃଷ୍ଣଙ୍କର ଅଂଶ ବିଶେଷ । ଯଦ୍ୟପି ଆମେ ଏହି ଜନ୍ମରେ କୃଷ୍ଣଙ୍କୁ ଆତ୍ମସମର୍ପଣ କରି ନ ପାରୁ, ଅନ୍ତରେ ଆମେ ତାଙ୍କୁ ଆତ୍ମସମର୍ପଣ କରୁ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ।
ପୃଷ୍ଟ କୃଷ୍ଣ: ସମସ୍ତେ କି...ଯଦିଓ ଆମେ ଏହି ଜନ୍ମରେ କୃଷ୍ଣଙ୍କୁ ଆତ୍ମସମର୍ପଣ ନ କରୁ, ସମସ୍ତେ କୃଷ୍ଣଙ୍କୁ ଆତ୍ମସମର୍ପଣ କରନ୍ତି କି? ଅନ୍ତରେ ସମସ୍ତେ ଭଗବଦ୍ ଧାମକୁ ଫେରନ୍ତି କି?
ପ୍ରଭୁପାଦ: ହମ୍? ତେବେ ତୁମର ସନ୍ଦେହ ଅଛି? ନିଶ୍ଚିତରେ ସମସ୍ତେ ତାହା କରିବେ ନାହିଁ । ତେଣୁ ତୁମେ ଚିନ୍ତା କର ନାହିଁ । ଏହା ନୁହେଁ ଯେ ସମସ୍ତେ ତାହା କରିବେ । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ (CC Madhya 19.151) । ଯେ ପର୍ଯ୍ୟନ୍ତ ଜଣେ ଭାଗ୍ୟବାନ ହୋଇ ନାହିଁ, ଅତି ଭାଗ୍ୟଶାଳୀ, ସେ ଘରକୁ ଯାଇ ପାରିବ ନାହିଁ, ଭଗବଦ୍ ଧାମକୁ । ସେ ଏଠାରେ ସଢ଼ିବ । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ଆମେ ଲୋକମାନଙ୍କୁ ଭାଗ୍ୟବାନ କରିବା ପାଇଁ ଚେଷ୍ଟା କରୁଛୁ । ଯଦି ସେ ଚାହେଁ, ସେ ଭାଗ୍ୟବାନ ହୋଇ ପାରିବ । ତାହା ଆମର ପ୍ରୟାସ । ଆମେ ଏତେ ସାରା କେନ୍ଦ୍ର ନିର୍ମାଣ କରୁଛୁ । ଆମେ ଶିକ୍ଷା ଦେଉଛୁ କିପରି ଭାଗ୍ୟବାନ ହୋଇ ପାରିବ, ଭାଗ୍ୟବାନ, କିପରି ଘରକୁ ଫେରିବ, ସେ କିପରି ଖୁସୀ ହେବ । ବର୍ତ୍ତମାନ, ଯଦି ଜଣେ ଭାଗ୍ୟବାନ, ସେ ଏହି ନିର୍ଦ୍ଦେଶ ଗ୍ରହଣ କରିବ ଏବଂ ତାର ଜୀବନ ପରିବର୍ତ୍ତନ କରିବ । ସେଥିପାଇଁ ଏହା ହେଉଛି ଲକ୍ଷ୍ୟ । କିନ୍ତୁ ଭାଗ୍ୟବାନ ନ ହୋଇ, କେହି ଯାଇ ପାରିବେ ନାହିଁ । ଭାଗ୍ୟବାନ । ତେବେ ଆମେ ସେମାନଙ୍କୁ ଭାଗ୍ୟବାନ ହେବା ପାଇଁ ସୁଯୋଗ ଦେଉଛୁ । ତାହା ହେଉଛି ଆମର ଲକ୍ଷ୍ୟ । ଅତି ଦୁର୍ଭାଗ୍ୟଶାଳୀ ବ୍ୟକ୍ତି ଭାଗ୍ୟବାନ ହେବାର ସୁଯୋଗ ପାଉଛି । ଆମମାନଙ୍କ ମଧ୍ୟରୁ କେହି ଏହା ଉପରେ ବିଚାର କରି ପାରିବ, କିପରି ଏକ ଦୁର୍ଭାଗ୍ୟଶାଳୀ ଜୀବନରୁ ସେମାନେ ଭାଗ୍ୟଶାଳୀ ଜୀବନକୁ ଆସିଲେ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ, ଯେ ଆମେ ଦୁର୍ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କୁ ସୁଯୋଗ ଦେଉଛୁ । ସମସ୍ତେ ଦୁର୍ଭଗ୍ୟଶାଳୀ, ସମସ୍ତେ ଦୁର୍ଜନ । ଆମେମାନେ ସୁଯୋଗ ଦେଉଛୁ କିପରି ବୁଦ୍ଧିମାନ ଏବଂ ଭାଗ୍ୟଶାଳୀ ହେବ । ଏହା ହେଉଛି କୃଷ୍ଣ ଚେତନା । ଯଦି ଲୋକମାନେ ଏତେ ଦୁର୍ଭାଗ୍ୟଶାଳୀ ଏବଂ ଦୁର୍ଜନ ହୋଇ ନ ଥାନ୍ତେ, ତେବେ ପ୍ରଚାର କରିବାର ଅର୍ଥ କ'ଣ? ପ୍ରଚାରର ଅର୍ଥ ହେଉଛି ଯେ ତୁମକୁ ଦୁର୍ଜନ ଏବଂ ଦୁର୍ଭାଗ୍ୟଶାଳୀ ମାନଙ୍କୁ ବୁଦ୍ଧିମାନ ଏବଂ ଭାଗ୍ୟଶାଳୀରେ ପରିବର୍ତ୍ତନ କରିବାକୁ ହେବ । କିନ୍ତୁ ଯେ ପର୍ଯ୍ୟନ୍ତ ତୁମେ ଭାଗ୍ୟଶାଳୀ ଏବଂ ବୁଦ୍ଧିମାନ ହୋଇ ନାହଁ, ତୁମେ କୃଷ୍ଣ ଚେତନା ଗ୍ରହଣ କରି ପାରିବ ନାହିଁ । ତାହା ହେଉଛି ତଥ୍ୟ ।