OR/Prabhupada 0333 - ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0333 - in all Languages Category:OR-Quotes - 1975 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Hawaii]]
[[Category:OR-Quotes - in USA, Hawaii]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0332 - ସମଗ୍ର ଦୁନିଆରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ସ୍ଥିତି ହୋଇପାରିବ|0332|OR/Prabhupada 0334 - ଜୀବନର ବାସ୍ତବ ଆବଶ୍ୟକତା ହେଉଛି ଆତ୍ମାକୁ ସୁବିଧା ଯୋଗାଇ ଦେବା|0334}}

<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|5Jb5AXNeLqI|ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା <br/>- Prabhupāda 0333}}
{{youtube_right|nFxX37Fp3kM|ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା <br/>- Prabhupāda 0333}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବୁଦୁଃ ([[Vanisource:BG 4.2|BG 4.2]]) । ତେଣୁ ଠିକ ସେହିପରି । ଏଠାରେ ସୂର୍ଯ୍ୟ ଏକ ନଗଣ୍ୟ ଅଂଶ, ଭଗବାନଙ୍କର ସୃଷ୍ଟିର । ଏବଂ ସୂର୍ଯ୍ୟଙ୍କର ଏତେ ପ୍ରକାଶ ଅଛି, ଶାରୀରିକ କିରଣ, ଯେ ଏହା ସମଗ୍ର ବ୍ରହ୍ମାଣ୍ଡକୁ ଆଲୋକ ଏବଂ ଉଷ୍ନତା ଯୋଗାଉଛି । ତୁମେ ଏହାକୁ ଅସ୍ଵୀକାର କରିପାରିବ ନାହିଁ । ସୂର୍ଯ୍ୟଙ୍କର ଏହି ଭଳି ସ୍ଥିତି ଅଛି । ଏବଂ ଲକ୍ଷ ଏବଂ କୋଟିଏ ସୂର୍ଯ୍ୟ ଅଛନ୍ତି, ପ୍ରତ୍ୟେକେ କେବେ କେବେ ଏହି ସୂର୍ଯ୍ୟ ଠାରୁ ବଡ ଅଟେ । ଏହା ହେଉଛି ନିମ୍ନତ୍ତମ ସୂର୍ଯ୍ୟ । ବଡ଼ ବଡ଼ ସୂର୍ଯ୍ୟ ମଧ୍ୟ ଅଛନ୍ତି । ତେଣୁ ଆମେ ଜାଣିପାରିବା ଏହି ଶରୀରର ପ୍ରକାଶ କଣ ବୋଲି । ସେଥିରେ କୌଣସି ଅସୁବିଧା ନାହିଁ । କୃଷ୍ଣଙ୍କର ଶରୀରର କିରଣକୁ ବ୍ରାହ୍ମଣ କୁହାଯାଏ । ଯସ୍ୟ ପ୍ରଭା ପ୍ରଭବତି ଜଗଦ୍-ଅଣ୍ଡ-କୋଟି-କୋଟିଶ ବସୁଧାଦି-ବିଭୂତି-ଭିନ୍ନମ, ତଦ ବ୍ରହ୍ମଃ (Bs 5.40) "ତାହା ହେଉଛି ବ୍ରାହ୍ମଣ, ସେହି ପ୍ରଭା।"  
ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବୁଦୁଃ ([[Vanisource:BG 4.2 (1972)|BG 4.2]]) । ତେଣୁ ଠିକ ସେହିପରି । ଏଠାରେ ସୂର୍ଯ୍ୟ ଏକ ନଗଣ୍ୟ ଅଂଶ, ଭଗବାନଙ୍କର ସୃଷ୍ଟିର । ଏବଂ ସୂର୍ଯ୍ୟଙ୍କର ଏତେ ପ୍ରକାଶ ଅଛି, ଶାରୀରିକ କିରଣ, ଯେ ଏହା ସମଗ୍ର ବ୍ରହ୍ମାଣ୍ଡକୁ ଆଲୋକ ଏବଂ ଉଷ୍ନତା ଯୋଗାଉଛି । ତୁମେ ଏହାକୁ ଅସ୍ଵୀକାର କରିପାରିବ ନାହିଁ । ସୂର୍ଯ୍ୟଙ୍କର ଏହି ଭଳି ସ୍ଥିତି ଅଛି । ଏବଂ ଲକ୍ଷ ଏବଂ କୋଟିଏ ସୂର୍ଯ୍ୟ ଅଛନ୍ତି, ପ୍ରତ୍ୟେକେ କେବେ କେବେ ଏହି ସୂର୍ଯ୍ୟ ଠାରୁ ବଡ ଅଟେ । ଏହା ହେଉଛି ନିମ୍ନତ୍ତମ ସୂର୍ଯ୍ୟ । ବଡ଼ ବଡ଼ ସୂର୍ଯ୍ୟ ମଧ୍ୟ ଅଛନ୍ତି । ତେଣୁ ଆମେ ଜାଣିପାରିବା ଏହି ଶରୀରର ପ୍ରକାଶ କଣ ବୋଲି । ସେଥିରେ କୌଣସି ଅସୁବିଧା ନାହିଁ । କୃଷ୍ଣଙ୍କର ଶରୀରର କିରଣକୁ ବ୍ରାହ୍ମଣ କୁହାଯାଏ । ଯସ୍ୟ ପ୍ରଭା ପ୍ରଭବତି ଜଗଦ୍-ଅଣ୍ଡ-କୋଟି-କୋଟିଶ ବସୁଧାଦି-ବିଭୂତି-ଭିନ୍ନମ, ତଦ ବ୍ରହ୍ମଃ (Bs 5.40) "ତାହା ହେଉଛି ବ୍ରାହ୍ମଣ, ସେହି ପ୍ରଭା।"  

ତେଣୁ ସେହିପରି, କୃଷ୍ଣ ସମସ୍ତଙ୍କର ହୃଦୟରେ ଅଛନ୍ତି, ସ୍ଥାନୀୟମାନ । ଏହା ହେଉଛି ଅବ୍ୟକ୍ତିକ ବିସ୍ତାର । ଠିକ ଯେପରିକି ସୂର୍ଯ୍ୟର ପ୍ରକାଶ ସୂର୍ଯ୍ୟ ରଶ୍ମିର ଅବ୍ୟକ୍ତିକ ବିସ୍ତାର, ତେଣୁ ଏହି ପ୍ରକାରରେ, ବ୍ରାହ୍ମଣ ପ୍ରକାଶ କୃଷ୍ଣଙ୍କର ଶାରୀରିକ କିରଣର ଅବ୍ୟକ୍ତିକ ବିସ୍ତାର ଅଟେ । ଏବଂ ସେହି ପରିମାଣରେ ଯାହା ଦ୍ଵାରା ସେ ସର୍ବତ୍ର ଉପସ୍ଥିତ ଅଛନ୍ତି, ଅନ୍ଦାନ୍ତର-ସ୍ଥ-ପରମାଣୁ-ଚୟନ୍ତର-ସ୍ଥମ (Bs 5.35) । ସେ ଏହି ବ୍ରହ୍ମାଣ୍ଡ ଭିତରେ ଅଛନ୍ତି । ସେ ତୁମ ହୃଦୟ ଭିତରେ ଅଛନ୍ତି, ମୋ ହୃଦୟ ଭିତରେ ଅଛନ୍ତି । ସେ ସବୁକିଛି ଭିତରେ ଅଛନ୍ତି । "ସବୁକିଛି" ମାନେ ଏମିତିକି ସେ ଅଣୁ, ପରମାଣୁ ଭିତରେ ମଧ୍ୟ ଅଛନ୍ତି । ତାହା ହେଉଛି ତାଙ୍କର ପରମାତ୍ମା ରୂପ ଅଟେ । ଏବଂ ଶେଷ ଏବଂ ସର୍ବଶ୍ରେଷ୍ଠ ରୂପ ହେଉଛି କୃଷ୍ଣଙ୍କର ନିଜର ଶରୀର । ସଚ୍-ଚିଦ୍-ଆନନ୍ଦ ବିଗ୍ରହ। ଈଶ୍ଵରଃ ପରମଃ କୃଷ୍ଣଃ ସଚ୍-ଚିଦ୍-ଆନନ୍ଦ ବିଗ୍ରହ (Bs 5.1) ।  

ବିଗ୍ରହ ମାନେ ରୂପ । ସେହି ରୂପ ଆମ ଭଳିଆ ନୁହେଁ । ତାହା ହେଉଛି ସତ୍, ଚିତ୍, ଆନନ୍ଦ । ଶରୀରର ତିନୋଟି ବିଶେଶତ୍ଵ ଅଛି । ସତ୍ ମାନେ ଚିରକାଳ । ତ ସେଥିପାଇଁ, ତାଙ୍କର ଶରୀର ଆମର ଶରୀର ଠାରୁ ଅଲଗା । ଆମର, ଏହି ଶରୀର ଚିରକାଳିନ ନୁହେଁ ଇତିହାସ ଭିତରେ । ଯେତେବେଳେ ଏହି ଶରୀର ପିତା ଏବଂ ମାତାଙ୍କ ଦ୍ଵାରା ତିଆରି ହୋଇଥିଲା, ଏକ ତିଥି ଅଛି, ପ୍ରାରମ୍ଭ । ଏବଂ ଯେତେବେଳେ ଏହି ଶରୀରଟି ନଷ୍ଟ ହୋଇଯିବ, ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ, ତାହାର ଆଉ ଗୋଟିଏ ତିଥି ଅଛି । ତେଣୁ ଯାହା କିଛି ତିଥି ଭିତରେ ଆସେ, ତାହା ହେଉଛି ଇତିହାସ । କିନ୍ତୁ କୃଷ୍ଣ ସେହି ଭଳିଆ ନୁହଁନ୍ତି । ଅନାଦି । ତୁମେ ଗଣନା କରିପାରିବ ନାହିଁ କୃଷ୍ଣଙ୍କର ଶରୀର ଆରମ୍ଭ ହୋଇଥିଲା । ଅନାଦି । ଆଦି, ପୁଣିଥରେ ଆଦି । ସେ ସମସ୍ତଙ୍କର ପ୍ରାରମ୍ଭ ଅଟନ୍ତି । ଅନାଦି । ସେ ସ୍ଵୟଂ ଅନାଦି ଅଟନ୍ତି; କେହି ମଧ୍ୟ ତାଙ୍କର ଆବିର୍ଭାର ତିଥିକୁ ଗଣନା କରିପାରିବେ ନାହିଁ । ସେ ଇତିହାସଠାରୁ ଉର୍ଦ୍ଧ୍ଵରେ । ତ, କିନ୍ତୁ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭ । ଠିକ ଯେପରି ମୋର ପିତା ହେଉଛନ୍ତି ମୋ ଶରୀରର ପ୍ରାରମ୍ଭ । ପିତା ହେଉଛନ୍ତି ମୋ ଶରୀର ବା ତୁମ ଶରୀରର ଆରମ୍ଭର କାରଣ, ସମସ୍ତଙ୍କର । ତ ସେଥିପାଇଁ ତାଙ୍କର ପ୍ରାରମ୍ଭ ନାହିଁ, ଯେ ତାଙ୍କର ପିତା ନାହାନ୍ତି, କିନ୍ତୁ ସେ ହେଉଛନ୍ତି ପରମ ପିତା । ତାହା ହେଉଛି ବିଚାର ଧାରଣା, ଖ୍ରୀଷ୍ଟିୟାନ ମାନଙ୍କ ବିଚାର ଧାରଣା: ଭଗବାନ ହେଉଛନ୍ତି ପରମ ପିତା । ଏହା ହେଉଛି ତଥ୍ୟ, କାରଣ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭର କାରଣ । ଜନ୍ମାଦି ଅସ୍ୟ ଯତଃ ([[Vanisource:SB 1.1.1|SB 1.1.1]]) "ଯାହାକିଛି ଅସ୍ତିତ୍ଵରେ ଅଛି, ତାହା ସବୁ କୃଷ୍ଣଙ୍କ ଠାରୁ।" ତାହା ଭଗବଦ୍ ଗୀତାରେ ବର୍ଣନା କରାଯାଇଛି । ଅହମାଦିର୍ହି ଦେବାନାଂ ([[Vanisource:BG 10.2|BG 10.2]]) । ଦେବତା ମାନେ... ଏହି ବ୍ରହ୍ମାଣ୍ଡ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି । ତାଙ୍କୁ ମଧ୍ୟ ଏକ ଦେବତା କୁହାଯାଏ । ତେଣୁ କୃଷ୍ଣ କୁହନ୍ତି, ଅହମାଦିର୍ହି ଦେବାନାଂ, "ମୁଁ ଦେବତା ମାନଙ୍କର ପ୍ରାରମ୍ଭ।" ତେଣୁ ଯଦି ତୁମେ ଏହି ଭଳିଆ କୃଷ୍ଣଙ୍କୁ ଅଧ୍ୟୟନ କରିବ, ତେବେ ତୁମେ ଦିବ୍ୟ ହୋଇଯିବ, ଦିବ୍ୟ । ଦିବ୍ୟ ।  
ବିଗ୍ରହ ମାନେ ରୂପ । ସେହି ରୂପ ଆମ ଭଳିଆ ନୁହେଁ । ତାହା ହେଉଛି ସତ୍, ଚିତ୍, ଆନନ୍ଦ । ଶରୀରର ତିନୋଟି ବିଶେଶତ୍ଵ ଅଛି । ସତ୍ ମାନେ ଚିରକାଳ । ତ ସେଥିପାଇଁ, ତାଙ୍କର ଶରୀର ଆମର ଶରୀର ଠାରୁ ଅଲଗା । ଆମର, ଏହି ଶରୀର ଚିରକାଳିନ ନୁହେଁ ଇତିହାସ ଭିତରେ । ଯେତେବେଳେ ଏହି ଶରୀର ପିତା ଏବଂ ମାତାଙ୍କ ଦ୍ଵାରା ତିଆରି ହୋଇଥିଲା, ଏକ ତିଥି ଅଛି, ପ୍ରାରମ୍ଭ । ଏବଂ ଯେତେବେଳେ ଏହି ଶରୀରଟି ନଷ୍ଟ ହୋଇଯିବ, ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ, ତାହାର ଆଉ ଗୋଟିଏ ତିଥି ଅଛି । ତେଣୁ ଯାହା କିଛି ତିଥି ଭିତରେ ଆସେ, ତାହା ହେଉଛି ଇତିହାସ । କିନ୍ତୁ କୃଷ୍ଣ ସେହି ଭଳିଆ ନୁହଁନ୍ତି । ଅନାଦି । ତୁମେ ଗଣନା କରିପାରିବ ନାହିଁ କୃଷ୍ଣଙ୍କର ଶରୀର ଆରମ୍ଭ ହୋଇଥିଲା । ଅନାଦି । ଆଦି, ପୁଣିଥରେ ଆଦି । ସେ ସମସ୍ତଙ୍କର ପ୍ରାରମ୍ଭ ଅଟନ୍ତି । ଅନାଦି । ସେ ସ୍ଵୟଂ ଅନାଦି ଅଟନ୍ତି; କେହି ମଧ୍ୟ ତାଙ୍କର ଆବିର୍ଭାର ତିଥିକୁ ଗଣନା କରିପାରିବେ ନାହିଁ । ସେ ଇତିହାସଠାରୁ ଉର୍ଦ୍ଧ୍ଵରେ । ତ, କିନ୍ତୁ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭ । ଠିକ ଯେପରି ମୋର ପିତା ହେଉଛନ୍ତି ମୋ ଶରୀରର ପ୍ରାରମ୍ଭ । ପିତା ହେଉଛନ୍ତି ମୋ ଶରୀର ବା ତୁମ ଶରୀରର ଆରମ୍ଭର କାରଣ, ସମସ୍ତଙ୍କର । ତ ସେଥିପାଇଁ ତାଙ୍କର ପ୍ରାରମ୍ଭ ନାହିଁ, ଯେ ତାଙ୍କର ପିତା ନାହାନ୍ତି, କିନ୍ତୁ ସେ ହେଉଛନ୍ତି ପରମ ପିତା । ତାହା ହେଉଛି ବିଚାର ଧାରଣା, ଖ୍ରୀଷ୍ଟିୟାନ ମାନଙ୍କ ବିଚାର ଧାରଣା: ଭଗବାନ ହେଉଛନ୍ତି ପରମ ପିତା । ଏହା ହେଉଛି ତଥ୍ୟ, କାରଣ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭର କାରଣ । ଜନ୍ମାଦି ଅସ୍ୟ ଯତଃ ([[Vanisource:SB 1.1.1|SB 1.1.1]]) "ଯାହାକିଛି ଅସ୍ତିତ୍ଵରେ ଅଛି, ତାହା ସବୁ କୃଷ୍ଣଙ୍କ ଠାରୁ।" ତାହା ଭଗବଦ୍ ଗୀତାରେ ବର୍ଣନା କରାଯାଇଛି । ଅହମାଦିର୍ହି ଦେବାନାଂ ([[Vanisource:BG 10.2 (1972)|BG 10.2]]) । ଦେବତା ମାନେ... ଏହି ବ୍ରହ୍ମାଣ୍ଡ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି । ତାଙ୍କୁ ମଧ୍ୟ ଏକ ଦେବତା କୁହାଯାଏ । ତେଣୁ କୃଷ୍ଣ କୁହନ୍ତି, ଅହମାଦିର୍ହି ଦେବାନାଂ, "ମୁଁ ଦେବତା ମାନଙ୍କର ପ୍ରାରମ୍ଭ।" ତେଣୁ ଯଦି ତୁମେ ଏହି ଭଳିଆ କୃଷ୍ଣଙ୍କୁ ଅଧ୍ୟୟନ କରିବ, ତେବେ ତୁମେ ଦିବ୍ୟ ହୋଇଯିବ, ଦିବ୍ୟ । ଦିବ୍ୟ ।  

ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି  ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା । ତାହା ହେଉଛି କାର୍ଯ୍ୟକ୍ରମ । ତେଣୁ ଦିବ୍ୟ ହେଲେ ଲାଭ କଣ? ତାହା ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଦୈବୀ ସମ୍ପଦ୍-ମୋକ୍ଷାୟ ([[Vanisource:BG 16.5|BG 16.5]]) । ତୁମେ ଯଦି ଦିବ୍ୟ ହୋଇଯାଅ ଏବଂ ଦିବ୍ୟଗୁଣଗୁଡିକୁ ଧାରଣ କରିବ, ଅଭୟଂ ସତ୍ତ୍ଵସଂ ଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ । ତାହା ହେଉଛି... ଆମେ ପୂର୍ବରୁ ହିଁ ଏହାକୁ ଚର୍ଚ୍ଚା କରିଛୁ । ତେଣୁ ଯଦି ତୁମେ ଦିବ୍ୟ ହୋଇଯାଅ... ଦିବ୍ୟ ହେବାରେ କୌଣସି ବାଧାବିଘ୍ନ ନାହିଁ । କେବଳ ତୁମକୁ ସେହି ପଦବିକୁ ଆସିବା ପାଇଁ ଅଭ୍ୟାସ କରିବାକୁ ହେବ । ଠିକ ଯେପରି ସମସ୍ତେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇପାରିବ । ସମସ୍ତେ ସଂଯୁକ୍ତରାଷ୍ଟ୍ର ଆମେରୀକାର ରାଷ୍ଟ୍ରପତି ହୋଇପାରିବ । ସେଥିରେ କୌଣସି ରୋକ ଠୋକ ନାହିଁ । କିନ୍ତୁ ତୁମକୁ ଯୋଗ୍ୟ ହେବାକୁ ପଡିବ । ଯଦି ତୁମେ ନିଜେ ଯୋଗ୍ୟତା ପ୍ରାପ୍ତ କରିବ, ତୁମେ କିଛି ମଧ୍ୟ ହୋଇପାରିବ... ଯେକୌଣସି ପଦ ପାଇଁ ଉପଯୁକ୍ତ ହୋଇପାରିବ । ସେହିପରି, ଯେମିତି କୁହାଯାଇଛି, ଦିବ୍ୟ, ଦିବ୍ୟ ହେବା ପାଇଁ, ତୁମକୁ ଯୋଗ୍ୟ ହେବାକୁ ପଡିବ ଦିବ୍ୟ ହେବା ପାଇଁ । କିପରି ଦିବ୍ୟ ହେବ? ତାହା ଆଗରୁ ବର୍ଣ୍ଣନା କରାଯାଇଛି... ଆମେ ପୂର୍ବରୁ ତାହା...  
ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି  ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା । ତାହା ହେଉଛି କାର୍ଯ୍ୟକ୍ରମ । ତେଣୁ ଦିବ୍ୟ ହେଲେ ଲାଭ କଣ? ତାହା ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଦୈବୀ ସମ୍ପଦ୍-ମୋକ୍ଷାୟ ([[Vanisource:BG 16.5 (1972)|BG 16.5]]) । ତୁମେ ଯଦି ଦିବ୍ୟ ହୋଇଯାଅ ଏବଂ ଦିବ୍ୟଗୁଣଗୁଡିକୁ ଧାରଣ କରିବ, ଅଭୟଂ ସତ୍ତ୍ଵସଂ ଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ । ତାହା ହେଉଛି... ଆମେ ପୂର୍ବରୁ ହିଁ ଏହାକୁ ଚର୍ଚ୍ଚା କରିଛୁ । ତେଣୁ ଯଦି ତୁମେ ଦିବ୍ୟ ହୋଇଯାଅ... ଦିବ୍ୟ ହେବାରେ କୌଣସି ବାଧାବିଘ୍ନ ନାହିଁ । କେବଳ ତୁମକୁ ସେହି ପଦବିକୁ ଆସିବା ପାଇଁ ଅଭ୍ୟାସ କରିବାକୁ ହେବ । ଠିକ ଯେପରି ସମସ୍ତେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇପାରିବ । ସମସ୍ତେ ସଂଯୁକ୍ତରାଷ୍ଟ୍ର ଆମେରୀକାର ରାଷ୍ଟ୍ରପତି ହୋଇପାରିବ । ସେଥିରେ କୌଣସି ରୋକ ଠୋକ ନାହିଁ । କିନ୍ତୁ ତୁମକୁ ଯୋଗ୍ୟ ହେବାକୁ ପଡିବ । ଯଦି ତୁମେ ନିଜେ ଯୋଗ୍ୟତା ପ୍ରାପ୍ତ କରିବ, ତୁମେ କିଛି ମଧ୍ୟ ହୋଇପାରିବ... ଯେକୌଣସି ପଦ ପାଇଁ ଉପଯୁକ୍ତ ହୋଇପାରିବ । ସେହିପରି, ଯେମିତି କୁହାଯାଇଛି, ଦିବ୍ୟ, ଦିବ୍ୟ ହେବା ପାଇଁ, ତୁମକୁ ଯୋଗ୍ୟ ହେବାକୁ ପଡିବ ଦିବ୍ୟ ହେବା ପାଇଁ । କିପରି ଦିବ୍ୟ ହେବ? ତାହା ଆଗରୁ ବର୍ଣ୍ଣନା କରାଯାଇଛି... ଆମେ ପୂର୍ବରୁ ତାହା...  

ତେଣୁ ଯଦି ତୁମେ ନିଜେ ଦିବ୍ୟ ଗୁଣ ପ୍ରାପ୍ତ କରିବା ଯୋଗ୍ୟତା ହାସଲ କରିବ, ତେବେ ଲାଭ କଣ? ଦୈବୀ ସମ୍ପଦ୍-ବିମୋକ୍ଷାୟ । ମୋକ୍ଷ । ମୋକ୍ଷ ମାନେ ମୁକ୍ତି । ତେଣୁ ତୁମେ ଯଦି ଦିବ୍ୟ ଗୁଣକୁ ଉତ୍ପନ୍ନ କରିବ, ତେବେ ତୁମେ ମୁକ୍ତି ପାଇବା ପାଇଁ ଯୋଗ୍ୟ ହେବ । ମୁକ୍ତି କଣ? ଜନ୍ମ ମୃତ୍ୟୁର ପୁନରାବୃତ୍ତିରୁ ମୁକ୍ତି ପାଇବା । ତାହା ଆମର ପ୍ରକୃତ ଯନ୍ତ୍ରଣା । ଏହି ଆଧୁନିକ, ନୀଚ ସଭ୍ୟତା, ସେମାନେ ପ୍ରକୃତରେ ଜାଣିନାହାନ୍ତି  ଦୁଃଖକୁ ସମାପ୍ତ କେମିତି କରିବା । ସେମାନେ ଜାଣିନାହାଁନ୍ତି । କୌଣସି ଶିକ୍ଷା ନାହିଁ । କୌଣସି ବିଜ୍ଞାନ ନାହିଁ । ସେମାନେ ଭାବନ୍ତି ଯେ "ଏଠାରେ ଏହି ସ୍ଵଳ୍ପ ଜୀବନ କାଳ, ଧରାଯାଉ, ପଚାଷ ବର୍ଷ, ଷାଠିଏ ବର୍ଷ, ଶହେ ବର୍ଷ, ଅତି ଅଧିକରେ, ଯଦି ମୁଁ ଏକ ସୁନ୍ଦର ସ୍ତ୍ରୀ, ଏକ ଭଲ କୋଠା ଏବଂ ସୁନ୍ଦର ମଟର ଗାଡି ପାଏ, ଯାହା ସତୁରୀ ମାଇଲ ପ୍ରତି ଘଣ୍ଟା ଗତିରେ ଚାଲିବ, ଏବଂ ଏକ ଭଲ ମଦ ବୋତଲ ମିଳିଯିବ..." ତାହା ହେଉଛି ତାର ସିଦ୍ଧି । କିନ୍ତୁ ତାହା ବିମୋକ୍ଷାୟ ନୁହେଁ । ପ୍ରକୃତ ବିମୋକ୍ଷ, ମୁକ୍ତି, ମାନେ ଆଉ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗବ୍ୟାଧି ରହିବ ନାହିଁ । ଏହା ହେଉଛି ବିମୋକ୍ଷ । କିନ୍ତୁ ସେମାନେ ଏହା ମଧ୍ୟ ଜାଣିନାହାଁନ୍ତି ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020

Lecture on BG 16.6 -- Hawaii, February 2, 1975

ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବୁଦୁଃ (BG 4.2) । ତେଣୁ ଠିକ ସେହିପରି । ଏଠାରେ ସୂର୍ଯ୍ୟ ଏକ ନଗଣ୍ୟ ଅଂଶ, ଭଗବାନଙ୍କର ସୃଷ୍ଟିର । ଏବଂ ସୂର୍ଯ୍ୟଙ୍କର ଏତେ ପ୍ରକାଶ ଅଛି, ଶାରୀରିକ କିରଣ, ଯେ ଏହା ସମଗ୍ର ବ୍ରହ୍ମାଣ୍ଡକୁ ଆଲୋକ ଏବଂ ଉଷ୍ନତା ଯୋଗାଉଛି । ତୁମେ ଏହାକୁ ଅସ୍ଵୀକାର କରିପାରିବ ନାହିଁ । ସୂର୍ଯ୍ୟଙ୍କର ଏହି ଭଳି ସ୍ଥିତି ଅଛି । ଏବଂ ଲକ୍ଷ ଏବଂ କୋଟିଏ ସୂର୍ଯ୍ୟ ଅଛନ୍ତି, ପ୍ରତ୍ୟେକେ କେବେ କେବେ ଏହି ସୂର୍ଯ୍ୟ ଠାରୁ ବଡ ଅଟେ । ଏହା ହେଉଛି ନିମ୍ନତ୍ତମ ସୂର୍ଯ୍ୟ । ବଡ଼ ବଡ଼ ସୂର୍ଯ୍ୟ ମଧ୍ୟ ଅଛନ୍ତି । ତେଣୁ ଆମେ ଜାଣିପାରିବା ଏହି ଶରୀରର ପ୍ରକାଶ କଣ ବୋଲି । ସେଥିରେ କୌଣସି ଅସୁବିଧା ନାହିଁ । କୃଷ୍ଣଙ୍କର ଶରୀରର କିରଣକୁ ବ୍ରାହ୍ମଣ କୁହାଯାଏ । ଯସ୍ୟ ପ୍ରଭା ପ୍ରଭବତି ଜଗଦ୍-ଅଣ୍ଡ-କୋଟି-କୋଟିଶ ବସୁଧାଦି-ବିଭୂତି-ଭିନ୍ନମ, ତଦ ବ୍ରହ୍ମଃ (Bs 5.40) "ତାହା ହେଉଛି ବ୍ରାହ୍ମଣ, ସେହି ପ୍ରଭା।"

ତେଣୁ ସେହିପରି, କୃଷ୍ଣ ସମସ୍ତଙ୍କର ହୃଦୟରେ ଅଛନ୍ତି, ସ୍ଥାନୀୟମାନ । ଏହା ହେଉଛି ଅବ୍ୟକ୍ତିକ ବିସ୍ତାର । ଠିକ ଯେପରିକି ସୂର୍ଯ୍ୟର ପ୍ରକାଶ ସୂର୍ଯ୍ୟ ରଶ୍ମିର ଅବ୍ୟକ୍ତିକ ବିସ୍ତାର, ତେଣୁ ଏହି ପ୍ରକାରରେ, ବ୍ରାହ୍ମଣ ପ୍ରକାଶ କୃଷ୍ଣଙ୍କର ଶାରୀରିକ କିରଣର ଅବ୍ୟକ୍ତିକ ବିସ୍ତାର ଅଟେ । ଏବଂ ସେହି ପରିମାଣରେ ଯାହା ଦ୍ଵାରା ସେ ସର୍ବତ୍ର ଉପସ୍ଥିତ ଅଛନ୍ତି, ଅନ୍ଦାନ୍ତର-ସ୍ଥ-ପରମାଣୁ-ଚୟନ୍ତର-ସ୍ଥମ (Bs 5.35) । ସେ ଏହି ବ୍ରହ୍ମାଣ୍ଡ ଭିତରେ ଅଛନ୍ତି । ସେ ତୁମ ହୃଦୟ ଭିତରେ ଅଛନ୍ତି, ମୋ ହୃଦୟ ଭିତରେ ଅଛନ୍ତି । ସେ ସବୁକିଛି ଭିତରେ ଅଛନ୍ତି । "ସବୁକିଛି" ମାନେ ଏମିତିକି ସେ ଅଣୁ, ପରମାଣୁ ଭିତରେ ମଧ୍ୟ ଅଛନ୍ତି । ତାହା ହେଉଛି ତାଙ୍କର ପରମାତ୍ମା ରୂପ ଅଟେ । ଏବଂ ଶେଷ ଏବଂ ସର୍ବଶ୍ରେଷ୍ଠ ରୂପ ହେଉଛି କୃଷ୍ଣଙ୍କର ନିଜର ଶରୀର । ସଚ୍-ଚିଦ୍-ଆନନ୍ଦ ବିଗ୍ରହ। ଈଶ୍ଵରଃ ପରମଃ କୃଷ୍ଣଃ ସଚ୍-ଚିଦ୍-ଆନନ୍ଦ ବିଗ୍ରହ (Bs 5.1) ।

ବିଗ୍ରହ ମାନେ ରୂପ । ସେହି ରୂପ ଆମ ଭଳିଆ ନୁହେଁ । ତାହା ହେଉଛି ସତ୍, ଚିତ୍, ଆନନ୍ଦ । ଶରୀରର ତିନୋଟି ବିଶେଶତ୍ଵ ଅଛି । ସତ୍ ମାନେ ଚିରକାଳ । ତ ସେଥିପାଇଁ, ତାଙ୍କର ଶରୀର ଆମର ଶରୀର ଠାରୁ ଅଲଗା । ଆମର, ଏହି ଶରୀର ଚିରକାଳିନ ନୁହେଁ ଇତିହାସ ଭିତରେ । ଯେତେବେଳେ ଏହି ଶରୀର ପିତା ଏବଂ ମାତାଙ୍କ ଦ୍ଵାରା ତିଆରି ହୋଇଥିଲା, ଏକ ତିଥି ଅଛି, ପ୍ରାରମ୍ଭ । ଏବଂ ଯେତେବେଳେ ଏହି ଶରୀରଟି ନଷ୍ଟ ହୋଇଯିବ, ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ, ତାହାର ଆଉ ଗୋଟିଏ ତିଥି ଅଛି । ତେଣୁ ଯାହା କିଛି ତିଥି ଭିତରେ ଆସେ, ତାହା ହେଉଛି ଇତିହାସ । କିନ୍ତୁ କୃଷ୍ଣ ସେହି ଭଳିଆ ନୁହଁନ୍ତି । ଅନାଦି । ତୁମେ ଗଣନା କରିପାରିବ ନାହିଁ କୃଷ୍ଣଙ୍କର ଶରୀର ଆରମ୍ଭ ହୋଇଥିଲା । ଅନାଦି । ଆଦି, ପୁଣିଥରେ ଆଦି । ସେ ସମସ୍ତଙ୍କର ପ୍ରାରମ୍ଭ ଅଟନ୍ତି । ଅନାଦି । ସେ ସ୍ଵୟଂ ଅନାଦି ଅଟନ୍ତି; କେହି ମଧ୍ୟ ତାଙ୍କର ଆବିର୍ଭାର ତିଥିକୁ ଗଣନା କରିପାରିବେ ନାହିଁ । ସେ ଇତିହାସଠାରୁ ଉର୍ଦ୍ଧ୍ଵରେ । ତ, କିନ୍ତୁ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭ । ଠିକ ଯେପରି ମୋର ପିତା ହେଉଛନ୍ତି ମୋ ଶରୀରର ପ୍ରାରମ୍ଭ । ପିତା ହେଉଛନ୍ତି ମୋ ଶରୀର ବା ତୁମ ଶରୀରର ଆରମ୍ଭର କାରଣ, ସମସ୍ତଙ୍କର । ତ ସେଥିପାଇଁ ତାଙ୍କର ପ୍ରାରମ୍ଭ ନାହିଁ, ଯେ ତାଙ୍କର ପିତା ନାହାନ୍ତି, କିନ୍ତୁ ସେ ହେଉଛନ୍ତି ପରମ ପିତା । ତାହା ହେଉଛି ବିଚାର ଧାରଣା, ଖ୍ରୀଷ୍ଟିୟାନ ମାନଙ୍କ ବିଚାର ଧାରଣା: ଭଗବାନ ହେଉଛନ୍ତି ପରମ ପିତା । ଏହା ହେଉଛି ତଥ୍ୟ, କାରଣ ସେ ହେଉଛନ୍ତି ସମସ୍ତଙ୍କର ପ୍ରାରମ୍ଭର କାରଣ । ଜନ୍ମାଦି ଅସ୍ୟ ଯତଃ (SB 1.1.1) "ଯାହାକିଛି ଅସ୍ତିତ୍ଵରେ ଅଛି, ତାହା ସବୁ କୃଷ୍ଣଙ୍କ ଠାରୁ।" ତାହା ଭଗବଦ୍ ଗୀତାରେ ବର୍ଣନା କରାଯାଇଛି । ଅହମାଦିର୍ହି ଦେବାନାଂ (BG 10.2) । ଦେବତା ମାନେ... ଏହି ବ୍ରହ୍ମାଣ୍ଡ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି । ତାଙ୍କୁ ମଧ୍ୟ ଏକ ଦେବତା କୁହାଯାଏ । ତେଣୁ କୃଷ୍ଣ କୁହନ୍ତି, ଅହମାଦିର୍ହି ଦେବାନାଂ, "ମୁଁ ଦେବତା ମାନଙ୍କର ପ୍ରାରମ୍ଭ।" ତେଣୁ ଯଦି ତୁମେ ଏହି ଭଳିଆ କୃଷ୍ଣଙ୍କୁ ଅଧ୍ୟୟନ କରିବ, ତେବେ ତୁମେ ଦିବ୍ୟ ହୋଇଯିବ, ଦିବ୍ୟ । ଦିବ୍ୟ ।

ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଦିବ୍ୟ ହେବାକୁ ପାଇଁ ଶିକ୍ଷିତ କରିବା । ତାହା ହେଉଛି କାର୍ଯ୍ୟକ୍ରମ । ତେଣୁ ଦିବ୍ୟ ହେଲେ ଲାଭ କଣ? ତାହା ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଦୈବୀ ସମ୍ପଦ୍-ମୋକ୍ଷାୟ (BG 16.5) । ତୁମେ ଯଦି ଦିବ୍ୟ ହୋଇଯାଅ ଏବଂ ଦିବ୍ୟଗୁଣଗୁଡିକୁ ଧାରଣ କରିବ, ଅଭୟଂ ସତ୍ତ୍ଵସଂ ଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ । ତାହା ହେଉଛି... ଆମେ ପୂର୍ବରୁ ହିଁ ଏହାକୁ ଚର୍ଚ୍ଚା କରିଛୁ । ତେଣୁ ଯଦି ତୁମେ ଦିବ୍ୟ ହୋଇଯାଅ... ଦିବ୍ୟ ହେବାରେ କୌଣସି ବାଧାବିଘ୍ନ ନାହିଁ । କେବଳ ତୁମକୁ ସେହି ପଦବିକୁ ଆସିବା ପାଇଁ ଅଭ୍ୟାସ କରିବାକୁ ହେବ । ଠିକ ଯେପରି ସମସ୍ତେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇପାରିବ । ସମସ୍ତେ ସଂଯୁକ୍ତରାଷ୍ଟ୍ର ଆମେରୀକାର ରାଷ୍ଟ୍ରପତି ହୋଇପାରିବ । ସେଥିରେ କୌଣସି ରୋକ ଠୋକ ନାହିଁ । କିନ୍ତୁ ତୁମକୁ ଯୋଗ୍ୟ ହେବାକୁ ପଡିବ । ଯଦି ତୁମେ ନିଜେ ଯୋଗ୍ୟତା ପ୍ରାପ୍ତ କରିବ, ତୁମେ କିଛି ମଧ୍ୟ ହୋଇପାରିବ... ଯେକୌଣସି ପଦ ପାଇଁ ଉପଯୁକ୍ତ ହୋଇପାରିବ । ସେହିପରି, ଯେମିତି କୁହାଯାଇଛି, ଦିବ୍ୟ, ଦିବ୍ୟ ହେବା ପାଇଁ, ତୁମକୁ ଯୋଗ୍ୟ ହେବାକୁ ପଡିବ ଦିବ୍ୟ ହେବା ପାଇଁ । କିପରି ଦିବ୍ୟ ହେବ? ତାହା ଆଗରୁ ବର୍ଣ୍ଣନା କରାଯାଇଛି... ଆମେ ପୂର୍ବରୁ ତାହା...