OR/Prabhupada 1059 - ସମସ୍ତଙ୍କ ଭଗବାନ ସହ ବିଶେଷ ସମ୍ପର୍କ ଅଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1059 - in all Languages Category:OR-Quotes - 1966 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 11: Line 11:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Hindi|HI/Prabhupada 1058 - भगवद्-गीता के वक्ता भगवान श्रीकृष्ण हैं|1058|HI/Prabhupada 1060 - जब तक कोई भगवद्- गीता का पाठ विनम्र भाव से नहीं करता है|1060}}
{{1080 videos navigation - All Languages|Oriya|OR/Prabhupada 1058 - ଭଗବଦ ଗୀତା ର ବକ୍ତା ଶ୍ରୀକୃଷ୍ଣ ଅଟନ୍ତୀ|1058|OR/Prabhupada 1060 - ଯେତେ ପର୍ଯ୍ୟନ୍ତ ଜଣେ ଭଗବଦ ଗୀତା କୁ ବିନମ୍ର ରୂପ ରେ ନ ନିଏ|1060}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 22: Line 21:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Rx0rekpSrJ8|ସମସ୍ତଙ୍କ ଭଗବାନ ସହ ବିଶେଷ ସମ୍ପର୍କ ଅଛି<br />- Prabhupāda 1059}}
{{youtube_right|eCFMY9XjZFE|ସମସ୍ତଙ୍କ ଭଗବାନ ସହ ବିଶେଷ ସମ୍ପର୍କ ଅଛି<br />- Prabhupāda 1059}}
<!-- END VIDEO LINK -->
<!-- END VIDEO LINK -->

Line 34: Line 33:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ज्योंही कोई भगवान का भक्त बन जाता है, त्योंही उसका सीधा संबंध भगवान से हो जाता है । यह एक अत्यन्त विशद विषय है, लेकिन संक्षेप में यह बताया जा सकता है कि भक्त तथा भगवान के मध्य पॉच प्रकार का सम्बन्ध हो सकता है । कोई निष्क्रिय अवस्था में भक्त हो सकता है, कोई सक्रिय अवस्था में भक्त हो सकता है, कोई सखा रूप में भक्त हो सकता है, कोई माता या पिता के रूप में भक्त हो सकता है, और कोई दम्पति-प्रेमी के रूप में भक्त हो सकता है ।
ଯେମିତି ହିଁ ଜଣେ ଭଗବାନଙ୍କ ଭକ୍ତ ହେଇ ଯାଏ, ସେମିତି ହିଁ ତାହାର ଭଗବାନଙ୍କ ସହ ସୀଧା ସମ୍ବଦ୍ଧ ହେଇ ଯାଏ | ଏହା ଏକ ବହୁତ ଲମ୍ବା ବିଷୟ ବସ୍ତୁ, ପରନ୍ତୁ ସଂକ୍ଷିପ୍ତ ରେ କୁହା ହେଇ ପାରିବ | ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପାଞ୍ଚ ପ୍ରକାରର ସମ୍ବନ୍ଧ ହେଇ ପାରିବ | ଜଣେ ନିଷ୍କ୍ରିୟ ଭାବ ରେ ଭକ୍ତ ହେଇ ପରେ, ଜଣେ ସକ୍ରିୟ ଅବସ୍ଥା ରେ ଭକ୍ତ ହେଇ ପାରେ, ଜଣେ ସଖା ରୂପ ରେ ଭକ୍ତ ହେଇ ପାରେ, ଜଣେ ମାତା ପିତା ଭାବ ରେ ଭକ୍ତ ହେଇ ପରେ, ଏବଂ ଜଣେ ଦମ୍ପତି-ପ୍ରେମୀ ଙ୍କ ରୂପ ରେ ଭକ୍ତ ହେଇ ପାରେ |
 
तो अर्जुन का भगवान से सम्बन्ध सखा रूप में था । भगवान सखा बन सकते हैं । निस्सन्देह, इस मित्रता (सख्य भाव) तथा भौतिक जगत में प्राप्य मित्रता में अाकाश पाताल का अन्तर है । यह दिव्य मित्रता है ... एसा नहीं है कि हर किसी को प्राप्य है भगवान के साथ सम्बन्ध । प्रत्येक व्यक्ति का भगवान से साथ विशिष्ट सम्बन्ध होता है और वह विशिष्ट संबंध भक्ति की पूर्णता से ही जागृत होता है । किन्तु वर्तमान जीवन की अवस्था में हमने न केवल भगवान को भुला दिया है, अपितु हम भगवान के साथ अपने शाश्वत संबंध को भी भूल चुके हैं । लाखों करोड़ों जीवों में से प्रत्येक जीव का, प्रत्येक जीव का भगवान के साथ नित्य विशिष्ट सम्बन्ध है । यह स्वरूप कहलाता है । स्वरूप । और भक्तियोग की प्रक्रिया द्वारा यह स्वरूप जागृत किया जा सकता है । तब यह अवस्था स्वरूप सिद्धि कहलाती है, यह स्वरूप की अर्थात स्वाभाविक या मूलभूत स्थिति की पूर्णता कहलाती है । अतएव अर्जुन एक भक्त था और मैत्री में वह भगवान के संपर्क में था ।
 
अब, यह भगवद्- गीता अर्जुन को समझाई गई, अौर अर्जुन ने किस तरह से ग्रहण किया ? इस बात पर विशेष ध्यान देना चाहिए । कैसे अर्जुन नें भगवद्- गीता को ग्रहण किया इसका वर्णन दशम अध्याय में है । जिस प्रकार:
 
:अर्जुन उवाच
:परं ब्रह्म परं धाम
:पवित्रं परमं भवान्
:पुरषं शाश्वतं दिव्यम
:अादि देवम अजं विभुम्
 
:अाहुस् त्वाम ऋषय: सर्वे
:देवर्षिर नारदस तथा
:असितो देवलो व्यास:
:स्वयं चैव ब्रवीषि मे
:([[Vanisource:BG 10.12-13|भ गी १०।१२-१३]])
 
:सर्वम एतद ऋतम् मन्ये
:यन् माम् वदसि केशव
:न हि ते भगवन व्यक्तिमं
:विदुर देवा न दानवा:
:([[Vanisource:BG 10.14|भ गी १०।१४]])

अब, अर्जुन ने कहा, भगवान से भगवद्- गीता सुनने के बाद, वह श्री कृष्ण को परम ब्रह्म स्वीकार करता है । ब्रह्म । प्रत्येक जीव ब्रह्म है, लेकिन परम परुषोत्तम भगवान परम ब्रह्म हैं । और परम् धाम । परम धाम का अर्थ है वे सबों के परम अाश्र्य या धाम हैं । और पवित्रम । पवित्रम का अर्थ है कि वे शुद्ध हैं अौर भौतिक कल्मष से अरंजित हैं । और उन्हे पुरुषम् कहा गया है । पुरुषम् का अर्थ है कि वे परम भोक्ता हैं ; शाश्वतम, शाश्वत का अर्थ है सनातन, वे पहले व्यक्ति हैं ; दिव्यम अर्थात दिव्य; देवम -भगवान ; अजम -अजन्मा ; विभुम अर्थात महानतम ।
ତ ଅର୍ଜୁନଙ୍କ ଭଗବାନଙ୍କ ସହ ସଖା ଭାବ ଥିଲା | ଭଗବାନ ସଖା ହେଇ ପାରିବେ | ନିସଂଧେୟ, ଏହି ସଖା ଭାବ ଏବଂ ଭୌତିକ ଜଗତ ର ସଖା ଭାବ ରେ ଆକାଶ ପାତାଳ ର ସମ୍ପର୍କ ଅଛି | ଏହା ଦିବ୍ୟ ମିତ୍ରତା ... ଏହା ନୁହେ କି ସମସ୍ତଙ୍କୁ ପ୍ରାପ୍ୟ ଭଗବାନ ଙ୍କ ସହ ସମ୍ବନ୍ଧ | ପ୍ରତେକ ବ୍ୟକ୍ତି ର ଭଗବାନଙ୍କ ସହ ବିଶିଷ୍ଟ ସମ୍ବନ୍ଧ ଅଛି ଏବଂ ସେ ବିଶିଷ୍ଟ ସମ୍ପର୍କ ଭକ୍ତି ର ପୁର୍ନତା ରେ ହିଁ ଜାଗୃତ ହେବ | କିନ୍ତୁ ବର୍ତମାନ ଜୀବନ ର ଅବସ୍ଥା ରେ ଆମେ ନା କି କେବଳ ଭଗବାନଙ୍କୁ ଭୁଲି ଯାଇଛୁ, ଅପିତୁ ଆମେ ଭଗବାନଙ୍କ ସହ ଆମ ଶାଶ୍ୱତ ସମ୍ବନ୍ଧ ମଧ୍ୟ ଭୁଲି ଯାଇଛୁ | ଲକ୍ଷ୍ୟ କୋଟି ଜୀବ ମାନଙ୍କ ମଧ୍ୟରେ ସମସ୍ତଙ୍କ, ଭଗବାନଙ୍କ ସହ ନିତ୍ୟ ବିଶିଷ୍ଟ ସମ୍ବନ୍ଧ ଅଛି | ତାହାକୁ ସ୍ୱରୂପ କୁହାଯାଏ | ସ୍ୱରୂପ | ଏବଂ ଭକ୍ତି ଯୋଗ ପ୍ରକ୍ରିୟା ଦ୍ୱାରା ଏହି ସ୍ୱରୂପ ଜାଗୃତ କରା ଯାଇ ପାରିବ | ଏବଂ ସେହି ଅବସ୍ଥା କୁ ସ୍ୱରୂପ ସିଦ୍ଧି କୁହ ଯାଏ, ଏହା ସ୍ଵାଭିକ ବା ମୁଲଭୁତ ଅବସ୍ଥା ର ପୁର୍ନତା ଅଟେ | ତ ଅର୍ଜୁନ ଜଣେ ଭକ୍ତ ଏବଂ ସେ ମୈତ୍ରୀୟ ଭାବେ ଭଗବାନଙ୍କ ସହ ସମ୍ପର୍କ ରେ ଥିଲା |

अब कोई यह सोच सकता है, कि चूंकि श्री कृष्ण अर्जुन के मित्रे थे, अतएव अर्जुन यह सब चाटुकारिता के रूप में अपने मित्र से कह रहा था । लेकिन अर्जुन, भगवद गीता के पाठकों के मन से इस प्रकार के संदेह को दूर करने के लिए, वह अपने प्रस्ताव को स्थापित करता है महापुरुषों के प्रमाण से । वह कहता है कि श्री कृष्ण को भगवान माने जाते हैं न केवल उससे, अर्जुन, अपितु नारद, असित, देवल, तथा व्यास जेसे महापुरष भी स्वीकार करते हैं । ये सब महापुरुष हैं जो वैदिक ज्ञान का वितरण कर रहे हैं । वे समस्त अाचार्यों द्वारा स्वीकृत हैं । अतएव अर्जुन कहता है कि " मुझसे अापने जो कुछ भी कहा है अब तक, मैं वह पूर्ण सत्य मानता हूं । "
ଏବେ, ଏଇ ଭଗବଦ ଗୀତା ଅର୍ଜୁନ କୁ କୁହା ହେଇଚି, ଏବଂ ସେ କିପରି ଗ୍ରହଣ କରିଛନ୍ତି? ଏହି କଥାଟି କୁ ବିଶେଷ ଧ୍ୟାନ ଦେବା ଉଚିତ | କିପରି ଅର୍ଜୁନ ଭଗବଦ ଗୀତା ଗ୍ରହଣ କରିଛନ୍ତି ତାହା ଦଶମ ଅଧ୍ୟାୟ ରେ କୁହା ଯାଇଛି | ଯେପରି କି:

:ଅର୍ଜୁନ ଉଵାଚ
:ପରମ ବ୍ରହ୍ମ ପରମ ଧାମ
:ପବିତ୍ରମ ପରମଂମ ଭାବନ
:ପୁରୁଷମ ସାସ୍ଵାତମ ଦିବ୍ୟମ
:ଆଦି-ଦେବମ ଅଜାମ ବିଭୁମ

8888888888888888888888888888888888888888888888888888888888888888888888888888
:ଅହୁଷ ତ୍ୱମ ରସାୟଃ ସର୍ବେ  
:ଦେବଶ୍ରୀ ନାରଦସ ତଥା  
ଯେମିତି ହିଁ ଜଣେ ଭଗବାନଙ୍କ ଭକ୍ତ ହେଇ ଯାଏ, ସେମିତି ହିଁ ତାହାର ଭଗବାନଙ୍କ ସହ ସୀଧା ସମ୍ବଦ୍ଧ ହେଇ ଯାଏ | ଏହା ଏକ ବହୁତ ଲମ୍ବା ବିଷୟ ବସ୍ତୁ, ପରନ୍ତୁ ସଂକ୍ଷିପ୍ତ ରେ କୁହା ହେଇ ପାରିବ | ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପାଞ୍ଚ ପ୍ରକାରର ସମ୍ବନ୍ଧ ହେଇ ପାରିବ | ଜଣେ ନିଷ୍କ୍ରିୟ ଭାବ ରେ ଭକ୍ତ ହେଇ ପରେ, ଜଣେ ସକ୍ରିୟ ଅବସ୍ଥା ରେ ଭକ୍ତ ହେଇ ପାରେ, ଜଣେ ସଖା ରୂପ ରେ ଭକ୍ତ ହେଇ ପାରେ, ଜଣେ ମାତା ପିତା ଭାବ ରେ ଭକ୍ତ ହେଇ ପରେ, ଏବଂ ଜଣେ ଦମ୍ପତି-ପ୍ରେମୀ ଙ୍କ ରୂପ ରେ ଭକ୍ତ ହେଇ ପାରେ | ତ ଅର୍ଜୁନଙ୍କ' ଭଗବାନଙ୍କ ସହ ସଖା ଭାବ ଥିଲା | ଭଗବାନ ସଖା ହେଇ ପାରିବେ | ନିସଂଧେୟ, ଏହି ସଖା ଭାବ ଏବଂ ଭୌତିକ ଜଗତ ର ସଖା ଭାବ ରେ ଆକାଶ ପାତାଳ ର ସମ୍ପର୍କ ଅଛି | ଏହା ଦିବ୍ୟ ମିତ୍ରତା ... ଏହା ନୁହେ କି ସମସ୍ତଙ୍କୁ ପ୍ରାପ୍ୟ ଭଗବାନ ଙ୍କ ସହ ସମ୍ବନ୍ଧ | ପ୍ରତେକ ବ୍ୟକ୍ତି ର ଭଗବାନଙ୍କ ସହ ବିଶିଷ୍ଟ ସମ୍ବନ୍ଧ ଅଛି ଏବଂ ସେ ବିଶିଷ୍ଟ ସମ୍ପର୍କ ଭକ୍ତି ର ପୁର୍ନତା ରେ ହିଁ ଜାଗୃତ ହେବ | କିନ୍ତୁ ବର୍ତମାନ ଜୀବନ ର ଅବସ୍ଥା ରେ ଆମେ ନା କି କେବଳ ଭଗବାନଙ୍କୁ ଭୁଲି ଯାଇଛୁ, ଅପିତୁ ଆମେ ଭଗବାନଙ୍କ ସହ ଆମ ଶାଶ୍ୱତ ସମ୍ବନ୍ଧ ମଧ୍ୟ ଭୁଲି ଯାଇଛୁ | ଲକ୍ଷ୍ୟ କୋଟି ଜୀବ ମାନଙ୍କ ମଧ୍ୟରେ ସମସ୍ତଙ୍କ, ଭଗବାନଙ୍କ ସହ ନିତ୍ୟ ବିଶିଷ୍ଟ ସମ୍ବନ୍ଧ ଅଛି | ତାହାକୁ ସ୍ୱରୂପ କୁହା ଯାଏ | ସ୍ୱରୂପ | ଏବଂ ଭକ୍ତି ଯୋଗ ପ୍ରକ୍ରିୟା ଦ୍ୱାରା ଏହି ସ୍ୱରୂପ ଜାଗୃତ କରା ଯାଇ ପାରିବ | ଏବଂ ସେହି ଅବସ୍ଥା କୁ ସ୍ୱରୂପ ସିଦ୍ଧି କୁହ ଯାଏ, ଏହା ସ୍ଵାଭିକ ବା ମୁଲଭୁତ ଅବସ୍ଥା ର ପୁର୍ନତା ଅଟେ | ତ ଅର୍ଜୁନ ଜଣେ ଭକ୍ତ ଏବଂ ସେ ମୈତ୍ରୀୟ ଭାବେ ଭଗବାନଙ୍କ ସହ ସମ୍ପର୍କ ରେ ଥିଲା | ଏବେ, ଏଇ ଭଗବଦ ଗୀତା ଅର୍ଜୁନ କୁ କୁହା ହେଇଚି, ଏବଂ ସେ କିପରି ଗ୍ରହଣ କରିଛନ୍ତି? ଏହି କଥାଟି କୁ ବିଶେଷ ଧ୍ୟାନ ଦେବା ଉଚିତ | କିପରି ଅର୍ଜୁନ ଭଗବଦ ଗୀତା ଗ୍ରହଣ କରିଛନ୍ତି ତାହା ଦଶମ ଅଧ୍ୟାୟ ରେ କୁହା ଯାଇଛି | ଯେପରି କି:  
:ଅସୀତ ଦେବାଲୋ ବ୍ୟାସହ  
 
:ସ୍ୱୟଂ ଚଇବ ବ୍ରବିଶି ମେ |  
ଅର୍ଜୁନ ଉଵାଚ ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମଂମ ଭାବନ ପୁରୁଷମ ସାସ୍ଵାତମ ଦିବ୍ୟମ ଆଦି-ଦେବମ ଅଜାମ ବିଭୁମ
:([[Vanisource:BG 10.12-13 (1972)|BG 10.12-13]])
 
ଅହୁଷ ତ୍ୱମ ରସାୟଃ ସର୍ବେ ଦେବଶ୍ରୀ ନାରଦସ ତଥା ଅସୀତ ଦେବାଲୋ ବ୍ୟାସହ ସ୍ୱୟଂ ଚଇବ ବ୍ରବିଶି ମେ |  
 
:([[Vanisource:BG 10.12-13|BG 10.12-13]])

:ସର୍ଵମ ଏତଦ ରତଂ  
:ସର୍ଵମ ଏତଦ ରତଂ  
Line 77: Line 55:
:ବଦସୀ କେଶବ ନା ହି ତେ ଭଗବାନ  
:ବଦସୀ କେଶବ ନା ହି ତେ ଭଗବାନ  
:ବ୍ୟାକ୍ତିମ ବିଦୁର ଦେବ ନା ଦାନଵଃ |  
:ବ୍ୟାକ୍ତିମ ବିଦୁର ଦେବ ନା ଦାନଵଃ |  
:([[Vanisource:BG 10.14 (1972)|BG 10.14]])

:([[Vanisource:BG 10.14|BG 10.14]])
ଏବେ ଅର୍ଜୁନ କହିଲେ, ଭଗବାନଙ୍କ ଠୁ ଭଗବଦ ଗୀତା ଶୁଣିଲା ପରେ ସେ କୃଷ୍ଣଙ୍କୁ ପରମ ବ୍ରହ୍ମଣ ସ୍ୱୀକାର କରିଲେ | ବ୍ରହ୍ମ| ପ୍ରତି ଯିବ ବ୍ରହ୍ମ ଅଟେ | କିନ୍ତୁ ପରମ ପୁରୋଶତ୍ତମ ଭଗବାନ ପରମ ବ୍ରହ୍ମ ଅଟନ୍ତି | ଆଉ ପରମ ଧାମ | ପରମ ଧାମ ର ଅର୍ଥ ସମସ୍ତନ୍କୁ ଆଶ୍ରୟ ବା ଧାମ | ଆଉ ପବିତ୍ରମ | ପବିତ୍ର ମାନେ ସେ ଶୁଦ୍ଧ, ଭୌତିକ କଲମଶ ରୁ ବାହାରେ | ଏବଂ ତାଙ୍କୁ ପୁରୁଷମ କୁହା ଯାଇଛି | ପୁରୁଷମ ର ଅର୍ଥ ସେ ପରମ ଭୋକ୍ତା ଅଟନ୍ତି ; ସାସ୍ୱତମ, ଶାଶ୍ୱତ ର ଅର୍ଥ ସେ ସନାତନ, ସେ ପ୍ରଥମ ପୁରୁଷ; ଦିବ୍ୟମ ଅର୍ଥାତ ଦିବ୍ୟ; ଦେବମ, ପରମ ପୁରଶତମ ଭଗବାନ; ଅଜମ-ଅଜନ୍ମା; ବିଭୁମ ଅର୍ଥାତ ମହାନତମ |
 
ଏବେ ଅର୍ଜୁନ କହିଲେ, ଭଗବାନଙ୍କ ଠୁ ଭଗବଦ ଗୀତା ଶୁଣିଲା ପରେ ସେ କୃଷ୍ଣଙ୍କୁ ପରମ ବ୍ରହ୍ମଣ ସ୍ୱୀକାର କରିଲେ | ବ୍ରହ୍ମ| ପ୍ରତି ଯିବ ବ୍ରହ୍ମ ଅଟେ | କିନ୍ତୁ ପରମ ପୁରୋଶତ୍ତମ ଭଗବାନ ପରମ ବ୍ରହ୍ମ ଅଟନ୍ତି | ଆଉ ପରମ ଧାମ | ପରମ ଧାମ ର ଅର୍ଥ ସମସ୍ତନ୍କୁ ଆଶ୍ରୟ ବା ଧାମ | ଆଉ ପବିତ୍ରମ | ପବିତ୍ର ମାନେ ସେ ଶୁଦ୍ଧ, ଭୌତିକ କଲମଶ ରୁ ବାହାରେ | ଏବଂ ତାଙ୍କୁ ପୁରୁଷମ କୁହା ଯାଇଛି | ପୁରୁଷମ ର ଅର୍ଥ ସେ ପରମ ଭୋକ୍ତା ଅଟନ୍ତି ; ସାସ୍ୱତମ, ଶାଶ୍ୱତ ର ଅର୍ଥ ସେ ସନାତନ, ସେ ପ୍ରଥମ ପୁରୁଷ; ଦିବ୍ୟମ ଅର୍ଥାତ ଦିବ୍ୟ; ଦେବମ, ପରମ ପୁରଶତମ ଭଗବାନ; ଅଜମ-ଅଜନ୍ମା; ବିଭୁମ ଅର୍ଥାତ ମହାନତମ | ଏବେ କେହି ଏଇଆ ଭାବି ପାରନ୍ତି, ଯେହେତୁ କୃଷ୍ଣ ଅର୍ଜୁନ ର ସାଙ୍ଗ, ତେଣୁ ଏଇ ସବୁ ସେ ନିଜ ସାଙ୍ଗ କୁ କହିଛନ୍ତି | କିନ୍ତୁ ଅର୍ଜୁନ, ଭଗବଦ ଗୀତା ର ପାଠକ ମନରୁ ଏଇ ସବୁ ସନ୍ଦେହ ଦୂର  କରିବା ପାଇଁ, ସେ ନିଜ ପ୍ରସ୍ତାବ ଗୁଡିକ ମହାପୁରଷ ମାନଙ୍କ ପ୍ରମାଣ ରୁ ସ୍ଥାପିତ କରୁଛନ୍ତି | ସେ କହୁଛନ୍ତି ଯେ ଶ୍ରୀ କୃଷ୍ଣ ପରମ ପୁରୋଶତ୍ତମ ଭଗବାନ ରୂପ ରେ ମନା ଯାଏ ନ ହିଁ କେବଳ ନିଜ ଦ୍ୱାରା, ଅପିତୁ ନାରଦ, ଅସିତ, ଦେବଳ ତଥା ବ୍ୟାସ ପରି ମହାପୁରୁଷ ମାନେ ମଧ୍ୟ ସ୍ୱୀକାର କରିଛନ୍ତି | ଏଇ ମାନେ ସବୁ ମହାପୁରୁଷ ଵ୍ୟଦିକ ଜ୍ଞାନ ବିତରଣ କରିବା ପାଇଁ | ସେ ସମସ୍ତ ଆଚାରଯ୍ୟଙ୍କ ଦ୍ୱାରା ସ୍ୱୀକୃତ କରା ଯାଇଛି | ଅତଏବ ଅର୍ଜୁନ କହୁଛନ୍ତି '' ଏବେ ଯାଇଁ ଆପଣ ଯାହା କିଛି କହିଛନ୍ତି, ମୁ ତାକୁ ପୁର୍ଣ ସତ୍ୟ ମାନୁଛି |"

ଏବେ କେହି ଏଇଆ ଭାବି ପାରନ୍ତି, ଯେହେତୁ କୃଷ୍ଣ ଅର୍ଜୁନ ର ସାଙ୍ଗ, ତେଣୁ ଏଇ ସବୁ ସେ ନିଜ ସାଙ୍ଗ କୁ କହିଛନ୍ତି | କିନ୍ତୁ ଅର୍ଜୁନ, ଭଗବଦ ଗୀତା ର ପାଠକ ମନରୁ ଏଇ ସବୁ ସନ୍ଦେହ ଦୂର  କରିବା ପାଇଁ, ସେ ନିଜ ପ୍ରସ୍ତାବ ଗୁଡିକ ମହାପୁରଷ ମାନଙ୍କ ପ୍ରମାଣ ରୁ ସ୍ଥାପିତ କରୁଛନ୍ତି | ସେ କହୁଛନ୍ତି ଯେ ଶ୍ରୀ କୃଷ୍ଣ ପରମ ପୁରୋଶତ୍ତମ ଭଗବାନ ରୂପ ରେ ମନା ଯାଏ ନ ହିଁ କେବଳ ନିଜ ଦ୍ୱାରା, ଅପିତୁ ନାରଦ, ଅସିତ, ଦେବଳ ତଥା ବ୍ୟାସ ପରି ମହାପୁରୁଷ ମାନେ ମଧ୍ୟ ସ୍ୱୀକାର କରିଛନ୍ତି | ଏଇ ମାନେ ସବୁ ମହାପୁରୁଷ ଵ୍ୟଦିକ ଜ୍ଞାନ ବିତରଣ କରିବା ପାଇଁ | ସେ ସମସ୍ତ ଆଚାରଯ୍ୟଙ୍କ ଦ୍ୱାରା ସ୍ୱୀକୃତ କରା ଯାଇଛି | ଅତଏବ ଅର୍ଜୁନ କହୁଛନ୍ତି " ଏବେ ଯାଇଁ ଆପଣ ଯାହା କିଛି କହିଛନ୍ତି, ମୁ ତାକୁ ପୁର୍ଣ ସତ୍ୟ ମାନୁଛି |"
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 16:07, 17 October 2018

660219-20 - Lecture BG Introduction - New York

ଯେମିତି ହିଁ ଜଣେ ଭଗବାନଙ୍କ ଭକ୍ତ ହେଇ ଯାଏ, ସେମିତି ହିଁ ତାହାର ଭଗବାନଙ୍କ ସହ ସୀଧା ସମ୍ବଦ୍ଧ ହେଇ ଯାଏ | ଏହା ଏକ ବହୁତ ଲମ୍ବା ବିଷୟ ବସ୍ତୁ, ପରନ୍ତୁ ସଂକ୍ଷିପ୍ତ ରେ କୁହା ହେଇ ପାରିବ | ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପାଞ୍ଚ ପ୍ରକାରର ସମ୍ବନ୍ଧ ହେଇ ପାରିବ | ଜଣେ ନିଷ୍କ୍ରିୟ ଭାବ ରେ ଭକ୍ତ ହେଇ ପରେ, ଜଣେ ସକ୍ରିୟ ଅବସ୍ଥା ରେ ଭକ୍ତ ହେଇ ପାରେ, ଜଣେ ସଖା ରୂପ ରେ ଭକ୍ତ ହେଇ ପାରେ, ଜଣେ ମାତା ପିତା ଭାବ ରେ ଭକ୍ତ ହେଇ ପରେ, ଏବଂ ଜଣେ ଦମ୍ପତି-ପ୍ରେମୀ ଙ୍କ ରୂପ ରେ ଭକ୍ତ ହେଇ ପାରେ |

ତ ଅର୍ଜୁନଙ୍କ ଭଗବାନଙ୍କ ସହ ସଖା ଭାବ ଥିଲା | ଭଗବାନ ସଖା ହେଇ ପାରିବେ | ନିସଂଧେୟ, ଏହି ସଖା ଭାବ ଏବଂ ଭୌତିକ ଜଗତ ର ସଖା ଭାବ ରେ ଆକାଶ ପାତାଳ ର ସମ୍ପର୍କ ଅଛି | ଏହା ଦିବ୍ୟ ମିତ୍ରତା ... ଏହା ନୁହେ କି ସମସ୍ତଙ୍କୁ ପ୍ରାପ୍ୟ ଭଗବାନ ଙ୍କ ସହ ସମ୍ବନ୍ଧ | ପ୍ରତେକ ବ୍ୟକ୍ତି ର ଭଗବାନଙ୍କ ସହ ବିଶିଷ୍ଟ ସମ୍ବନ୍ଧ ଅଛି ଏବଂ ସେ ବିଶିଷ୍ଟ ସମ୍ପର୍କ ଭକ୍ତି ର ପୁର୍ନତା ରେ ହିଁ ଜାଗୃତ ହେବ | କିନ୍ତୁ ବର୍ତମାନ ଜୀବନ ର ଅବସ୍ଥା ରେ ଆମେ ନା କି କେବଳ ଭଗବାନଙ୍କୁ ଭୁଲି ଯାଇଛୁ, ଅପିତୁ ଆମେ ଭଗବାନଙ୍କ ସହ ଆମ ଶାଶ୍ୱତ ସମ୍ବନ୍ଧ ମଧ୍ୟ ଭୁଲି ଯାଇଛୁ | ଲକ୍ଷ୍ୟ କୋଟି ଜୀବ ମାନଙ୍କ ମଧ୍ୟରେ ସମସ୍ତଙ୍କ, ଭଗବାନଙ୍କ ସହ ନିତ୍ୟ ବିଶିଷ୍ଟ ସମ୍ବନ୍ଧ ଅଛି | ତାହାକୁ ସ୍ୱରୂପ କୁହାଯାଏ | ସ୍ୱରୂପ | ଏବଂ ଭକ୍ତି ଯୋଗ ପ୍ରକ୍ରିୟା ଦ୍ୱାରା ଏହି ସ୍ୱରୂପ ଜାଗୃତ କରା ଯାଇ ପାରିବ | ଏବଂ ସେହି ଅବସ୍ଥା କୁ ସ୍ୱରୂପ ସିଦ୍ଧି କୁହ ଯାଏ, ଏହା ସ୍ଵାଭିକ ବା ମୁଲଭୁତ ଅବସ୍ଥା ର ପୁର୍ନତା ଅଟେ | ତ ଅର୍ଜୁନ ଜଣେ ଭକ୍ତ ଏବଂ ସେ ମୈତ୍ରୀୟ ଭାବେ ଭଗବାନଙ୍କ ସହ ସମ୍ପର୍କ ରେ ଥିଲା |

ଏବେ, ଏଇ ଭଗବଦ ଗୀତା ଅର୍ଜୁନ କୁ କୁହା ହେଇଚି, ଏବଂ ସେ କିପରି ଗ୍ରହଣ କରିଛନ୍ତି? ଏହି କଥାଟି କୁ ବିଶେଷ ଧ୍ୟାନ ଦେବା ଉଚିତ | କିପରି ଅର୍ଜୁନ ଭଗବଦ ଗୀତା ଗ୍ରହଣ କରିଛନ୍ତି ତାହା ଦଶମ ଅଧ୍ୟାୟ ରେ କୁହା ଯାଇଛି | ଯେପରି କି:

ଅର୍ଜୁନ ଉଵାଚ
ପରମ ବ୍ରହ୍ମ ପରମ ଧାମ
ପବିତ୍ରମ ପରମଂମ ଭାବନ
ପୁରୁଷମ ସାସ୍ଵାତମ ଦିବ୍ୟମ
ଆଦି-ଦେବମ ଅଜାମ ବିଭୁମ
ଅହୁଷ ତ୍ୱମ ରସାୟଃ ସର୍ବେ
ଦେବଶ୍ରୀ ନାରଦସ ତଥା
ଅସୀତ ଦେବାଲୋ ବ୍ୟାସହ
ସ୍ୱୟଂ ଚଇବ ବ୍ରବିଶି ମେ |
(BG 10.12-13)
ସର୍ଵମ ଏତଦ ରତଂ
ମନୟେ ଯାନ ମାଂ
ବଦସୀ କେଶବ ନା ହି ତେ ଭଗବାନ
ବ୍ୟାକ୍ତିମ ବିଦୁର ଦେବ ନା ଦାନଵଃ |
(BG 10.14)