OR/Prabhupada 1043 - ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ: Difference between revisions

m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1043 - in all Languages]]
[[Category:Prabhupada 1043 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ|1042|OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି|1044}}

<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|FD2J5mYYxx8|ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ<br/>- Prabhupāda 1043}}
{{youtube_right|to2nKTlPxd4|ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ<br/>- Prabhupāda 1043}}
<!-- END VIDEO LINK -->
<!-- END VIDEO LINK -->

Line 37: Line 37:
:ବ୍ୟବସାୟାତ୍ମିକା ବୁଦ୍ଧିଃ  
:ବ୍ୟବସାୟାତ୍ମିକା ବୁଦ୍ଧିଃ  
:ସମାଧୌ ନ ବିଧୀୟତେ  
:ସମାଧୌ ନ ବିଧୀୟତେ  
:([[Vanisource:BG 2.44|BG 2.44]])  
:([[Vanisource:BG 2.44 (1972)|BG 2.44]])  

ଯେଉଁମାନେ ଭୌତିକବାଦୀ ଜୀବନ ପ୍ରତି ଅତ୍ୟନ୍ତ ଆସକ୍ତ ଅଛିନ୍ତି-ମାନେ ଇନ୍ଦ୍ରିୟ ତୃପ୍ତି ପ୍ରତି... ଭୌତିକବାଦୀ ଜୀବନର ଅର୍ଥ ଇନ୍ଦ୍ରିୟତୃପ୍ତି । ଆଧ୍ୟାତ୍ମିକ ଜୀବନ ଏବଂ ଭୌତିକ ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ? ଏହି ବାଳକମାନେ, ଇଉରୋପ ଏବଂ ଆମେରିକାର ଏହି ବାଳକମାନେ, ସେମାନେ ଏହି ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ମାନେ ସେମାନେ ଇନ୍ଦ୍ରିୟ ତୃପ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । କୌଣସି ଅବୈଧ ଯୌନ ସମ୍ପର୍କ ନାହିଁ, ମାଂସ ଭକ୍ଷଣ ନାହିଁ, ଜୁଆଖେଳ ନାହିଁ, ମଦ୍ୟପାନ ନାହିଁ । ଏହା ହେଉଛି ଭୌତିକବାଦୀ ଜୀବନ । ଅନ୍ୟଥା, ଏହି ଜୀବନ ଏବଂ ସେହି ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ ରହିଲା?  

Latest revision as of 22:41, 1 October 2020

751002 - Lecture SB 07.05.30 - Mauritius

ଯଦି ଜଣେ ଏହି ଭୌତିକ ଜୀବନର ଧାରଣାରେ ଆସକ୍ତ ହୋଇଯାଏ, ସେ ବୁଝିପାରିବ ନାହିଁ, କିମ୍ଵା କୃଷ୍ଣ ଚେତନା ବିଷୟରେ ତାର ଦୃଢମତ ହୋଇପାରିବ ନାହିଁ । ଭଗବଦ୍ ଗୀତାରେ ମଧ୍ୟ, ଏହା କୁହାଯାଇଛି ଯେ,

ଭୋଗୈଶ୍ଵର୍ଯ୍ୟପ୍ରସକ୍ତାନାଂ
ତୟାପହୃତଚେତସାମ୍
ବ୍ୟବସାୟାତ୍ମିକା ବୁଦ୍ଧିଃ
ସମାଧୌ ନ ବିଧୀୟତେ
(BG 2.44)

ଯେଉଁମାନେ ଭୌତିକବାଦୀ ଜୀବନ ପ୍ରତି ଅତ୍ୟନ୍ତ ଆସକ୍ତ ଅଛିନ୍ତି-ମାନେ ଇନ୍ଦ୍ରିୟ ତୃପ୍ତି ପ୍ରତି... ଭୌତିକବାଦୀ ଜୀବନର ଅର୍ଥ ଇନ୍ଦ୍ରିୟତୃପ୍ତି । ଆଧ୍ୟାତ୍ମିକ ଜୀବନ ଏବଂ ଭୌତିକ ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ? ଏହି ବାଳକମାନେ, ଇଉରୋପ ଏବଂ ଆମେରିକାର ଏହି ବାଳକମାନେ, ସେମାନେ ଏହି ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ମାନେ ସେମାନେ ଇନ୍ଦ୍ରିୟ ତୃପ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । କୌଣସି ଅବୈଧ ଯୌନ ସମ୍ପର୍କ ନାହିଁ, ମାଂସ ଭକ୍ଷଣ ନାହିଁ, ଜୁଆଖେଳ ନାହିଁ, ମଦ୍ୟପାନ ନାହିଁ । ଏହା ହେଉଛି ଭୌତିକବାଦୀ ଜୀବନ । ଅନ୍ୟଥା, ଏହି ଜୀବନ ଏବଂ ସେହି ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ ରହିଲା?

ତେଣୁ ଯଦି ଆମେ ଭୌତିକବାଦୀ ଜୀବନ ପ୍ରତି ଆସକ୍ତ ହେବା, ତେବେ ଏହା ଅତ୍ୟନ୍ତ କଷ୍ଟକର ହେବ କୃଷ୍ଣ ଚେତନା ଆନ୍ଦୋଳନକୁ ବୁଝିବା ପାଇଁ । ମତିର୍ ନ୍ କୃଷ୍ଣେ ପରତଃ ସ୍ଵତୋ ବା ମିଥୋ ଅଭିପଦ୍-ଯତେ ଗୃହ ବ୍ରତାନାଂ (SB 7.5.30) । କାହିଁକି? ବର୍ତ୍ତମାନ, ଅଦାନ୍ତ-ଗୋଭିଃ । ଅଦାନ୍ତ ମାନେ ଅନିୟନ୍ତ୍ରିତ । ଅନିୟନ୍ତ୍ରିତ । ଆମର ଇନ୍ଦ୍ରିୟଗୁଡିକ ଅନିୟନ୍ତ୍ରିତ । ଆଜି ସକାଳରେ, ମୁଁ ଯେତେବେଳେ ସମୁଦ୍ର କୂଳରେ ଚାଲୁଥିଲି, ଆମେ ବହୁତ ଜିନିଷ ଦେଖିବାକୁ ପାଇଥିଲେ- କୋକାକୋଲାର ଠିପି, ସିଗାରେଟର ମୁଣ୍ଡି ଏବଂ ବହୁ ଅନ୍ୟ ଜିନିଷ । ତ କୋକାକୋଲାର ଆବଶ୍ୟକତା କ'ଣ? ତୁମେ ଆମ ସମାଜରେ ଏହି ଜିନିଷ ପାଇବ ନାହିଁ । ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ । ବହୁ ଜିନିଷ ଯାହା ସବୁ ବଜାରରେ ମିଳୁଛି ବହୁ ସଂଖ୍ୟକ ବିଜ୍ଞାପନ ଦ୍ଵାରା, ଗରିବ ଗ୍ରାହକକୁ ଠକି କରି... କିନ୍ତୁ ଏଗୁଡିକୁ ଅଦରକାରୀ ଜିନିଷ କୁହାଯାଏ । ଏହି ସବୁ ଜିନିଷର ଆବଶ୍ୟକତା ନାହିଁ । କିନ୍ତୁ ଅଦାନ୍ତ-ଗୋଭିଃ, କାରଣ ଇନ୍ଦ୍ରିୟଗୁଧିକୁ ନିୟନ୍ତ୍ରଣ କରିହେବ ନାହିଁ, ସେମାନେ ବ୍ୟାପାର କରୁଛନ୍ତି । ସେମାନେ ବ୍ୟାପାର କରୁଛନ୍ତି, ଅଦରକାରୀ ଜିନିଷର । ତେଣୁ ଆମେ ଆମର ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ଉଚିତ । ଯଦି ଆମେ ବାସ୍ତବରେ ଆଧ୍ୟାତ୍ମିକ ଜୀବନ ଚାହୁଁ, ଯଦି ଆମେ ବାସ୍ତବରେ ମାୟା କବଳରୁ ମୁକ୍ତ ହେବାକୁ ଚାହୁଁ, ତେବେ ଆମକୁ ଶିଖିବାକୁ ହେବ ଇନ୍ଦ୍ରିୟଗୁଡିକୁ କିପରି ନିୟନ୍ତ୍ରଣ କରାଯିବ । ତାହା ଆବଶ୍ୟକ । ତାହା ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ । ତାହା ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ । ମନୁଷ୍ୟ ଜୀବନ କୁକୁର ଏବଂ ବିଲେଇ ଏବଂ ଘୁଷୁରିଙ୍କ ଜୀବନକୁ ନକଲ କରିବା ନୁହେଁ । ତାହା ମନୁଷ୍ୟ ଜୀବନ ନୁହେଁ ।