OR/Prabhupada 1078 - ଉଭୟ ମନ ଓ ବୁଦ୍ଧି ଚବିଶଘଣ୍ଟା ଭଗବାନଙ୍କ ସ୍ମରଣରେ ଲୀନ କରିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1078 - in all Languages Category:OR-Quotes - 1966 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 10: Line 10:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1077 - ଭଗବାନ୍ ପୂର୍ଣ୍ଣ ଅଟନ୍ତି, ତାଙ୍କର ନାମ ଓ ତାଙ୍କ ଭିତରେ କିଛି ଅନ୍ତର ନାହିଁ|1077|OR/Prabhupada 1079 - ଭଗବଦ୍ ଗୀତା ଏକ ଦିବ୍ୟ ଗ୍ରନ୍ଥ ଯାହାକୁ ଆମେ ଧ୍ୟାନପୂର୍ବକ ପଢ଼ିବା ଉଚିତ୍|1079}}
{{1080 videos navigation - All Languages|Oriya|OR/Prabhupada 1077 - ଭଗବାନ୍ ପୂର୍ଣ୍ଣ ଅଟନ୍ତି, ତାଙ୍କର ନାମ ଓ ତାଙ୍କ ଭିତରେ କିଛି ଅନ୍ତର ନାହିଁ|1077|OR/Prabhupada 1079 - ଭଗବଦ୍ ଗୀତା ଏକ ଦିବ୍ୟ ଗ୍ରନ୍ଥ ଯାହାକୁ ଆମେ ଧ୍ୟାନପୂର୍ବକ ପଢ଼ିବା ଉଚିତ୍|1079}}
<!-- END NAVIGATION BAR -->
<!-- END NAVIGATION BAR -->
Line 21: Line 21:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|V4RzPKgzWmk|ଉଭୟ ମନ ଓ ବୁଦ୍ଧି ଚବିଶଘଣ୍ଟା ଭଗବାନଙ୍କ ସ୍ମରଣରେ ଲୀନ କରିବା<br />- Prabhupāda 1078}}
{{youtube_right|tbHcm5WxZvY|ଉଭୟ ମନ ଓ ବୁଦ୍ଧି ଚବିଶଘଣ୍ଟା ଭଗବାନଙ୍କ ସ୍ମରଣରେ ଲୀନ କରିବା<br />- Prabhupāda 1078}}
<!-- END VIDEO LINK -->
<!-- END VIDEO LINK -->


Line 33: Line 33:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଯେବେ ତୁମର ଭଗବାନଙ୍କ ପ୍ରତି ଗଭୀର ପ୍ରେମ ଆସେ, ତେବେ ଆମେମାନେ ଆମମାନଙ୍କର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କୁ ସ୍ମରଣ କରିବା ସମ୍ଭବ । ତେବେ ଆମକୁ ସେହି ଭାବକୁ ବଢ଼େଇବାକୁ ହେବ ।ଯେପରି ଅର୍ଜୁନ ସର୍ବଦା ଭଗବାନଙ୍କର ଚିନ୍ତା କରୁଥିଲେ । ଚବିଶଘଣ୍ଟା ମଧ୍ୟରୁ କ୍ଷଣକ ପାଇଁ ମଧ୍ୟ ସେ କୃଷ୍ଣଙ୍କୁ ଭୁଲୁ ନ ଥିଲେ । ସେ କୃଷ୍ଣଙ୍କର ଚିର ସହଚର ଥିଲେ । ତତ୍ ସଙ୍ଗେ ସଙ୍ଗେ  ଜଣେ ଯୋଦ୍ଧା ଥିଲେ । କୃଷ୍ଣ କେବେହେଲେ ଅର୍ଜୁନଙ୍କୁ ଯୁଦ୍ଧ ତ୍ୟାଗ କରିବାକୁ ଉପଦେଶ ଦେଇନାହାନ୍ତି । ବଣକୁ ଯାଅ, ହିମାଳୟକୁ ଯାଅ ଏବଂ ଧ୍ୟାନ କର । ଯେତେବେଳେ ଅର୍ଜୁନଙ୍କୁ ଯୋଗ ବିଦ୍ୟା ଉପଦେଶ ଦିଆଗଲା, ଅର୍ଜୁନ ମନାକରିଲେ, ଯେ, "ଏହି ବିଧି ଆଚରଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ ।" ତାପରେ ଭଗବାନ କହିଲେ, ଯୋଗିନାମପି ସର୍ବେଷାମ୍ ମଦ୍ ଗତେନାନ୍ତରାତ୍ମନା([[Vanisource:BG 6.47|BG 6.47]]) । ମଦ୍ ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ଯେ ସର୍ବଦା ଭଗବାନଙ୍କୁ ଚିନ୍ତା କରୁଥାଏ, ସେ ସର୍ବୋତ୍ତମ ଯୋଗୀ ଅଟେ । ସେ ସର୍ବୋତ୍ତମ ଜ୍ଞାନୀ ଅଟେ ଏବଂ ତତ୍ ସଙ୍ଗେ ସଙ୍ଗେ ଏକ ପ୍ରସିଦ୍ଧ ଭକ୍ତ ମଧ୍ୟ ଅଟେ । ଭଗବାନ୍ ଉପଦେଶ ଦେଉଛନ୍ତି ଯେ ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଧ୍ୟ ଚ ([[Vanisource:BG 8.7|BG 8.7]]) । "ତୁମେ ଏକ କ୍ଷତ୍ରିୟ ଏବଂ ତୁମେ ତୁମର କର୍ତ୍ତବ୍ୟକୁ ଛାଡିପାରିବନାହିଁ । ତୁମକୁ ଯୁଦ୍ଧ କରିବାକୁ ପଡିବ । ତତ୍ ସଙ୍ଗେ ସଙ୍ଗେ ଯଦି ମୋତେ ସବୁବେଳେ ମନେରଖିବାକୁ ଚେଷ୍ଟା କର, ତେବେ ଏହା ସମ୍ଭବ ହେବ," ଅନ୍ତଃକାଳେ ଚ ମାମେବ ସ୍ମରନ୍ ([[Vanisource:BG 8.5|BG 8.5]]), "ତେବେ ମୃତ୍ୟୁ ସମୟରେ ମୋତେ ମନେ ରଖିବା ସମ୍ଭବ ହେବ ।" ମଯ୍ୟର୍ପିତ ମନୋ ବୁଦ୍ଧିର୍ମାମ୍ ଏବୈଷ୍ୟସ୍ୟଶଂସୟଃ । ପୁଣିଥରେ ସେ କହୁଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଯଦି ଜଣେ ସମ୍ପୁର୍ଣ୍ଣ ରୁପରେ ଭଗବାନଙ୍କ ସେବାରେ ନିଯୁକ୍ତ, ଦିବ୍ୟ ସେବାରେ ନିଯୁକ୍ତ, ମଯ୍ୟର୍ପିତ ମନୋ ବୁଦ୍ଧିର୍ ([[Vanisource:BG 8.7|BG 8.7]]) । କାରଣ ଆମେ ବାସ୍ତବରେ ନିଜ ଶରୀର ସାହାଯ୍ୟରେ କାମ କରୁନାହୁଁ ଆମର ମନ ଓ ବୁଦ୍ଧି ସାହାଯ୍ୟରେ ଆମେ କାମ କରୁ । ତେଣୁ ଯଦି ମନ ଓ ବୁଦ୍ଧି ବରାବର ଭଗବାନଙ୍କ ଚିନ୍ତାରେ ଲାଗି ରହନ୍ତି, ତାହାହେଲେ ଇନ୍ଦ୍ରିୟଗୁଡିକ ସ୍ଵଭାବତଃ ତାଙ୍କ(ଭଗବାନଙ୍କ) ସେବାରେ ଲାଗିରହିବେ । ଏହା ଭଗବଦ୍ ଗୀତାର ଗୁପ୍ତ ଶିକ୍ଷା । ଏହି କଳା ଆମକୁ ଶିଖିବାକୁ ହେବ, ଯେ କେମିତି ଆମେ ଲୀନ ହେଇପାରିବା, ଉଭୟ ମନ ଓ ବୁଦ୍ଧି ଦ୍ଵାରା, ଚବିଶି ଘଣ୍ଟା ଭଗବାନଙ୍କ ଚିନ୍ତାରେ । ଏବଂ ଏହା ବ୍ୟକ୍ତିକୁ ଭଗବଦ୍ ଧାମକୁ ସ୍ଥାନାନ୍ତର ହେବାପାଇଁ ସାହାଯ୍ୟ କରିବ ବା ଶରୀର ତ୍ୟାଗ କରିବା ପରେ ସେ ପରବ୍ୟୋମରେ ପ୍ରବେଶ କରିବ । ଆଧୁନିକ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଚେଷ୍ଟା କରୁଛନ୍ତି, ଚନ୍ଦ୍ରଗ୍ରହରେ ପହଞ୍ଚିବା ପାଇଁ, ଏବଂ ସେମାନେ ଏବେ ପର୍ଯ୍ୟନ୍ତ ପହଞ୍ଚିପାରି ନାହାଁନ୍ତି। କିନ୍ତୁ ଏହି ଭଗବଦ୍ ଗୀତାରେ, ଏ‍କ ପ୍ରସ୍ତାବ ଅଛି । ଯଦି ଜଣେ ବ୍ୟକ୍ତି ଆଉ ପଚାଶ ବର୍ଷ ବଞ୍ଚେ ଏବଂ ସେ.... କୌଣସି ବ୍ୟକ୍ତି ସେହି ପଚାଶ ବର୍ଷରେ ନିଜକୁ ଆଧ୍ୟାତ୍ମିକ ଦିଗରେ ଆଗେଇ ନେବାକୁ ଚେଷ୍ଟା କରେ ନାହିଁ । ତାହା ଏକ ଉତ୍ତମ ଉପାୟ । କିନ୍ତୁ କେହି ଦଶ ବର୍ଷ କିମ୍ଵା ପାଞ୍ଚ ବର୍ଷ ପାଇଁ ମଧ୍ୟ ଆନ୍ତରିକତାର ସହ ଏହା ଅଭ୍ୟାସ କରିବାକୁ ଚେଷ୍ଟା କରେ, ମଯ୍ୟର୍ପିତ ମନୋ ବୁଦ୍ଧିର([[Vanisource:BG 8.7|BG 8.7]])......ଏହା କେବଳ ଅଭ୍ୟାସର ପ୍ରଶ୍ନ । ଏବଂ ତାହା ଭକ୍ତିଯୋଗ ବିଧି ଦ୍ଵାରା ଅତି ସହଜରେ ସମ୍ଭବ ହୋଇପାରିବ,ଶ୍ରବଣଂ । ଶ୍ରବଣଂ । ଶ୍ରବଣ କରିବାର ଏକ ସହଜତମ ଉପାୟ ।  
ଯେବେ ତୁମର ଭଗବାନଙ୍କ ପ୍ରତି ଗଭୀର ପ୍ରେମ ଆସେ, ତେବେ ଆମେମାନେ ଆମମାନଙ୍କର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କୁ ସ୍ମରଣ କରିବା ସମ୍ଭବ । ତେବେ ଆମକୁ ସେହି ଭାବକୁ ବଢ଼େଇବାକୁ ହେବ ।ଯେପରି ଅର୍ଜୁନ ସର୍ବଦା ଭଗବାନଙ୍କର ଚିନ୍ତା କରୁଥିଲେ । ଚବିଶଘଣ୍ଟା ମଧ୍ୟରୁ କ୍ଷଣକ ପାଇଁ ମଧ୍ୟ ସେ କୃଷ୍ଣଙ୍କୁ ଭୁଲୁ ନ ଥିଲେ । ସେ କୃଷ୍ଣଙ୍କର ଚିର ସହଚର ଥିଲେ । ତତ୍ ସଙ୍ଗେ ସଙ୍ଗେ  ଜଣେ ଯୋଦ୍ଧା ଥିଲେ । କୃଷ୍ଣ କେବେହେଲେ ଅର୍ଜୁନଙ୍କୁ ଯୁଦ୍ଧ ତ୍ୟାଗ କରିବାକୁ ଉପଦେଶ ଦେଇନାହାନ୍ତି । ବଣକୁ ଯାଅ, ହିମାଳୟକୁ ଯାଅ ଏବଂ ଧ୍ୟାନ କର । ଯେତେବେଳେ ଅର୍ଜୁନଙ୍କୁ ଯୋଗ ବିଦ୍ୟା ଉପଦେଶ ଦିଆଗଲା, ଅର୍ଜୁନ ମନାକରିଲେ, ଯେ, "ଏହି ବିଧି ଆଚରଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ ।" ତାପରେ ଭଗବାନ କହିଲେ, ଯୋଗିନାମପି ସର୍ବେଷାମ୍ ମଦ୍ ଗତେନାନ୍ତରାତ୍ମନା([[Vanisource:BG 6.47 (1972)|BG 6.47]]) । ମଦ୍ ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ଯେ ସର୍ବଦା ଭଗବାନଙ୍କୁ ଚିନ୍ତା କରୁଥାଏ, ସେ ସର୍ବୋତ୍ତମ ଯୋଗୀ ଅଟେ । ସେ ସର୍ବୋତ୍ତମ ଜ୍ଞାନୀ ଅଟେ ଏବଂ ତତ୍ ସଙ୍ଗେ ସଙ୍ଗେ ଏକ ପ୍ରସିଦ୍ଧ ଭକ୍ତ ମଧ୍ୟ ଅଟେ । ଭଗବାନ୍ ଉପଦେଶ ଦେଉଛନ୍ତି ଯେ ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଧ୍ୟ ଚ ([[Vanisource:BG 8.7 (1972)|BG 8.7]]) । "ତୁମେ ଏକ କ୍ଷତ୍ରିୟ ଏବଂ ତୁମେ ତୁମର କର୍ତ୍ତବ୍ୟକୁ ଛାଡିପାରିବନାହିଁ । ତୁମକୁ ଯୁଦ୍ଧ କରିବାକୁ ପଡିବ । ତତ୍ ସଙ୍ଗେ ସଙ୍ଗେ ଯଦି ମୋତେ ସବୁବେଳେ ମନେରଖିବାକୁ ଚେଷ୍ଟା କର, ତେବେ ଏହା ସମ୍ଭବ ହେବ," ଅନ୍ତଃକାଳେ ଚ ମାମେବ ସ୍ମରନ୍ ([[Vanisource:BG 8.5 (1972)|BG 8.5]]), "ତେବେ ମୃତ୍ୟୁ ସମୟରେ ମୋତେ ମନେ ରଖିବା ସମ୍ଭବ ହେବ ।" ମଯ୍ୟର୍ପିତ ମନୋ ବୁଦ୍ଧିର୍ମାମ୍ ଏବୈଷ୍ୟସ୍ୟଶଂସୟଃ । ପୁଣିଥରେ ସେ କହୁଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଯଦି ଜଣେ ସମ୍ପୁର୍ଣ୍ଣ ରୁପରେ ଭଗବାନଙ୍କ ସେବାରେ ନିଯୁକ୍ତ, ଦିବ୍ୟ ସେବାରେ ନିଯୁକ୍ତ, ମଯ୍ୟର୍ପିତ ମନୋ ବୁଦ୍ଧିର୍ ([[Vanisource:BG 8.7 (1972)|BG 8.7]]) । କାରଣ ଆମେ ବାସ୍ତବରେ ନିଜ ଶରୀର ସାହାଯ୍ୟରେ କାମ କରୁନାହୁଁ ଆମର ମନ ଓ ବୁଦ୍ଧି ସାହାଯ୍ୟରେ ଆମେ କାମ କରୁ । ତେଣୁ ଯଦି ମନ ଓ ବୁଦ୍ଧି ବରାବର ଭଗବାନଙ୍କ ଚିନ୍ତାରେ ଲାଗି ରହନ୍ତି, ତାହାହେଲେ ଇନ୍ଦ୍ରିୟଗୁଡିକ ସ୍ଵଭାବତଃ ତାଙ୍କ(ଭଗବାନଙ୍କ) ସେବାରେ ଲାଗିରହିବେ । ଏହା ଭଗବଦ୍ ଗୀତାର ଗୁପ୍ତ ଶିକ୍ଷା । ଏହି କଳା ଆମକୁ ଶିଖିବାକୁ ହେବ, ଯେ କେମିତି ଆମେ ଲୀନ ହେଇପାରିବା, ଉଭୟ ମନ ଓ ବୁଦ୍ଧି ଦ୍ଵାରା, ଚବିଶି ଘଣ୍ଟା ଭଗବାନଙ୍କ ଚିନ୍ତାରେ । ଏବଂ ଏହା ବ୍ୟକ୍ତିକୁ ଭଗବଦ୍ ଧାମକୁ ସ୍ଥାନାନ୍ତର ହେବାପାଇଁ ସାହାଯ୍ୟ କରିବ ବା ଶରୀର ତ୍ୟାଗ କରିବା ପରେ ସେ ପରବ୍ୟୋମରେ ପ୍ରବେଶ କରିବ । ଆଧୁନିକ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଚେଷ୍ଟା କରୁଛନ୍ତି, ଚନ୍ଦ୍ରଗ୍ରହରେ ପହଞ୍ଚିବା ପାଇଁ, ଏବଂ ସେମାନେ ଏବେ ପର୍ଯ୍ୟନ୍ତ ପହଞ୍ଚିପାରି ନାହାଁନ୍ତି। କିନ୍ତୁ ଏହି ଭଗବଦ୍ ଗୀତାରେ, ଏ‍କ ପ୍ରସ୍ତାବ ଅଛି । ଯଦି ଜଣେ ବ୍ୟକ୍ତି ଆଉ ପଚାଶ ବର୍ଷ ବଞ୍ଚେ ଏବଂ ସେ.... କୌଣସି ବ୍ୟକ୍ତି ସେହି ପଚାଶ ବର୍ଷରେ ନିଜକୁ ଆଧ୍ୟାତ୍ମିକ ଦିଗରେ ଆଗେଇ ନେବାକୁ ଚେଷ୍ଟା କରେ ନାହିଁ । ତାହା ଏକ ଉତ୍ତମ ଉପାୟ । କିନ୍ତୁ କେହି ଦଶ ବର୍ଷ କିମ୍ଵା ପାଞ୍ଚ ବର୍ଷ ପାଇଁ ମଧ୍ୟ ଆନ୍ତରିକତାର ସହ ଏହା ଅଭ୍ୟାସ କରିବାକୁ ଚେଷ୍ଟା କରେ, ମଯ୍ୟର୍ପିତ ମନୋ ବୁଦ୍ଧିର([[Vanisource:BG 8.7 (1972)|BG 8.7]])......ଏହା କେବଳ ଅଭ୍ୟାସର ପ୍ରଶ୍ନ । ଏବଂ ତାହା ଭକ୍ତିଯୋଗ ବିଧି ଦ୍ଵାରା ଅତି ସହଜରେ ସମ୍ଭବ ହୋଇପାରିବ,ଶ୍ରବଣଂ । ଶ୍ରବଣଂ । ଶ୍ରବଣ କରିବାର ଏକ ସହଜତମ ଉପାୟ ।  


<div class="quote_verse">
<div class="quote_verse">
Line 40: Line 40:
:ଅର୍ଚନଂ ବନ୍ଦନଂ ଦାସ୍ୟଂ  
:ଅର୍ଚନଂ ବନ୍ଦନଂ ଦାସ୍ୟଂ  
:ସଖ୍ୟମ୍ ଆତ୍ମନିବେଦନମ୍
:ସଖ୍ୟମ୍ ଆତ୍ମନିବେଦନମ୍
:([[Vanisource:SB 7.5.23|SB 7.5.23]])
:([[Vanisource:SB 7.5.23-24|SB 7.5.23]])
</div>   
</div>   


ଏହି ନଅ ଉପାୟ । ତେଣୁ ସବୁଠାରୁ ସହଜ ଉପାୟ ହେଉଛି ଶ୍ରବଣ ।  
ଏହି ନଅ ଉପାୟ । ତେଣୁ ସବୁଠାରୁ ସହଜ ଉପାୟ ହେଉଛି ଶ୍ରବଣ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 16:16, 17 October 2018



660219-20 - Lecture BG Introduction - New York

ଯେବେ ତୁମର ଭଗବାନଙ୍କ ପ୍ରତି ଗଭୀର ପ୍ରେମ ଆସେ, ତେବେ ଆମେମାନେ ଆମମାନଙ୍କର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କୁ ସ୍ମରଣ କରିବା ସମ୍ଭବ । ତେବେ ଆମକୁ ସେହି ଭାବକୁ ବଢ଼େଇବାକୁ ହେବ ।ଯେପରି ଅର୍ଜୁନ ସର୍ବଦା ଭଗବାନଙ୍କର ଚିନ୍ତା କରୁଥିଲେ । ଚବିଶଘଣ୍ଟା ମଧ୍ୟରୁ କ୍ଷଣକ ପାଇଁ ମଧ୍ୟ ସେ କୃଷ୍ଣଙ୍କୁ ଭୁଲୁ ନ ଥିଲେ । ସେ କୃଷ୍ଣଙ୍କର ଚିର ସହଚର ଥିଲେ । ତତ୍ ସଙ୍ଗେ ସଙ୍ଗେ ଜଣେ ଯୋଦ୍ଧା ଥିଲେ । କୃଷ୍ଣ କେବେହେଲେ ଅର୍ଜୁନଙ୍କୁ ଯୁଦ୍ଧ ତ୍ୟାଗ କରିବାକୁ ଉପଦେଶ ଦେଇନାହାନ୍ତି । ବଣକୁ ଯାଅ, ହିମାଳୟକୁ ଯାଅ ଏବଂ ଧ୍ୟାନ କର । ଯେତେବେଳେ ଅର୍ଜୁନଙ୍କୁ ଯୋଗ ବିଦ୍ୟା ଉପଦେଶ ଦିଆଗଲା, ଅର୍ଜୁନ ମନାକରିଲେ, ଯେ, "ଏହି ବିଧି ଆଚରଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ ।" ତାପରେ ଭଗବାନ କହିଲେ, ଯୋଗିନାମପି ସର୍ବେଷାମ୍ ମଦ୍ ଗତେନାନ୍ତରାତ୍ମନା(BG 6.47) । ମଦ୍ ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ଯେ ସର୍ବଦା ଭଗବାନଙ୍କୁ ଚିନ୍ତା କରୁଥାଏ, ସେ ସର୍ବୋତ୍ତମ ଯୋଗୀ ଅଟେ । ସେ ସର୍ବୋତ୍ତମ ଜ୍ଞାନୀ ଅଟେ ଏବଂ ତତ୍ ସଙ୍ଗେ ସଙ୍ଗେ ଏକ ପ୍ରସିଦ୍ଧ ଭକ୍ତ ମଧ୍ୟ ଅଟେ । ଭଗବାନ୍ ଉପଦେଶ ଦେଉଛନ୍ତି ଯେ ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଧ୍ୟ ଚ (BG 8.7) । "ତୁମେ ଏକ କ୍ଷତ୍ରିୟ ଏବଂ ତୁମେ ତୁମର କର୍ତ୍ତବ୍ୟକୁ ଛାଡିପାରିବନାହିଁ । ତୁମକୁ ଯୁଦ୍ଧ କରିବାକୁ ପଡିବ । ତତ୍ ସଙ୍ଗେ ସଙ୍ଗେ ଯଦି ମୋତେ ସବୁବେଳେ ମନେରଖିବାକୁ ଚେଷ୍ଟା କର, ତେବେ ଏହା ସମ୍ଭବ ହେବ," ଅନ୍ତଃକାଳେ ଚ ମାମେବ ସ୍ମରନ୍ (BG 8.5), "ତେବେ ମୃତ୍ୟୁ ସମୟରେ ମୋତେ ମନେ ରଖିବା ସମ୍ଭବ ହେବ ।" ମଯ୍ୟର୍ପିତ ମନୋ ବୁଦ୍ଧିର୍ମାମ୍ ଏବୈଷ୍ୟସ୍ୟଶଂସୟଃ । ପୁଣିଥରେ ସେ କହୁଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଯଦି ଜଣେ ସମ୍ପୁର୍ଣ୍ଣ ରୁପରେ ଭଗବାନଙ୍କ ସେବାରେ ନିଯୁକ୍ତ, ଦିବ୍ୟ ସେବାରେ ନିଯୁକ୍ତ, ମଯ୍ୟର୍ପିତ ମନୋ ବୁଦ୍ଧିର୍ (BG 8.7) । କାରଣ ଆମେ ବାସ୍ତବରେ ନିଜ ଶରୀର ସାହାଯ୍ୟରେ କାମ କରୁନାହୁଁ ଆମର ମନ ଓ ବୁଦ୍ଧି ସାହାଯ୍ୟରେ ଆମେ କାମ କରୁ । ତେଣୁ ଯଦି ମନ ଓ ବୁଦ୍ଧି ବରାବର ଭଗବାନଙ୍କ ଚିନ୍ତାରେ ଲାଗି ରହନ୍ତି, ତାହାହେଲେ ଇନ୍ଦ୍ରିୟଗୁଡିକ ସ୍ଵଭାବତଃ ତାଙ୍କ(ଭଗବାନଙ୍କ) ସେବାରେ ଲାଗିରହିବେ । ଏହା ଭଗବଦ୍ ଗୀତାର ଗୁପ୍ତ ଶିକ୍ଷା । ଏହି କଳା ଆମକୁ ଶିଖିବାକୁ ହେବ, ଯେ କେମିତି ଆମେ ଲୀନ ହେଇପାରିବା, ଉଭୟ ମନ ଓ ବୁଦ୍ଧି ଦ୍ଵାରା, ଚବିଶି ଘଣ୍ଟା ଭଗବାନଙ୍କ ଚିନ୍ତାରେ । ଏବଂ ଏହା ବ୍ୟକ୍ତିକୁ ଭଗବଦ୍ ଧାମକୁ ସ୍ଥାନାନ୍ତର ହେବାପାଇଁ ସାହାଯ୍ୟ କରିବ ବା ଶରୀର ତ୍ୟାଗ କରିବା ପରେ ସେ ପରବ୍ୟୋମରେ ପ୍ରବେଶ କରିବ । ଆଧୁନିକ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଚେଷ୍ଟା କରୁଛନ୍ତି, ଚନ୍ଦ୍ରଗ୍ରହରେ ପହଞ୍ଚିବା ପାଇଁ, ଏବଂ ସେମାନେ ଏବେ ପର୍ଯ୍ୟନ୍ତ ପହଞ୍ଚିପାରି ନାହାଁନ୍ତି। କିନ୍ତୁ ଏହି ଭଗବଦ୍ ଗୀତାରେ, ଏ‍କ ପ୍ରସ୍ତାବ ଅଛି । ଯଦି ଜଣେ ବ୍ୟକ୍ତି ଆଉ ପଚାଶ ବର୍ଷ ବଞ୍ଚେ ଏବଂ ସେ.... କୌଣସି ବ୍ୟକ୍ତି ସେହି ପଚାଶ ବର୍ଷରେ ନିଜକୁ ଆଧ୍ୟାତ୍ମିକ ଦିଗରେ ଆଗେଇ ନେବାକୁ ଚେଷ୍ଟା କରେ ନାହିଁ । ତାହା ଏକ ଉତ୍ତମ ଉପାୟ । କିନ୍ତୁ କେହି ଦଶ ବର୍ଷ କିମ୍ଵା ପାଞ୍ଚ ବର୍ଷ ପାଇଁ ମଧ୍ୟ ଆନ୍ତରିକତାର ସହ ଏହା ଅଭ୍ୟାସ କରିବାକୁ ଚେଷ୍ଟା କରେ, ମଯ୍ୟର୍ପିତ ମନୋ ବୁଦ୍ଧିର(BG 8.7)......ଏହା କେବଳ ଅଭ୍ୟାସର ପ୍ରଶ୍ନ । ଏବଂ ତାହା ଭକ୍ତିଯୋଗ ବିଧି ଦ୍ଵାରା ଅତି ସହଜରେ ସମ୍ଭବ ହୋଇପାରିବ,ଶ୍ରବଣଂ । ଶ୍ରବଣଂ । ଶ୍ରବଣ କରିବାର ଏକ ସହଜତମ ଉପାୟ ।

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ
ସ୍ମରଣଂ ପାଦସେବନମ୍
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସଖ୍ୟମ୍ ଆତ୍ମନିବେଦନମ୍
(SB 7.5.23)

ଏହି ନଅ ଉପାୟ । ତେଣୁ ସବୁଠାରୁ ସହଜ ଉପାୟ ହେଉଛି ଶ୍ରବଣ ।